Daily Archives

May 19, 2019

ବ୍ରହ୍ମପୁରରେ ଅଭେଦ୍ୟ ରହିପାରେ ବିଜେଡି ଗଡ଼? ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ଦେଖାଇଲା ୨୩ ପୂର୍ବରୁ ସମ୍ଭାବ୍ୟ…

କନକ ବ୍ୟୁରୋ: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍ । ଏହି ରିପୋର୍ଟ ଆଧାରରେ ବ୍ରହ୍ମପୁର ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡିର ବିଜୟ ବାନା । କାରଣ ତିନି ପ୍ରମୁଖ ଦଳ ଏଥର ପ୍ରାର୍ଥୀ ବଦଳାଇ ଥିଲେ ମଧ୍ୟ ବିଜେଡିର ଅଭିଜ୍ଞ ଚନ୍ଦ୍ର…

ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ । ଆସ୍କାରେ ବଜାୟ ରହିପାରେ ବିଜେଡି ଗଡ଼, ଜାଣନ୍ତୁ କ’ଣ କହୁଛି ଏହା ଅଧିନସ୍ଥ…

କନକ ବ୍ୟୁରୋ: ସରିଲା ୧୯ ଯୁଦ୍ଧ , ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ଆସ୍କା ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡି ବାନା । ଆଉ ବିଜେପିକୁ ମାତ୍ ଦେଇ ଗଡ଼କୁ ରକ୍ଷା କରିବାରେ ସଫଳ ହୋଇପାରନ୍ତି ବିଜେଡି ମହିଳା ପ୍ରାର୍ଥୀ…

ଏକଜିଟ୍ ପୋଲ୍ ରିପୋର୍ଟ ପରେ ଉତ୍ସାହିତ ଏନଡିଏ । ମଙ୍ଗଳବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

କନକ ବ୍ୟୁରୋ : ଏକଜିଟ ପୋଲକୁ ନେଇ ଏନଡିଏ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ।  ଆସନ୍ତା ମଙ୍ଗଳବାର ଦିନ ଦିଲ୍ଲୀରେ ବିଜେପିର ସହଯୋଗୀ ଦଳମାନଙ୍କୁ ନେଇ ବୈଠକ ବସିବାକୁ ଯାଉଛି । ଏଥିରେ ସରକାର ଗଠନ ପ୍ରସ୍ତୁତି ବାବଦରେ ଆଲୋଚନା ହେବାର ଚର୍ଚ୍ଚା ହେଉଛି । କାରଣ ଆଜି ବିଭିନ୍ନ…

ବୁଥ୍ ବାହୁଡ଼ା ମତରେ ସ୍ପଷ୍ଟ, ମଳିନ ପଡ଼ିନି ମୋଦି ମ୍ୟାଜିକ୍ : ୨୦୧୪ ଜଲୱା ଜାରି, ପୁଣି ସରକାର ଗଢ଼ିବ ବିଜେପି

କନକ ବ୍ୟୁରୋ : ମଳିନ ପଡ଼ିନି ମୋଦି ମ୍ୟାଜିକ୍ । ଏବେ ବି ଜାରି ରହିଛି ମୋଦି ଲେହେର । ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ଗ୍ରହଣ କରିବା ପାଇଁ ଚାହୁୁଁଛନ୍ତି ଦେଶବାସୀ । ଏକଥା ଆମେ ନୁହେଁ କହୁଛି ବୁଥ୍ ବାହୁଡ଼ା ମତ । ଏକଜିଟ୍ ପୋଲରେ ସ୍ପଷ୍ଟ ଜଣାପଡ଼ୁଛି ପୁଣି ଥରେ ଦିଲ୍ଲୀ ଗାଦି…

ବିଜେପିର ‘ଅପରାଜିତା’! ରାଜଧାନୀରେ ଆଇପିଏସଙ୍କ ଉପରେ ଭାରି ପଡିପାରନ୍ତି ଆଇଏଏସ । ମତଦାତାଙ୍କ ମୁଡ ପରଖିଲା ସମ୍ବାଦ-କନକ…

କନକ ବ୍ୟୁରୋ : ବିଜେପିର ‘ରାଜଧାନୀ’? ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେଡିର ଗଡ ଭୁବନେଶ୍ୱର ଲୋକସଭା ଆସନରେ ଏଣ୍ଟ୍ରି ମାରିବାକୁ ଯାଉଛି ବିଜେପି । ଦୀର୍ଘ ୨୧ ଧରି ଶଙ୍ଖ ଧ୍ୱନି ଶୁଭୁଥିବା ରାଜଧାନୀରେ ଚଳିତଥର ପଦ୍ମ ଫୁଟିପାରେ । ଦୁଇ ପ୍ରଶାସକଙ୍କ ଲଢେଇରେ ଅପରାଜିତା…

ଏକ୍ସିଟ୍ ପୋଲ୍ ୨୦୧୯ : ପଶ୍ଚିମବଙ୍ଗରେ ବିଜେପିର ପାହ୍ୟା ଉପରେ ! ଲାଭରେ ରହିଛି ବିଜେପି ।

ପଶ୍ଚିମବଙ୍ଗରେ ଚଳିତଥର ଶାସନର ସିଂହାସନରେ ବସିବା ପାଇଁ କଡା ଟକ୍କର ଚାଲିଛି । ଏଠାରେ ୭ ଟି ଚରଣରେ ମତଦାନ ହୋଇଥିବା ବେଳେ ସବୁ ଚରଣରେ ହିଂସା ଏବଂ ମାରପିଟ୍ ଦେଖିବାକୁ ମିଳିଥିଲା । ନିର୍ବାଚନ କମିଶନ୍ ଙ୍କୁ ଏଠାରେ ବଡ ସଂଖ୍ୟାରେ କେନ୍ଦ୍ର ସୁରକ୍ଷାବଳଙ୍କୁ ସୁରକ୍ଷା ପାଇଁ ରଖାଗଲା । ପ୍ରଚାର…