ଆସନ୍ତା ୨୯ରେ ନବୀନଙ୍କ ଶପଥଗ୍ରହଣ ଉତ୍ସବ ! ରେକର୍ଡ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ।
କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ନବୀନଙ୍କ ଶପଥଗ୍ରହଣ ଉତ୍ସବ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ୨୯ ତାରିଖ ପୂର୍ବାହ୍ନରେ ରାଜଭବନରେ ନିଜ ମନ୍ତ୍ରୀଙ୍କ ସହ ଶପଥ ନେବେ ନବୀନ । ଶପଥ ଗ୍ରହଣ ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ନିରାଡମ୍ବର ଭାବେ କରାଯିବ ବୋଲି ସୂଚନା…