Daily Archives

June 2, 2019

ପାହାଡ଼ର କନ୍ୟା କଳ୍ପନା ଦାଶଙ୍କୁ ଶେଷ ସମ୍ମାନ । ଶ୍ରଦ୍ଧାଞ୍ଜଳି ଜଣାଇଲେ ସଂପର୍କୀୟ ଓ ବହୁ ବିଶିଷ୍ଟ ବ୍ୟକ୍ତି, କିଛି…

କନକ ବ୍ୟୁରୋ : ଆଉ କିଛି ସମୟ ପରେ ପୁରୀ ସ୍ୱର୍ଗଦ୍ୱାରରେ ଏଭରେଷ୍ଟ ଆରୋହୀଣି କଳ୍ପନା ଦାସଙ୍କ ଅନ୍ତିମ ସଂସ୍କାର ହେବ । ଆଜି ସକାଳେ କଳ୍ପନାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଥିଲା । କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ କରାଯିବା ପରେ କଳ୍ପନାଙ୍କ ମରଶରୀରକୁ ନିଆଯାଇଥିଲା…

ସରକାର ଗଠନ ପରେ ଏବେ ରାଜ୍ୟସଭା ଉପରେ ଆଖି । ଖାଲିପଡିଛି ୪ ସିଟ୍ । ପରାଜିତ ନେତାଙ୍କ ଭିତରେ ଆଶା ଓ ଆଶଙ୍କା, କିଏ ପାଇବ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ ସରକାର ଗଠନର ପ୍ରକ୍ରିୟା ଶେଷ ହେବା ପରେ ବର୍ତମାନ ରାଜ୍ୟସଭା ରାଜନୀତିକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଜେଡିର ଚାରି ଚାରି ଜଣ ରାଜ୍ୟସଭା ସାଂସଦ ବିଧାନସଭା ନିର୍ବାଚନ ଲଢି ବାଜିମାତ କରିବା ପରେ ବର୍ତମାନ ସେମାନଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା…

ଫୋନିକୁ ମାସେ, ସରିନି ଲୋକଙ୍କ ଦୁର୍ଦ୍ଦଶା । ସୁଧୁରିନି ଗ୍ରାମାଂଚଳ ଅବସ୍ଥା, ଏବେ ବି ମୁଣ୍ଡ ଉପରେ ଛାତ ନାହିଁ, ପିିଇବା…

କନକ ବ୍ୟୁରୋ : ଆଜିକୁ ଠିକ୍ ମାସକ ତଳେ ପ୍ରକୃତି ଯାହା ତାଣ୍ଡବ ରଚିଥିଲା, ତାହା ଭାବିବା ବେଳକୁ ଛାତି ଥରିଉଠୁଛି । ଲୋମ ଟାଙ୍କୁରି ଉଠୁଛି, ପ୍ରଳୟଙ୍କରୀ ବାତ୍ୟା ସ୍ଥଳଭାଗ ଛୁଇଁବା ମୁହୂର୍ତକୁ ମନେ ପକାଇବା ବେଳେ । ବାତ୍ୟା ଫୋନିକୁ ମାସେ ପୁରିଛି । ଏହାରି ଭିତରେ ସହରରେ ସ୍ଥିତି ସ୍ୱାଭାବିକ…

ସଂସଦୀୟ ଦଳକୁ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ । ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ ?

କନକ ବ୍ୟୁରୋ: ୧୭ ତମ ଲୋକସଭା ପାଇଁ ବିଜୁ ଜନତା ଦଳ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଂଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପିନାକୀ ମିଶ୍ରଙ୍କୁ ଲୋକସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଏହି ଦାୟିତ୍ୱ ଭର୍ତୃହରି ମହତାବ ନିର୍ବାହ କରୁଥିଲେ । ବଡ କଥା ହେଉଛି ,…

ବିଜେପୁର ଆସନ ଛାଡ଼ିଲେ ନବୀନ । ହିଞ୍ଜିଳି ରଖି ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସେହିଭଳି ନିଜର ପାରମ୍ପାରିକ ଆସନ ହିଞ୍ଜିଳି ବିଧାନସଭା ଆସନକୁ ବଜାୟ…