ପୁଣି ଘାଟିରୁ ଖସିପଡିଲା ଯାତ୍ରୀବାହୀ ବସ: ଜଣେ ମୃତ, ୩୦ ଆହତ
କନକ ବ୍ୟୁରୋ: ଘାଟିରୁ ଖସିଲା ଯାତ୍ରୀବାହୀ ବସ । ଦିଗପହଣ୍ଡିର ତପ୍ତପାଣି ଘାଟିରୁ ତଳକୁ ଖସି ପଡିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସରେ ବସଥିବା ପାଖାପାଖି ୩୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ହସ୍ପିଟାଲରେ…