Daily Archives

May 20, 2019

ସିଝୁଛି ସାରା ଓଡ଼ିଶା । ୯ ସହରରେ ୪୦ ଡିଗ୍ରୀରୁ ଟପିଲା ପାରଦ, ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼ ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୯ଟି ସହରର ପାରଦ ୪୦ଡିଗ୍ରି ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୫.୫ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୨ ଦିନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।…

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ । ଦଲାଲଙ୍କ ଜରିଆରେ ରାଜସ୍ଥାନରୁ ଆସିଥିଲେ ରାଜଧାନୀ,…

କନକ ବ୍ୟୁରୋ : ପରୀକ୍ଷା ଥିଲା ଅସଲି, କିନ୍ତୁ ପରୀକ୍ଷାର୍ଥୀ ଥିଲା ନକଲି । ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଛି ନକଲି ପରୀକ୍ଷାର୍ଥୀ । ଜଣେ ପରୀକ୍ଷାର୍ଥୀ ବଦଳରେ ରାଜସ୍ଥାନର ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ଧରାପଡ଼ିଛନ୍ତି । ଭୁବନେଶ୍ୱର ଧର୍ମବିହାର ସରସ୍ୱତୀ ଶିଶୁମନ୍ଦିରରେ…

ବହୁଛି ଝାଂଜି, ବଢ଼ୁଛି ତାତି ! ୪୦ ଡିଗ୍ରୀ ଉପରେ ୯ ସହର । ଛାତ ନାହିଁ, ବିଜୁଳି ନାହିଁ, ଅସହ୍ୟ ଗରମରେ କଳବଲ ହେଉଛନ୍ତି…

କନକ ବ୍ୟୁରୋ : ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ଟି ସହର । ଏପରିକି ୩ଟି ସହରର ତାପମାତ୍ରା ୪୩ ଡିଗ୍ରୀ ରହିଛି ଏବଂ ଆଉ ତିନିଟି ସହର ୪୩ ଡିଗ୍ରୀ ଉପରେ ରହିଛି । ସବୁଠୁ ଉତପ୍ତ ରହିଛି ଟିଟିଲାଗଡ । ଏଠାରେ ତାପମାତ୍ରା ୪୫ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ତାପଛକୁ ରହିଛି ବଲାଙ୍ଗୀର…

ଖୁସିରେ ଗଦଗଦ୍ ବିଜେପି : ଚନ୍ଦ୍ରବାବୁ ନାଇଡ଼ୁଙ୍କୁ କଟାକ୍ଷ କରିବା ସହ ଆଗାମୀ ୫ ବର୍ଷ ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ…

କନକ ବ୍ୟୁରୋ : ବୁଥ ବାହୁଡ଼ା ମତ ଆସିବା ପରେ ପରେ ବିଜେପି ଦଳ ଖୁସିରେ ଆତ୍ମହରା ହୋଇଉଠିଛନ୍ତି । ଏକଜିଟ୍ ପୋଲ ଏକଜାଟ୍ ପୋଲ ନହେଲେ ମଧ୍ୟ ବିଜେପି ନେତାଙ୍କ ଖୁସି ଦେଖେ କିଏ ? ଭାଜପା ନେତାଙ୍କ ଗୋଡ଼ ଆଉ ତଳେ ଲାଗିନି । ପାର୍ଟି ମହାସଚିବ ରାମ ମାଧବ କହିଛନ୍ତି, ୨୦୧୪ ଠାରୁ ମଧ୍ୟ ଅଧିକ ଆସନ ହାସଲ…

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅତୀତକୁ ନେଇ ପ୍ରସ୍ତୁତ ହୋଇଥିବା ମିମ୍ ସୋସିଆଲ୍ ମିଡିଆରେ ସେୟାର୍ କରି ଫସିଲେ ଅଭିନେତା…

ଲୋକସଭା ନିର୍ବାଚନ ୨୦୧୯ ଏଗଜିଟ୍ ପୋଲ୍ ଉପରେ ଅନେକ ମିମ୍ ପ୍ରସ୍ତୁତ ହୋଇଛି । କିନ୍ତୁ ଏବେ ଏଭଳି ଏକ ମିମ୍ କୁ ସୋସିଆଲ୍ ସାଇଟରେ ସେୟାର୍ କରି ଫସିଛନ୍ତି ବଲିଉଡ୍ ଅଭିନେତା ବିବେକ୍ ଓବରଏ । ବିବେକ୍ ଯେଉଁ ମିମ୍ କୁ ସେୟାର କରିଛନ୍ତି ଏହାକୁ ନେଇ ଲୋକମାନେ ତାଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।…

ଏକଜିଟ୍ ପୋଲ୍ ରିପୋର୍ଟ ଆସିବା ପରେ ଷ୍ଟକ୍ ବଜାରରେ ହଲଚଲ । ସ୍ଥିର ସରକାରର ସଂକେତ ପରେ ଉଛୁଳିଲା ବଜାର, ଗୋଟିଏ ଦିନରେ…

କନକ ବ୍ୟୁରୋ : ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ବେକ୍ଷଣ ସଂସ୍ଥା ଏକଜିଟ୍ ପୋଲ କରୁଛନ୍ତି ଏବଂ କିଏ କେତେ ଆସନ ପାଇବ, ସେନେଇ ସଙ୍କେତ ଦେଉଛନ୍ତି । କିନ୍ତୁ ଏହାର ପ୍ରଭାବ ଆଉ କେଉଁ ସ୍ଥାନରେ ପଡୁଛି, ତାହା ବୋଧହୁଏ ଆପଣ ଚିନ୍ତା କରିନଥିବେ । ରବିବାର ଦିନର ଏହି ଏକଜିଟ୍ ପୋଲ ଆଜି ଗୋଟିଏ ଦିନରେ…