Daily Archives

May 20, 2019

କୁଚିଣ୍ଡାରେ ବଗି ଛାଡି ପଳାଇଲା ଇଞ୍ଜିନ୍ ! ଘଟଣାକୁ ଏଡାଇଲେ ବାମରା ଷ୍ଟେସନ୍ ମ୍ୟାନେଜର ।

କୁଚିଣ୍ଡାରେ ବଗି ଛାଡି ପଳାଇଲା ଇଞ୍ଜିନ୍ । ଧାରୁଆ ଡ଼ିହ ବାମରା ମଝୀ କୁଅଁର ମାଲ ନରେଲୱେ ଫାଟକ ନିକଟରେ ଏହି ଅଘଟଣ ଘଟିଛି । ୫ଟି ବଗି ଛାଡ଼ି ମାଲବାହୀ ଟ୍ରେନ ଆଗକୁ ପଳାଇଥିଲା । ବ୍ରଜରାଜନଗରରୁ କୋଲାଘାଟକୁ କୋଇଲା ବୋଝେଇ ହୋଇଯାଉଥିବା ବେଳେ ୫ଟି ବଗି ଛାଡ଼ି ମାଲବାହି ଟ୍ରେନ ଆଗକୁ ବଢ଼ି…

ବଢ଼ିଲା ନେତାଙ୍କ ହାର୍ଟବିଟ୍, ବୁଥ ବାହୁଡ଼ା ମତ ଆସିବା ପରେ ମାୟାବତୀଙ୍କୁ ସାକ୍ଷାତ କଲେ ଅଖିଲେଶ : ଅଗାମୀ ପଦକ୍ଷେପ ପାଇଁ…

କନକ ବ୍ୟୁରୋ : ଏକଜିଟ୍ ପୋଲ୍ ଆସିବା ପରେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । ମେ’ ୨୩ ଗଣତି ପୂର୍ବରୁ ଏବଂ ଏକଜିଟ୍ ପୋଲ ରିପୋର୍ଟ ପରେ ଯେତିକି ଉକ୍ରଣ୍ଠା ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ସେହି ଅନୁରୂପ ନେତାଙ୍କ ହୃତକମ୍ପନ ବଢ଼ିବାରେ ଲାଗିଛି । ଏକଜାଟ ହେବ କି ଏଗଜିଟ ପୋଲ ଏନେଇ ଉଠିଛି…

ଏକଜିଟ୍ ପୋଲର ଫଳାଫଳ ପରେ ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି : ସେନସେକ୍ସ ୧୪୨୨ ପଏଣ୍ଟ ବଢିଲା

କନକ ବ୍ୟୁରୋ : ଏକଜିଟ୍ ପୋଲର ପରିଣାମ ଆସିବା ପରେ ଷ୍ଟକ ବଜାରରେ ବୃଦ୍ଧି ରେକର୍ଡ କରାଯାଇଛି । ଗତକାଲି ଆସିଥିବା ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ଯେ, ଦେଶରେ ପୁଣି ମୋଦି ସରକାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରାୟ ସବୁ ସର୍ଭେ ସଂସ୍ଥା ଏନଡିଏକୁ ବହୁମତ ଦେଇଛନ୍ତି । ଏହାର…

ମନମୋହନ-ରାହୁଲଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କଲା ଭାରତୀୟ ସେନା ! ସେପ୍ଟେମ୍ବର ୨୦୧୬…

ସର୍ଜିକାଲ୍ ଷ୍ଟ୍ରାଇକ୍ କୁ ନେଇ ଦେଇଥିବା ବୟାନ୍ କୁ ନେଇ କଂଗ୍ରେସର ମୁଖା ଖୋଲିଛି ଭାରତୀୟ ସେନା । ସେନା କଂଗ୍ରେସ ତରଫରୁ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ର ପୁଷ୍ଟିକୁ ମନା କରିଦେଇଛି । ସେନା ତରଫରୁ ଆଜି କୁହାଯାଇଛି ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ ସେପ୍ଟେମ୍ବର ୨୦୧୬ ରେ କରାଯାଇଥିଲା…

ଝଡ ପରେ ଜଳ ଯନ୍ତ୍ରଣା : ଧନୁଆ ନାଳରୁ ପାଣି ନେଇ ବ୍ୟବହାର କରୁଛନ୍ତି କୁଶଭଦ୍ରା ନଦୀ ବନ୍ଧରେ ରହୁଥିବା ଗୋପ ଅଂଚଳର…

କନକ ବ୍ୟୁରୋ : ଝଡକୁ ବଳିଗଲା ଜଳ ସମସ୍ୟା । ପିଇବା ପାଣି ପାଇଁ କଲବଲ ହେଉଛନ୍ତି ବାତ୍ୟା ବିପନ୍ନ । ଝଡରୁ ସିନା ବର୍ତି ଯାଇଛି ଜୀବନ, ହେଲେ ଜିଇଁବା ପାଇଁ ଲାଗିଛି ଜଳ ଜଂଜାଳ । ଗାଁରେ ପାନୀୟ ଜଳର ସମସ୍ୟା ଥିବାରୁ ଗ୍ରାମବାସୀଙ୍କ ଶୋଷ ମେଂଟାଇବାର ଏକମାତ୍ର ଠିକଣା ଧନୁଆ ନାଳ ପାଣି । ବାତ୍ୟା…

ଏକଜିଟ୍ ପୋଲ୍ ରିପୋର୍ଟ ପରେ ବଢୁଛି ରାଜନୀତି । ସୋନିଆଙ୍କୁ ଭେଟିବାକୁ ମନା କଲେ ମାୟାବତୀ, ସଙ୍କଟରେ କମଲନାଥ ସରକାର ।

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇଛି ଆଉ ଏକଜିଟ୍ ପୋଲ ରିପୋର୍ଟ ମଧ୍ୟ ଆସିସାରିଛି । ଆସନ୍ତା ୨୩ ତାରିଖରେ ୨୦୧୯ ନିର୍ବାଚନର ଫଳାଫଳ ବାହାରିବାକୁ ଥିବା ବେଳେ ଏକଜିଟ୍ ପୋଲର ଆକଳନ ଦେଶରେ ବଢାଇଛି ରାଜନୀତି । ଆଉ ଏକଜିଟ୍ ପୋଲର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।…