Monthly Archives

May 2019

ପରାଜୟରୁ ଅଭିଯାନ ଆରମ୍ଭ କଲା ପାକିସ୍ତାନ । ୭ ୱିକେଟରେ ୱେଷ୍ଟଇଣ୍ଡିଜ ଠାରୁ ମାତ୍ ଖାଇଲା ଦଳ, ମାତ୍ର ୧୩ ଓଭରରେ ବିଜୟୀ…

କନକ ବ୍ୟୁରୋ : ମାତ୍ର ୩୫ ଓଭରରେ ଶେଷ ହୋଇଗଲା ପୁରା ମ୍ୟାଚ୍ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୧୯ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସି…

ଦ୍ୱିତୀୟ ପାଳିରେ ମୋଦି ସରକାରଙ୍କ ବଡ ନିଷ୍ପତି । ପ୍ରଥମ କ୍ୟାବିନେଟ ବୈଠକରେ ସହିଦ ପରିବାର ପିଲାଙ୍କ ପାଇଁ ନେଲେ ବଡ…

କନକ ବ୍ୟୁରୋ : ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସହିଦ ପୋଲିସ ପରିବାରଙ୍କ ପାଇଁ ବଡ ନିଷ୍ପତି ନେଇଛନ୍ତି ମୋଦି ସରକାର । ନ୍ୟାସନାଲ ଡିଫେନ୍ସ ଫଣ୍ଡରେ ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ପ୍ରଥମ…

ଜୁନ୍ ୧୫ରୁ ଶିମିଳିପାଳ ବୁଲିବା ମନା । ବର୍ଷା ଋତୁକୁ ନଜରରେ ରଖି ପର୍ଯ୍ୟଟକଙ୍କ ପାଇଁ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ…

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁରେ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଆସନ୍ତା ଜୁନ୍ ୧୫ ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିମିଳିପାଳରେ ପୂର୍ବ ବର୍ଷ…

ମୋଦି କ୍ୟାବିନେଟର ମହିଳା ବ୍ରିଗେଡ୍ : ଏହି ୬ ମହିଳା ମନ୍ତ୍ରୀ କରିବେ ଦେଶବାସୀଙ୍କ ପ୍ରତିନିଧିତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗୁରୁବାର ଦିନ ଶପଥ ନେଲେ । ଯେଉଁଥିରେ ଅମେଠିରୁ ସାଂସଦ ହୋଇଥିବା ସ୍ମୃତି ଇରାନୀଙ୍କ ସମେତ ୬ ମହିଳା ମନ୍ତ୍ରୀମାନେ ଶପଥ ନେଇଛନ୍ତି । ନୂଆ ସରକାରରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ଗତ ସରକାରର ତୁଳନାରେ କମ୍ ଅଛି । କିନ୍ତୁ ୨୦୧୯ରେ…

ମନ୍ତ୍ରୀ ନମ୍ବର ୫୬କୁ ନେଇ ସାରା ଭାରତରେ ଚର୍ଚ୍ଚା । ଚାଳ ଛପର ଘରେ ରହୁଛନ୍ତି ମୋଦିଙ୍କ ମନ୍ତ୍ରୀ । ଚଲାଉଛନ୍ତି…

କନକ ବ୍ୟୁରୋ:  କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ଏହି ନେତା । ଚାରିଆଡେ ଏବେ ମନ୍ତ୍ରୀ ବନିଥିବା ଓଡ଼ିଶାର ସାଂସଦଙ୍କୁ ନେଇ ଚର୍ଚ୍ଚା । ଜାଣନ୍ତି କିଏ ସେ ସାଂସଦ । ସେ…

ପଦାରେ ପଡିଲା ପାକିସ୍ତାନର ବ୍ୟାଟିଂ ଦୁର୍ବଳତା ! ୱେଷ୍ଟଇଣ୍ଡିଜ୍ ଆଗରେ ଧରାଶାୟୀ ହେଲା ଦଳ, ମାତ୍ର ୧୦୫ ରନରେ ଅଲଆଉଟ୍…

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ବ୍ୟାଟିଂ ଦୁର୍ବଳତା । ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରୁ ଖରାପ ପ୍ରଦର୍ଶନ କରିଛି ପାକିସ୍ତାନ । ମାତ୍ର ୨୧ ଓଭର ୪ଟି ବଲରେ ସମସ୍ତ ୱିକେଟ୍ ହରାଇ ୧୦୫ରନ୍ କରିବାକୁ ସମର୍ଥ ହୋଇଛି ପାକିସ୍ତାନ । ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା…