Daily Archives

May 13, 2019

ଥମୁନି ସାମ ପିଟ୍ରୋଡାଙ୍କ ଶିଖ ବିରୋଧୀ ମନ୍ତବ୍ୟ ରାଜନୀତି : ରାହୁଲ କହିଲେ ଲଜ୍ଜାଜନକ ମନ୍ତବ୍ୟ, ସର୍ବସମ୍ମୁଖରେ କ୍ଷମା…

କନକ ବ୍ୟୁରୋ : ଶିଖ ଦଙ୍ଗା ନେଇ ସମସ୍ତଙ୍କ ଆଗରେ କ୍ଷମା ମାଗିବାକୁ ଦଳୀୟ ନେତା ସାମ ପିଟ୍ରୋଡାଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପଂଜାବର ଫତେଗଡରେ ଏକ ଜନସଭାରେ ଉଦବୋଧନ ଦେଇ ପିଟ୍ରୋଡାଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ରାହୁଲ । ୧୯୮୪ ଶିଖ ଦଙ୍ଗା ନେଇ…

ପ୍ରବଳ ତାତିରେ ସିଝୁଛି ଓଡିଶା । ୧୦ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ।

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ।  ଆଜି ରାଜ୍ୟର ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ  ରାଜ୍ୟର ହାରାହାରି ସର୍ବୋଚ୍ଚ ତାପମାତ୍ରାରେ ୧ରୁ୨ ଡିଗ୍ରୀ  ହ୍ରାସ ପାଇଛି । ରାଜ୍ୟର ଦୁଇଟି ସହର ତାଳଚେର  ଓ ଟିଟିଲାଗଡ଼ର  ତାପମାତ୍ରା ୪୪ ଡିଗ୍ରୀ…

‘ଫୋନି’ର ତାଣ୍ଡବ ପରେ ଓଡିଶାରେ କେନ୍ଦ୍ରୀୟ ଟିମ୍ । ବାତ୍ୟା ସ୍ଥିତିର କରୁଛନ୍ତି ସମୀକ୍ଷା, ପଚାରି ବୁଝୁଛନ୍ତି ଲୋକଙ୍କ…

କନକ ବ୍ୟୁରୋ : ବାତ୍ୟା ‘ଫୋନି’ର ତାଣ୍ଡବରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଫୋନି ଚାଲିଯିବା ପରେ ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି ଓଡିଶାବାସୀ । ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଜିଲ୍ଳାଗୁଡ଼ିକର ସ୍ଥିତି ସମୀକ୍ଷା କରିବା ପାଇଁ ରବିବାର ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି…

ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଘରୋଇ ସ୍କୁଲକୁ ମାସକର ସ୍କୁଲ ଫି’ ଛାଡ କରିବାକୁ ଏସଆରସିଙ୍କ ଆହ୍ୱାନ । ଜାଣନ୍ତୁ…

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ୫ଟି ଜିଲ୍ଲାରେ ସ୍କୁଲ ଫି ଛାଡ କରିବାକୁ ଉଭୟ ଇଂରାଜୀ ଓ ଓଡିଆ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ବାତ୍ୟା ପ୍ରଭାବିତ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ…

କଲବଲ କରୁଛି ଅଭାବି ବିକ୍ରି, ପିଆଜ ଚାଷୀଙ୍କ ଆଖିରେ ଲୁହ : କଳାହାଣ୍ଡି ଜିଲ୍ଲାରେ ମାତ୍ର ୫ଟଙ୍କାରେ ବିକ୍ରି ହେଉଛି…

କନକ ବ୍ୟୁରୋ : ଘରେ ରଖିବାକୁ ଜାଗା ନାହିଁ, ସଂରକ୍ଷଣର ସୁବିଧା କିମ୍ବା ବଜାର ବ୍ୟବସ୍ଥା ନାହିଁ । ଆଉ ଏହି ନାହିଁ-ନାହିଁ ଭିତରେ ଅଭାବି ବିକ୍ରିର ସମ୍ମୁଖିନ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ପିଆଜ ଚାଷୀ । ମାତ୍ର ୫ ଟଙ୍କା ଦରରେ ବିକ୍ରି କରିଦେଉଛନ୍ତି ପିଆଜ । ଆଉ ଚାଷୀଙ୍କ ଏହି ଅସୁବିଧାରୁ…

ଏଥର କେମିତି ହେବ ଭୋଟ ଗଣତି ? ଆରମ୍ଭ ହେଲା ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ,୭ଟି…

କନକ ବ୍ୟୁରୋ : ବାତ୍ୟା ଫୋନି ମାଡ଼ରେ ଥଣ୍ଡା ପଡ଼ିଥିବା ରାଜନୈତିକ ବାତାବରଣ ପୁଣିଥରେ ସରଗରମ ହେବାକୁ ଯାଉଛି । ୨୩ ତାରିଖରେ ହେବାକୁ ଥିବା ମତଗଣନା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ…