Daily Archives

June 3, 2019

ବିଜେପି ବିଧାୟକଙ୍କ ଗୁଣ୍ଡାଗିରି ! ସର୍ବସମୁଖରେ ମହିଳାଙ୍କୁ ମାଡ ମାରିଲେ ନରୋଦା ବିଧାୟକ, ଭିଡିଓ ଭାଇରାଲା ପରେ…

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଗୁଣ୍ଡାଗିରି । ବିଚ୍ ରାସ୍ତାରେ ମହିଳାଙ୍କୁ ନିସ୍ତୁକ ମାଡ଼ । ମହିଳାଙ୍କୁ ଆକ୍ରମଣ ହେଉଥିବା ବେଳେ ତାଙ୍କ ଚିତ୍କାର ଉପସ୍ଥିତ ଲୋକଙ୍କ ଲୋମ ଟାଙ୍କୁରେଇ ଦେଇଥିଲା । ଏହି ଘଟଣା ହେଉଛି ଗୁଜରାଟ ନରୋଦା ଅଂଚଳର । ଗୋଇଠା ମାରୁ ଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ…! ବିଜେପି ନେତା କହିଲେ, ବିଜେପୁରରୁ ଲଢିବା ଥିଲା ନବୀନଙ୍କ ରାଜନୈତିକ…

କନକ ବ୍ୟୁରୋ : ବିଜେପୁରକୁ ନେଇ ବଡ଼ ରାଜନୀତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପୁର ଆସନ ଛାଡିବା ନେଇ ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛି ବିଜେପି । ବିଜେପି ଅଭିଯୋଗ କରିଛି କେବଳ ପଶ୍ଚିମ ଓଡ଼ିଶାର ଭୋଟ୍ ରାଜନୀତିକୁ ପ୍ରଭାବିତ କରିବା ପାଇଁ ବିଜେପୁରକୁ ବାଛିଥିଲେ ନବୀନ ।…

‘ଫୋନି’ର ଏକ ମାସ ପରେ ବି କ୍ଷତିଗ୍ରସ୍ତ ଗାଁରେ ସୁଧୁରିନି ସ୍ଥିତି । ପହଁଚିନି ବିଜୁଳି, ମୁଣ୍ଡ ଉପରେ ଛାତ ନାହିଁ, ଘର…

କନକ ବ୍ୟୁରୋ : ବାତ୍ୟା ଫୋନିକୁ ଆଜି ପୁରିଛି ଠିକ୍ ଗୋଟିଏ ମାସ । ମେ’ ୩ ଆଜିର ଦିନରେ ପ୍ରଳୟ ନେଇ ଆସିଥିଲା ବାତ୍ୟା । ଉଜାଡ଼ି ଦେଲା ଧନଜୀବନ । ପୁରୀ ଏବଂ ଭୁବନେଶ୍ୱର ସହର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଆଜି ଗୋଟିଏ ମାସ ପରେ ବାତ୍ୟା ପ୍ରଭାବିତ ଅଂଚଳରେ କେମିତି ଅଛି ଅବସ୍ଥା । ସ୍ଥିତି…

କମିଲା ଯୁକ୍ତ ୨ ବିଜ୍ଞାନ ପାସ୍ ହାର । ସିସିଟିଭି ଯୋଗୁଁ ଖରାପ ହେଲା ରେଜଲ୍ଟ ! ୯ଟି କଲେଜରେ ଫଳ ଶୂନ, ମନ୍ତ୍ରୀ କହିଲେ…

କନକ ବ୍ୟୁରୋ : ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଫଳ । ଚଳିତ ବର୍ଷ ୭୨ ଦଶମିକ୍ ୩୩ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଗତବର୍ଷ ତୁଳନାରେ, ଚଳିତବର୍ଷ ୪ ପ୍ରତିଶତ କମିଛି ପରୀକ୍ଷା ହାର । ସିଏଚଏସଇ ପକ୍ଷରୁ କୁହାଯାଇଛି, ସିସିଟିଭି ଯୋଗୁଁ ଏଥର ପରୀକ୍ଷା ଫଳ…

ବ୍ରାହ୍ମଣଙ୍କୁ ଭିକାରୀ କହି ଅଡୁଆରେ ଟିଭି ପ୍ରବଚକ ଜିତୁ ଦାଶ । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ, ସ୍ଥିତି…

କନକ ବ୍ୟୁରୋ : ବ୍ରାହ୍ମଣଙ୍କ ସଂପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପ୍ରବଚକ ଜିତୁ ଦାଶ । ଓଡ଼ିଶାର ଏକ ଲୋକପ୍ରିୟ ଆଧ୍ୟାତ୍ମିକ ଚ୍ୟାନେଲରେ ପ୍ରବଚନ ଦେଉଥିବ ଜିତୁ ଦାଶ, ବ୍ରାହ୍ମଣଙ୍କୁ ଭିକାରୀ କହି ଏବେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି । ଜିତୁ ଦାଶଙ୍କ ଏହି ପ୍ରବଚନର ସେହି…