ମାଲକାନଗିରିର ମୋଦିପ୍ରେମୀ : ବିଜେପିର ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚା’ ଦୋକାନୀ ରମେଶ ଦୋରା
ପ୍ରଚଣ୍ଡ ବହୁମତରେ ପୁଣି ଥରେ ସରକାର ଗଢ଼ିବାକୁ ଯାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ବହୁମତ ହାସଲ କରିଛି । ସାରା ଦେଶରେ ମୋଦି ଲେହେର୍ । ପ୍ରଥମ ଥର ପାଇଁ ମୋଦି ଜଣେ ଅଣକଂଗ୍ରେସ ଦଳର ନେତା ଭାବେ ୫ ବର୍ଷ ପୁରଣ କରି…