Daily Archives

June 4, 2019

ଆଉ ଠକି ପାରିବେନି ମନ୍ତ୍ରୀ! ମାସକରେ କଣ କରିଛନ୍ତି କାମ, ପ୍ରତି ମାସ ୭ରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ ।

କନକ ବ୍ୟୁରୋ : ପଞ୍ଚମ ଥର ସରକାର ଗଠନ ସହ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ନେତାଙ୍କୁ ସ୍କାନରରେ ରଖିବେ ନବୀନ । ପ୍ରତି ମନ୍ତ୍ରୀଙ୍କ ଉପରେ ନିଜେ ନଜର ରଖିବେ ମୁଖ୍ୟମନ୍ତ୍ରୀ । ପ୍ରତି ମାସରେ ପ୍ରତି ମନ୍ତ୍ରୀଙ୍କ…

ଗୃହ ମନ୍ତ୍ରାଳୟର ଦାୟିତ୍ୱ ପରେ ଆକ୍ସନ ମୋଡରେ ଅମିତ ଶାହା । ଆତଙ୍କବାଦୀଙ୍କ ବିରୋଧରେ ନୂଆ ରଣନୀତି ପ୍ରସ୍ତୁତ, ଜାରି…

କନକ ବ୍ୟୁରୋ : ଅମିତ ଶାହା ଗୃହ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବା ପରେ ଆକ୍ସନ ମୋଡକୁ ଆସିଯାଇଛନ୍ତି । ଗତକାଲି ଅମିତ ଶାହା ସୁରକ୍ଷା ଏଜେନ୍ସିର ଅଧିକାରୀମାନଙ୍କ ସହ ବୈଠକ କରିବା ସହ ଆତଙ୍କବାଦୀଙ୍କ ବିରୋଧରେ ନୂଆ ରଣନୀତି ଆପଣାଇଛନ୍ତି । ଏହି ସମୟରେ ୧୦ ଆତଙ୍କବାଦୀଙ୍କ ତାଲିକା ଜାରି ହୋଇଛି…

ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର । ପୂରା ଦେଶକୁ ଖରା,ବର୍ଷା ଓ ଶୀତର ଟିକିନିକି ଖବର…

କନକ ବ୍ୟୁରୋ : ପୂରା ଦେଶକୁ ପାଣିପାଗର ଟିକିନିକି ଖବର ଜଣାଇବେ ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର । କେତେବେଳେ ବାତ୍ୟା ହେବ, ମୌସୁମୀ କେବେ ଆସିବ, ପାଣିପାଗର ସ୍ଥିତି କଣ ରହିବ ସେନେଇ ସୂଚନା ଦେବେ ମୃତ୍ୟୁଞ୍ଜୟ । କାରଣ ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି…

ଇଭିଏମକୁ ନେଇ ଦିଦି ଦେଲେ ବଡ ବୟାନ ! କହିଲେ ବାଲାଟ ପେପର ଜରିଆରେ ପୁଣି ଥରେ ହେଉ ନିର୍ବାଚନ, ଜୁଲାଇ ୨୧ରୁ ମମତାଙ୍କ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଚିହିଁକି ଉଠିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପୁଣି ଇଭିଏମକୁ ନେଇ ବଡ ବୟାନ ଦେଇଛନ୍ତି ମମତା । ପୁଣି ଥରେ ବାଲାଟ ପେପର ଜରିଆରେ ନିର୍ବାଚନ କରିବା ଲାଗି ଦାବି କରିବାକୁ ବିରୋଧୀ ଦଳକୁ ଅପିଲ…

କେରଳରେ ପୁଣି ବ୍ୟାପିଲା ନିପା ଭାଇରସ । ମସ୍ତିସ୍କ ଜ୍ୱରରେ ଜଣେ ପୀଡିତ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କଲା ସ୍ପଷ୍ଟ ।

କନକ ବ୍ୟୁରୋ : କେରଳରେ ପୁଣି ଥରେ ନିପା ଭାଇରସ ବ୍ୟାପିବାରେ ଲାଗିଛି । ଏହି ମସ୍ତିଷ୍କ ଜ୍ୱରରେ ଜଣେ ବ୍ୟକ୍ତି ପୀଡିତ ଥିବା ଜଣାପଡିଛି । କୋଚିର ଜଣେ ୨୩ବର୍ଷୀୟ ଛାତ୍ର ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏନେଇ ସାମ୍ବାଦିକ…

କେନ୍ଦୁଝରର ଗୋପବନ୍ଧୁ ! ଚାକିରିରୁ ଅବସର ପରେ ପେନସନ ଟଙ୍କାରେ ନିଜ ଗାଁ ସାଳନ୍ଦୀ ନଦୀରେ ପୋଲ ତିଆରି କଲେ ଗଙ୍ଗାଧର,…

କନକ ବ୍ୟୁରୋ : ଆଜିର ସ୍ୱାର୍ଥପର ଦୁନିଆରେ ଏବେ ବି ପରୋପକାରୀ ଲୋକ ଅଛନ୍ତି । ଲୋକଙ୍କ ମନରେ ସାହାଯ୍ୟ ମନୋବୃତି ବଞ୍ଚିରହିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ହାଟଡିହି ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ । ଯିଏ ନିଜ ପେନସନ୍ ଟଙ୍କାରେ ଗାଁ ଲୋକଙ୍କ ପାଇଁ ପୋଲ ନିର୍ମାଣ…