Daily Archives

May 17, 2019

ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ସମାଲୋଚନା ! କହିଲେ, ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନ ପ୍ରଧାନମନ୍ତ୍ରୀ ହେବା ଉଚିତ୍…

କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢେଇର ଠିକ୍ ଦୁଇ ଦିନ ପୂର୍ବରୁ ବଡ ବୟାନ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ନିର୍ବାଚନୀ ମଇଦାନରେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ପ୍ରିୟଙ୍କା, ଆଜି ବି ମୋଦିଙ୍କୁ ନିଶାନା କରିଛନ୍ତି । ପ୍ରଧାନମନ୍ତ୍ରୀ…

ପ୍ରଜ୍ଞା ଠାକୁରଙ୍କ ସମେତ ମାଲେଗାଁଓ ବିସ୍ଫୋରଣର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟର ଆଦେଶ : ସପ୍ତାହକୁ ଥରେ କୋର୍ଟରେ…

ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟ ୨୦୦୮ରେ ହୋଇଥିବା ମାଲେଗାଓଁ ବ୍ଲାଷ୍ଟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ସପ୍ତାହରେ ଥରେ ଅଦାଲତରେ ଉପସ୍ଥିତ ରହିବାକୁ ଆଦେଶ ଦେଇଛନ୍ତି । ଅଦାଲତ ଶୁକ୍ରବାର ଦିନ ପ୍ରଜ୍ଞା ଠାକୁର, ଲେ, କର୍ଣ୍ଣଲ ପ୍ରସାଦ ପୁରୋହିତ ଓ ଅନ୍ୟ ଅଭିଯୁକ୍ତଙ୍କୁ ଏହି ଆଦେଶ…

ରାତି ୮ଟା ସୁଦ୍ଧା ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୮ଟା ମଧ୍ୟରେ ରାଜ୍ୟର ୯ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା…

ଅଗଷ୍ଟ ୧୫ ତାରିଖରୁ ଆଉ ବିକ୍ରି ହେବନି କୋକାକୋଲା ଓ ପେପସୀ । ଜାଣନ୍ତୁ କେଉଁଠି ବ୍ୟାନ୍ ହେଲା ଏଭଳି ଥଣ୍ଡାପାନୀୟ ।

କନକ ବ୍ୟୁରୋ : ପ୍ରବଳ ଖରାରେ ଟିକିଏ ଥଣ୍ଡା ପାନୀୟ ଶରୀରକୁ ଆଶ୍ୱସ୍ତି ଦେଇଥାଏ । ଆଉ ଖରା ଦିନେ ବିଶେଷ କରି କୋଲ୍ଡ ଡ୍ରିଙ୍କସର ଚାହିଦା ସବୁଠୁ ଅଧିକ ରହିଥାଏ । କିନ୍ତୁ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ତାମିଲନାଡୁ ଲୋକମାନେ ହୁଏତ ଆଉ କୋକାକୋଲା ଏବଂ ପେପସୀ ଭଳି ଥଣ୍ଡା ପାନୀୟ ପିଇବାକୁ…

ଫଳାଫଳ ପୂର୍ବରୁ ବିଜେପିର ପ୍ରେସମିଟ୍ । ଶାହା କହିଲେ, ୫ ବର୍ଷରେ ଲୋକଙ୍କ ବିଶ୍ୱାସଭାଜନ ହୋଇଛି ବିଜେପି, ଏଥର ୩ଶହରୁ…

କନକ ବ୍ୟୁରୋ: ଫଳାଫଳ ପୂର୍ବରୁ ପ୍ରେସମିଟ୍ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଚଳିତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗତ ନିର୍ବାଚନରେ ଯେଉଁ ୧୨୦ ସଂସଦୀୟ କ୍ଷେତ୍ରରେ ଫଳାଫଳ…

ଜଟଣୀରେ ବିତୁଛି ଜଟିଳ ରାତି । ରାତି ପାଇଁ କୋଳ ସାଜିଛି ଗାଁ ଦାଣ୍ଡ । ସଂଜ ନଇଁଲେ ମାଡି ଆସୁଛି ବିପଦର କଳା ବାଦଲ

କନକ ବ୍ୟୁରୋ: ଫୋନିକୁ ଆଜି ୧୫ ଦିନ । ଗତ ୩ ତାରିଖ ଶୁକ୍ରବାର ଦିନ ଓଡିଶା ଉପକୂଳରେ ଉଗ୍ର ହୋଇଥିଲା ସାମୁଦ୍ରକ ଝଡ ଫୋନି । କେଇ ଘଂଟାର ଝତ ତୋଫାନରେ ବଦଳି ଯାଇଛି ଖୋର୍ଦ୍ଧା ଜଟଣୀର ଚିତ୍ର । ବସ୍ତି ବାସିନ୍ଦାଙ୍କୁ ବାସହରା କରିବା ସହ ପୁଣି ସେମାନଙ୍କୁ ଆନ୍ଧାର ଭିତରକୁ ଠେଲି ଦେଇଛି ଝଡ ।…