Daily Archives

May 23, 2019

ରାୟବଲେଲିରେ ସୋନିଆ ଗନ୍ଧୀଙ୍କ ବଡ ବିଜୟ । ୧ ଲକ୍ଷରୁ ଅଧିକ ଭୋଟରେ ମାରିଲେ ବାଜି ।

କନକ ବ୍ୟୁରୋ: ରାୟବଲେଲିରେ ସୋନିଆ ଗନ୍ଧୀଙ୍କ ବଡ ବିଜୟ । ୧ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ ସୋନିଆ ଗନ୍ଧୀ ।  ରାୟବରେଲି ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିଜୟ ଟିକା ପିନ୍ଧିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ । ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାରିଥିବା ବେଳେ…

ପଞ୍ଚମଥର ସରକାର ଗଢ଼ିବାକୁ ସୁଯୋଗ ଦେଲେ ରାଜ୍ୟବାସୀ, କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 

କନକ ବ୍ୟୁରୋ: ବର୍ତ୍ତମାନ ସୁଦ୍ଧା ଭୋଟ୍ ଗଣତି ପରେ ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ।…

ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡ଼ି : ବିକ୍ରମ ପଣ୍ଡା ହାତେଇଲେ ବିଧାୟକ ପଦ

କନକ ବ୍ୟୁରୋ : ବିଜେଡ଼ି ହାତକୁ ଗଲା ବ୍ରହ୍ମପୁର ବିଧାନସଭା ଆସନ । ଏଠାରେ ବିଜୟ ବାନା ଉଡ଼ାଇଲେ ବିକ୍ରମ ପଣ୍ଡା । ଗଡ଼ ବଂଚାଇ ରଖିବାରେ ସଫଳ ହେଲା ବିଜେଡ଼ି । ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେଲେ ବିକ୍ରମ ପଣ୍ଡା । ଚଳିତ ନିର୍ବାଚନରେ ମଇଦାନରେ ଥିଲେ ୩ ପ୍ରମୁଖ ଦଳ ନେତା ।…

ବିଜେପିର ବିଜୟ ପରେ ମୋଦିଙ୍କ ବଡ ବୟାନ । କହିଲେ କୌଣସି ନେତା କି ଦଳ ନୁହେଁ, ନିର୍ବାଚନରେ ଜନତାଙ୍କର ହୋଇଛି ବିଜୟ ।

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ପୁଣି ଥରେ ଦମ୍ ଦେଖାଇଛି ବିଜେପି । ବିରୋଧୀଙ୍କ ସବୁ ରଣନୀତିକୁ ମାତ୍ ଦେଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଆଉ ଦଳର ସଫଳତା ପରେ ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ଭୋଧନ…

ମୋଦିଙ୍କୁ ସେଲିବ୍ରିଟିଙ୍କ ଅଭିନନ୍ଦନ ! ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ସଲମାନ୍ ଖାନ

ପିଏମ୍ ନରେନ୍ଦ୍ର ମୋଦିଙ୍କ ସଫଳତା ନେଇ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ମୋଦ ବାରଣାସିରୁ ବିଜୟଲାଭ କରିବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପାକ୍ ପ୍ରାଧାନମନ୍ତ୍ରୀ, ଇସ୍ରାଇଲ ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ସେଲିବ୍ରିଟିଙ୍କୁ ଶୁଭେଚ୍ଛାର…

୧୦ ବର୍ଷ ପରେ ଝାରସୁଗୁଡ଼ା କଂଗ୍ରେସ ଦୁର୍ଗକୁ ଭେଦିଲା ବିଜେଡି, ୪୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି…

କନକ ବ୍ୟୁରୋ: ଝାରସୁଗୁଡ଼ା କଂଗ୍ରେସ ଗଡ଼କୁ ଦଖଲ କଲା ବିଜେଡି । ବିଜେଡିରୁ ଟିକେଟରୁ ପାଇ ନିର୍ବାଚନ ଲଢ଼ିଥିବା ନବ ଦାସ ପୁଣି ପିନ୍ଧିଲେ ବିଜୟ ଟୀକା । ଦୀର୍ଘ ୧୦ ବର୍ଷ ପରେ ଝାରସୁଗୁଡାରେ ଖାତା ଖୋଲିଲା ବିଜେଡି, ଆଉ ୪୫ ହଜାର ୫୫୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ…