Daily Archives

May 17, 2019

ଶିଳ୍ପ ସଚିବଙ୍କ ବିରୋଧରେ ଅଭିଯୋଗ ଆଣିଲା ଶିଳ୍ପସଂଘ । ପୋଲିସ ଡକାଇ ଶିଳ୍ପଦ୍ୟୋଗୀଙ୍କୁ ମାଡ ଅଭିଯୋଗ, କଳାବ୍ୟାଜ୍…

କନକ ବ୍ୟୁରୋ: ଶିଳ୍ପସଂଘ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଛି । ବାତ୍ୟା କ୍ଷୟକ୍ଷତି ଦେଖିବାକୁ ଆସିଥିବା ବେଳେ ଶିଳ୍ପ ସଚିବଙ୍କ ଉପସ୍ଥିତିରେ ଶିଳ୍ପଦ୍ୟୋଗୀମାନଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ କ୍ଷୁବ୍ଧ ହୋଇଛି ଶିଳ୍ପସଂଘ । ଘଟଣାର ପ୍ରତିବାଦ କରି ଶିଳ୍ପ ସଂଘ କଳାବ୍ୟାଜ୍…

କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ଆସିଲା ଗୁଲାମ ନବୀ ଆଜାଦଙ୍କ ନୂଆ ସୂତ୍ର

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କିଏ ସରକାର ଗଢ଼ିବ ତାକୁ ନେଇ ଯେତିକି ଚର୍ଚ୍ଚା, ତା’ଠୁ ଅଧିକ ଚର୍ଚ୍ଚା କିଏ ହେବ ପରବର୍ତୀ ପ୍ରଧାନମନ୍ତ୍ରୀ? ବିଶେଷ କରି ମହାମେଂଟ ଜରିଆରେ କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଥିବା କଂଗ୍ରେସ ଏହି ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛା ପ୍ରକାଶ କରିଛି…

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଗଡସେ ବୟାନ୍ । ଶୃଙ୍ଖଳା କମିଟିକୁ ରିପୋର୍ଟ ମାଗିଲା ବିଜେପି, ମୋଦୀ…

କନକ ବ୍ୟୁରୋ: ଗାନ୍ଧୀଙ୍କ ହତ୍ୟକାରୀ ନାଥୁରାମ ଗଡସେଙ୍କ ସଂପର୍କରେ ବିଜେପିର ଲୋକସଭା ପ୍ରାର୍ଥୀ ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର ଦେଇଥିବା ବୟାନ୍,ଦେଶର ରାଜନୀତିକୁ ଏଭଳି ଭାବରେ ଆନ୍ଦୋଳିତ କରିଛି ଯେ,  ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରେସ ମିଟ୍: ମୋଦୀ କହିଲେ, ବହୁମତ ପାଇ ପୁଣି ସରକାର ଗଢିବ ବିଜେପି;ଅମିତ୍ ଶାହାଙ୍କୁ ପାସ୍…

କନକ ବ୍ୟୁରୋ: ଦୀର୍ଘ ୫ ବର୍ଷର ଶାସନ ଭିତରେ ଆଜି ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ମିଳିତ ଭାବେ ସାମ୍ବାଦିକ…

କେଉଁ ଦଣ୍ଡରେ ଦଣ୍ଡିତ ହୋଇଥିଲେ ଗାନ୍ଧିଜୀଙ୍କ ହତ୍ୟାକାରୀ? ନାଥୁରାମଙ୍କୁ ହୋଇଥିଲା ଫାଶୀ, ଜାଣନ୍ତୁ ଅନ୍ୟ ଅଭିଯୁକ୍ତଙ୍କ…

ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ ନାଥୁରାମ ଗଡସେ ଦେଶଭକ୍ତ ବୟାନକୁ ନେଇ ବିବାଦ ବଢିଚାଲିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ଏହି ବିବାଦ ଆରମ୍ଭ କରିଛନ୍ତି ସ୍ୱାଧୀ । ଚାରିଆଡୁ ସମାଲୋଚନା ପରେ ଅବଶ୍ୟ ଏହି ବୟାନ ପାଇଁ ସ୍ୱାଧୀ କ୍ଷମା…

୨୦୧୯ ନିର୍ବାଚନର କ୍ଲାଇମାକ୍ସ: ମୋଦିଙ୍କ ପ୍ରଥମ ପ୍ରେସ୍ କନଫରେନ୍ସର ରାହୁଲ କଲେ ଲାଇଭ୍ କାଉଂଟର

କନକ ବ୍ୟୁରୋ: ଶେଷ ହୋଇଛି ଚଳିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟର ନିର୍ବାଚନୀ ପ୍ରଚାର । ଆଉ ଏହି ନିର୍ବାଚନୀ ପ୍ରଚାରର ଶେଷ ଦିନ ଆପେ ଆପେ ହିଁ ପାଲଟି ଯାଇଛି ଐତିହାସିକ ଦିନ । କାହିଁକି ନା ଯାହା ଗତ ୫ ବର୍ଷ ମଧ୍ୟରେ ଦେଖିବାକୁ ମିଳିନଥିଲା, ତାହା ନିର୍ବାଚନୀ ପ୍ରଚାରର ଶେଷ ଦିନରେ ହିଁ…