Daily Archives

May 22, 2019

ଇଭିଏମ ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । ଟୁଇଟ କରି ଉଦିତ ରାଜ୍ ଲେଖିଲେ, ଭିଭିପାଟର ସ୍ଲିପ୍ ଗଣତି…

କନକ ବ୍ୟୁରୋ: ଇଭିଏମ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ବୟାନ । ନିକଟରେ ବିଜେପିରୁ କଂଗ୍ରେସରେ ମିଶିଥିବା ଉଦିତ ରାଜ ସର୍ବୋଚ୍ଚ ଅଦାଲତଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଟୁଇଟ କରି ସେ ଲେଖିଛନ୍ତି ଯେ, ଭିଭିପାଟର ସବୁ ଚିରକୁଟକୁ ଗଣତି…

ଭାରତରେ ଆସିନି ନିର୍ବାଚନ ଫଳାଫଳ । ହେଲେ ପାକିସ୍ତାନୀ ମିଡିଆରେ ଛାଇଗଲାଣି ମୋଦି ଭୟ

କନକ ବ୍ୟୁରୋ: ରାତିପାହିଲେ ଆସିବ ଦେଶରେ ସାଧାରଣ ନିର୍ବାଚନର ଫଳାଫଳ । ହେଲେ ପାକିସ୍ତାନୀ ମିଡିଆରେ ଛାଇଗଲାଣି ମୋଦି ଭୟ । ଅନେକ ପାକ୍ ଗଣମାଧ୍ୟମରେ ମୋଦି ପୁଣି ଥରେ ଭାରତରେ ଶାସନ କ୍ଷମତାକୁ ନଫେରନ୍ତୁ, ସେ ନେଇ ଖବର ପ୍ରକାଶ ପାଇଛି । ପିଏମ୍ ମୋଦିଙ୍କୁ ନେଇ ପାକିସ୍ତାନର ଏପରି ମନୋଭାବ ,…

ପତ୍ନୀଙ୍କ ବିରୁଦ୍ଧରେ ଲୋକପ୍ରିୟ ହଲିଉଡ୍ ଅଭିନେତା ଆଣିଲେ ଅଭିଯୋଗ ! କହିଲେ , ମଦ ପିଇ ପିଟୁଥିଲେ ପତ୍ନୀ ।

ହଲିଉଡ୍ ଅଭିନେତା ଜାନି ଡେପ୍ପ୍ ନିଜ ଛାଡପତ୍ରକୁ ନେଇ ଖୁବ୍ ଚର୍ଚ୍ଚିତ ଥିବା ବେଳେ ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ କୋର୍ଟରେ କାନ୍ଦି କାନ୍ଦି ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ସମସ୍ତଙ୍କୁ କହିଥି ଲେ । କିଭଳି ଭାବରେ ତାଙ୍କ ପତ୍ନୀ ମଦନିଶାରେ ଚୁର୍ ରହି ତାଙ୍କୁ ପିଟୁଥିଲେ ଏବଂ…

ବିରୋଧୀଙ୍କୁ ଝଟକା: ଇଭିଏମ ସହ ଭିଭିପାଟ୍ ମିଳାଇବା ପାଇଁ ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କଲେ ନିର୍ବାଚନ କମିଶନ

କନକ ବ୍ୟୁରୋ: ବିରୋଧୀଙ୍କୁ ନିର୍ବାଚନ କମିଶନଙ୍କ ଝଟକା । ଇଭିଏମ ସହ ଭିଭିପାଟ ସ୍ଲିପ ମିଶାଇବା ପାଇଁ ବିରୋଧୀ ଦଳର ଅନୁରୋଧଙ୍କୁ ନିର୍ବାଚନ କମିଶନ ଖାରଜ କରିଦେଇଛନ୍ତି । ଦିଲ୍ଲୀରେ ବସିଥିବା ନିର୍ବାଚନ କମିଶନଙ୍କ ବୈଠକରେ ଏହି ନିଷ୍ପତି ହୋଇଛି । କମିଶନ କହିଛନ୍ତି, ବର୍ତମାନ ଦାବି ଉପରେ…

ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଦାମଙ୍କ ବୟାନ : କହିଲେ, ବିଜୟ ପରାଜୟ ଭିନ୍ନ କଥା, ଫଳାଫଳ ଯାହାବି ହେଉ ଲୋକଙ୍କ ସେବା…

କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଗଣତି ପୂର୍ବରୁ କିଏ ଜିତିବ, କିଏ ହାରିବ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଭିନ୍ନ ଗଣମାଧ୍ୟମର ଏକଜିଟ୍ ପୋଲ୍ ଏହାକୁ ଆହୁରି ବଢ଼ାଇ ଦେଇଛି । ଏଭଳି ସମୟରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ନେତା ଦାମୋଦର ରାଉତ୍ ।…

ଅନଲାଇନ୍ ପରେ ଅଫଲାଇନ୍ : ଗ୍ରୋସରୀ ଦୋକାନ ଖୋଲିବା ଯୋଜନା କରୁଛି ଫ୍ଲିପକାର୍ଟ

ଆମେରିକାର ବଡ କମ୍ପାନୀ ୱାଲମାର୍ଟର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏବେ ଖାଇବା ପିଇବା ଦୋକାନ ବି ଖୋଲିବା ପ୍ରସ୍ତୁତିରେ ଅଛି । ବିଦେଶୀ ନିବେଶକଙ୍କୁ ଭାରତରେ ରିଟେଲ ସେକ୍ଟର ପାଇଁ ମଂଜୁରୀ ମିଳିନି । ସେଥିପାଇଁ ଫ୍ଲିପକାର୍ଟ ଫୁଡ୍ ରିଟେଲ ବ୍ୟବସାୟ କରିବାକୁ ଯାଉଛି, ଯେଉଁଠି ୧୦୦% ଏଫଡିଆଇକୁ…