Monthly Archives

May 2019

ଝଡରେ ଉଜୁଡି ଯାଇଛି ବାସଗୃହ, ଶୌଚାଳୟ ପାଲଟିଛି ଆଶ୍ରୟସ୍ଥଳ। ବାତ୍ୟା ଫୋନି ଯିବାର ମାସେ ପରେ ବି ପାଇଖାନା ଘରେ ବିତୁଛି…

କନକ ବ୍ୟୁରୋ: ତାଣ୍ଡବ ରଚି ବାତ୍ୟା ଫୋନି ସିନା ଚାଲି ଯାଇଛି, ହେଲେ ଛାଡି ଦେଇ ଯାଇଛି ତାର ପଦଚିହ୍ନ । ଉଜାଡି ଦେଇଛି ହଜାର ହଜାର ଘର ସଂସାର । ଝଡ ଯିବାର ପ୍ରାୟ ମାସେ ପରେ ବି ବିପନ୍ନଙ୍କ ସ୍ଥିତି ସୁଧୁରି ନାହିଁ । ବାତ୍ୟା ଯୋଗୁଁ ୬୦ ପ୍ରତିଶତ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର…

କିଏ ସେହି ବ୍ୟକ୍ତି, ଯିଏ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଡାକୁଥିଲେ ମନ୍ତ୍ରୀଙ୍କ ନାଁ

ରାଷ୍ଟ୍ରପତି ଭବନର ବିଶାଳ ପ୍ରାଙ୍ଗଣରେ ଯେବେ ମୋଦି ସରକାର ୨.୦ର ମନ୍ତ୍ରୀ ଜଣେ ଜଣେ କରି ଶପଥ ନେଉଥିଲେ । ସେତେବେଳେ କ୍ରିମ ରଙ୍ଗର ସୁଟ୍ ପିନ୍ଧି ଜଣେ ବ୍ୟକ୍ତି ବାରମ୍ବାର ମନ୍ତ୍ରୀଙ୍କ ନାଁ ଡାକୁଥିଲେ । ଯେପର୍ଯ୍ୟନ୍ତ ମନ୍ତ୍ରୀଙ୍କ ଶପଥ ଚାଲୁଥିଲା, ସେ ସେହି କାମ କରିଚାଲିଥିଲେ । ସାରା ଦେଶ…

ମହାରଥୀଙ୍କ ମୁହଁରେ ନୂଆ ସଂଳାପ । ‘ମୁଁ ହତାଶ ପ୍ରେମିକ ନୁହେଁ’, ଜାଣନ୍ତୁ କାହିଁକି ଏମିତି କହିଲେ ପିପିଲି ବିଧାୟକ ।

କନକ ବ୍ୟୁରୋ : ମୁଁ ହତାଶ ପ୍ରେମିକ ନୁହେଁ । ଏହା କୌଣସି ଫିଲ୍ମ କିମ୍ବା ଯାତ୍ରାର ଡାଇଲଗ ନୁହେଁ । ବରଂ ଏଭଳି ସଂଳାପ ଆଜି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଦୀର୍ଘ ଦିନ ଚୁପ୍ ରହିବା ପରେ ଆଜି ପୁଣିଥରେ ପ୍ରଦୀପଙ୍କୁ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଥିଲା…

ପୁଣି ଚମକାଇଦେଲେ ମୋଦି । ନମ୍ବର ଥ୍ରୀରେ ଶପଥ ନେଇଥିବା ଶାହା ହେଲେ ନମୋଙ୍କ ମନ୍ତ୍ରୀମଣ୍ଡଳରେ ନମ୍ବର ଟୁ

କନକ ବ୍ୟୁରୋ: ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଂଟନ ହୋଇଛି । ଆଉ ସବୁ ନିଷ୍ପତି ଭଳି ଏଥର ବି ମୋଦି ସମସ୍ତଙ୍କୁ ଚମକାଇଦେଲା ଭଳି ନିଷ୍ପତି ନେଇଛନ୍ତି । ନମ୍ବର ଟୁ ଅମିତ ଶାହାଙ୍କୁ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାର ଦିଆଯାଇଛି । ବିଜେପିର ବରିଷ୍ଠ ନେତା ରାଜନାଥ…

ନିର୍ମଳାଙ୍କ ହାତରେ ଦେଶର ଭଣ୍ଡାର ଘରର ଚାବି । ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ମିଳିଲା ଦାୟିତ୍ୱ ।

ଗତକାଲି ମୋଦିଙ୍କ ସହ ପୂରା ମନ୍ତ୍ରିମଣ୍ଡଳ ଶପଥ ନେଇଥିବା ବେଳେ ଆଜି ବିଭାଗ ବଣ୍ଟନ କରାଯାଇଛି । ଗୃହମନ୍ତ୍ରୀ ଭାବେ ଅମିତ ଶାହାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ପ୍ରତିରକ୍ଷା ବିଭାଗର ଭାର ସମ୍ଭାଳିବେ ରାଜନାଥ ସିଂହ । ତେବେ ଏହି ଦୁଇ ହେଭିୱେଟଙ୍କୁ ବାଦ୍ ଦେଲେ ମୋଦିଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପାଖରେ ରଖିଲେ ପେନସନ, ଆଣବିକ ଶକ୍ତି ବିଭାଗ : ସାଧାରଣ ଅଭିଯୋଗ ଶୁଣାଣି ବିଭାଗ ବି…

କନକ ବ୍ୟୁରୋ : ମୋଦି ମନ୍ତ୍ରିମଣ୍ଡଳର ବିଭାଗ ବଂଟନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଶପଥ ଗ୍ରହଣ କରିଛନ୍ତି । ଆଉ ଆଜି ମନ୍ତ୍ରୀ ମାନଙ୍କ ଭିତରେ ବିଭାଗ ବଣ୍ଟନ…