Daily Archives

May 24, 2019

କମ୍ପ୍ୟୁଟର ଇଂଜିନିୟରରୁ ପାର୍ଲାମେଣ୍ଟ ସିଟ୍ । କୋରାପୁଟରେ କଂଗ୍ରେସକୁ କମବ୍ୟାକ୍ କରି ସମ୍ମାନ ରକ୍ଷା କଲେ ସପ୍ତଗିରି

କନକ ବ୍ୟୁରୋ: ୨୦୧୯ ମହାଯୁଦ୍ଧରେ ରାଜ୍ୟର ୨୧ ଲୋକସଭା ଆସନରେ ମାଟି କାମୁଡ଼ିଥିବା କଂଗ୍ରେସ ପାଇଁ ସଂଜୀବନୀ ପାଲଟିଲେ ସପ୍ତଗିରି ଉଲ୍ଲାକା । ରାଜନୀତି ମୈଦାନରେ ବେଶୀ ଅଭିଜ୍ଞତା ନରଖିଥିଲେ ମଧ୍ୟ କଂଗ୍ରେସ ପାଇଁ ଏକମାତ୍ର ଲୋକସଭା ଆସନ ଅକ୍ତିଆର କରି ସମ୍ମାନ ବଞ୍ଚାଇଛନ୍ତି ସପ୍ତଗିରି । ନିକଟତମ…

କଂଗ୍ରେସକୁ କଲବଲ କଲା ଜନାଦେଶ ୨୦୧୯ । ପରାଜୟ ପରେ ରାହୁଲ ଗାନ୍ଧିଙ୍କ ଡେସ୍କରେ ବଢୁଛି ନେତାଙ୍କ ଇସ୍ତଫା ପତ୍ର ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ପରିଣାମ ଯଦି କେଉଁ ଦଳକୁ ସବୁଠୁ ଅଧିକ ମର୍ମାହତ କରିଛି, ସେହି ଦଳ ହେଉଛି କଂଗ୍ରେସ । ରାହୁଲ ଗାନ୍ଧୀ ଦଳର ମଙ୍ଗ ଧରିବା ପରେ ଯେଉଁ ଉର୍ଜା ନେଇ କଂଗ୍ରେସ ଅଭିଯାନ ଆରମ୍ଭ କରିଥିଲା ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଯେଉଁ ସଫଳତା ମିଳିଥିଲା, ତାକୁ ଭିତି କରି ଏହି…

କ୍ରିକେଟ୍ ମୈଦାନ ପରେ ରାଜନୀତି ମୈଦାନରେ ଦମ୍ ଦେଖାଇଲେ ଗମ୍ଭୀର । ପୂର୍ବ-ଦିଲ୍ଲୀ ଆସନରୁ ୩ ଲକ୍ଷରୁ ଅଧିକ ଭୋଟରେ ଜିତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ସହ ବିଜେପିକୁ ମିଳିଛି ବଡ ସଫଳତା । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ରାଜନୀତି ମୈଦାନରେ ପାଦ ରଖୁରଖୁ ଧମାଲ କରିଛନ୍ତି । ପୂର୍ବ-ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢି ଦମଦାର ବିଜୟ ହାସଲ କରିଛନ୍ତି…

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ମଙ୍ଗ ଧରିଲେ ନବୀନ, ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ପଞ୍ଚମ ଥର ରାଜ୍ୟର ମଙ୍ଗ ସମ୍ଭାଳିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ନିଜ ଅଫିସିଆଲ୍ ସୋସିଆଲ ସାଇଟରେ ଭିଡ଼ିଓ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି କି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ…

କୁଆଡେ ଗଲେ ମରିଚ ବାବା ? ଦିଗବିଜୟ ସିଂହଙ୍କ ପରାଜୟ ହେଲେ ଜଳସମାଧୀ ନେବାକୁ କହୁଥିବା ମରିଚ ବାବାଙ୍କୁ ଖୋଜୁଛନ୍ତି ଲୋକେ…

ମରିଚ ବାବା ବା ମହାମଣ୍ଡଳେଶ୍ୱର ସ୍ୱାମୀ ବୈରାଗ୍ୟାନନ୍ଦ ଏବେ କେଉଁଠି ? ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଲୋକେ ତାଙ୍କୁ ଖୋଜିବାରେ ଲାଗିପଡିଛନ୍ତି । କିନ୍ତୁ ବାବାଙ୍କ ସହ କାହାର ସଂପର୍କ ହୋଇପାରୁନାହିଁ । କଳନା କରାଯାଉଛି କି ମରିଚ ବାବା କାଳେ ଭୂମିଗତ ବା ଅଣ୍ଡରଗ୍ରାଉଣ୍ଡ…

ଫଳାଫଳ ପରେ କ୍ୟାବିନେଟ୍ ନେଇ ଆରମ୍ଭ ହେଲା ଅଙ୍କକଷା । ଜାଣନ୍ତୁ କାହାକୁ ମିଳିପାରେ କେଉଁ ମନ୍ତ୍ରୀମଣ୍ଡଳର ଦାୟିତ୍ୱ ।

କନକ ବ୍ୟୁରୋ : ସଦ୍ୟ ସମାପ୍ତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୫୪ ଆସନରେ ବିଜୟ ହାସଲ ସହ ଲୋକସଭାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନ ଫଳାଫଳ ଘୋଷିତ ହୋଇଯିବା ପରେ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ…