Daily Archives

May 14, 2019

ଅନେକ କଳ୍ପନାଜଳ୍ପନା ପରେ ହଟିଲା ସସପେନ୍ସ : ଫୋନିର କରାଳ ରୂପରୁ କିପରି ବର୍ତ୍ତିଲେ ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ?

କନକ ବ୍ୟୁରୋ : ବାତ୍ୟା ଫୋନି ସମୟରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନେ ନିଜକୁ ରକ୍ଷା କିପରି ରକ୍ଷା କରିଥିଲେ ? ବନ ଅଧିକାରୀଙ୍କ କହିବା ଅନୁସାରେ,କୌଣସି ପ୍ରାକୃତିକ ବିପତ୍ତି ବାବଦରେ ଆଗୁଆ ଠଉରାଇ ନିଅନ୍ତି ଜଙ୍ଗଲୀ ଜନ୍ତୁ । ଯେଉଁଥିପାଇଁ ବାତ୍ୟା ଆସିବାର ବହୁ ପୂର୍ବରୁ ଏମାନେ ଜଙ୍ଗଲରେ…

ରୋଡ ସୋ’ରେ ଅମିତ ଶାହଙ୍କ ଗାଡି ଉପରକୁ ଆକ୍ରମଣ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ଗାଡି ଜାଳିଦେଲେ ଆକ୍ରମଣକାରୀ ।

କନକ ବ୍ୟୁରୋ : କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗାଡି ଉପରକୁ ଆକ୍ରମଣ । ରୋଡ ସୋ ଚାଲିଥିବା ବେଳେ ଅମିତଙ୍କ ଗାଡି ଉପରକୁ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । ରୋଡ ସୋ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ଅମିତ ଶାହ ଗାଡି ଉପରକୁ ପଥର ଓ ବାଡି…

ଅମିତ ଶାହଙ୍କ ରୋଡ଼ ସୋ’ରେ ତୁମୁଳକାଣ୍ଡ ! ବିଜେପି ଓ ଟିମଏସି ସମର୍ଥକ ମୁହାଁମୁହିଁ, ନିଆଁ ଜଳିବା ସହ ହେଲା ଟେକାପଥର ମାଡ଼

କନକ ବ୍ୟୁରୋ : ଅମିତ ଶାହଙ୍କ ରାଲିରେ ନିଆଁ ଜଳିବା ସହ ହେଲା ଟେକାପଥର ମାଡ଼ । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରାଲି ସମୟରେ ବିଜେପି ଓ ଟିମଏସି ମଧ୍ୟରେ ତୁମୁଳକାଣ୍ଡ । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଅମିତ ଶାହାଙ୍କ ରାଲି ଯାଉଥିଲା ସମୟରେ ବାମ ଦଳର ଛାତ୍ର ନେତା…

ଜୁନ ୪ରେ କେରଳ ଛୁଇଁବ ମୌସୁମୀ : ଏଥର ସ୍ୱାଭାବିକ ଠାରୁ କମ ବର୍ଷାର ଆକଳନ କଲା ସ୍କାଇମେଟ୍

କନକ ବ୍ୟୁରୋ : ଏଥର ନିର୍ଦ୍ଧାରିତ ସମୟରେ ଆସୁଛି ମୌସୁମୀ । ହେଲେ ଠିକ ସମୟରେ ମୌସୁମୀ ଆସିଲେ ମଧ୍ୟ ସ୍ୱାଭାବିକ ଠାରୁ କମ ବର୍ଷା ହେବ ବୋଲି ଆକଳନ କରିଛି ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଇମେଟ୍ । ସଂସ୍ଥା ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ଏଥର ସ୍ୱାଭାବିକଠାରୁ ୭…

ମୋଦିଙ୍କୁ ଧନ୍ୟବାଦ ଦେଲେ ନବୀନ, ରାଜନୀତିର ଗନ୍ଧ ବାରିଲା କଂଗ୍ରେସ : ପିସିସି ସଭାପତି କହିଲେ, ଆଂଚଳିକ ଦଳକୁ ଆଖେଇଛି…

କନକ ବ୍ୟୁରୋ : ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା ଏବଂ ବାତ୍ୟା ପରେ ସହଯୋଗ ନେଇ ମୋଦିଙ୍କୁ ନବୀନଙ୍କ ଧନ୍ୟବାଦ । ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ଧନ୍ୟବାଦର ସଙ୍କେତ । ଆଜି କଂଗ୍ରେସ କହିଛି, ନିର୍ବାଚନ ସରିଗଲା ତେଣୁ ବିଜେଡିର ଆଉ ସମଦୂରତ୍ୱ ରହିବ…

ସାବାଡ ହେବ ପାକିସ୍ତାନ, ସୀମାରେ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିବ ଭାରତୀୟ ସେନା । ଭାରତୀୟ ସୀମା ମଧ୍ୟକୁ ଯୁଦ୍ଧ…

ପୁଲୱାମାରେ ସୁରକ୍ଷାବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଦେଖାଦେଇଛି । ଶାନ୍ତିର ଦ୍ୱାହି ଦେଇ ପାକିସ୍ତାନ ଯେତେ ବନ୍ଧୁତ୍ୱର ହାତ ବଢାଉଥିଲେ ମଧ୍ୟ ଭାରତ ଆଉ ଭରସା କରୁନାହିଁ । ଏସବୁ ଭିତରେ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ପାକିସ୍ତାନ ସୀମାରେ…