Daily Archives

May 12, 2019

ବିମାନର ଆଗ ଚକା ଖୋଲିଲାନି, ବିମାନର ନୋଜ ସହାୟତାରେ ଲ୍ୟାଣ୍ଡିଂ କଲେ ପାଇଲଟ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଦେଖନ୍ତୁ…

ମିଆଁମାରରେ ଏକ ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରକ୍ଷା ପାଇଯାଇଛି ଯାତ୍ରୀଙ୍କ ଜୀବନ । ବିମାନଟି ରନୱେରେ ଲ୍ୟାଣ୍ଡିଂ କରିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ଲ୍ୟାଣ୍ଡିଂ ଗିୟର ଫେଲ୍ ହୋଇଥିଲା । ଫଳରେ ଏହାର ଆଗ ଚକା…

ଭୋଟ୍ ଦେଇପାରିଲେନି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ମତଦାନ ସାବ୍ୟସ୍ତ କରିନପାରିବାରୁ କଲେ ଦୁଃଖପ୍ରକାଶ ।

କନକ ବ୍ୟୁରୋ : ଆଜି ୨୦୧୯ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶେଷ ହୋଇଛି ଭୋଟ୍ ଗ୍ରହଣ । ଆଉ ଗଣତନ୍ତ୍ରର ଏହି ମହାପର୍ବରେ କଂଗ୍ରେସ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଗଣତନ୍ତ୍ରର ପର୍ବରେ ତାଙ୍କର ମତ ସାବ୍ୟସ୍ତ କରିପାରିନାହାନ୍ତି । ଦିଗ୍‌ବିଜୟ ସିଂହ ଭୋଟ୍‌ ଦେଇ ନପାରିଥିବା…

ଷଷ୍ଠ ପର୍ଯ୍ୟାୟ ଭୋଟ । ମତାଧିକାର ସାବ୍ୟସ୍ତ କଲେ , ଦେଶର ପ୍ରଥମ ନାଗରିକ , ରାଷ୍ଟ୍ରପତି ରାମନାଥ କୋବିନ୍ଦ : କଂଗ୍ରେସ…

କନକ ବ୍ୟୁରୋ : ଦିଲ୍ଲୀ ଦେଲା ଭୋଟ , ଶେଷ ହେଲା ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ । ଦିଲ୍ଲୀ ସମେତ ୭ଟି ରାଜ୍ୟର ୫୯ଟି ଆସନରେ ଆଜି ମତଦାନ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ଏହି ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀର ସମସ୍ତଙ୍କ ୭ଟି ଯାକ ଲୋକସଭା ଆସନ ପାଇଁ ମତଦାନ…

ଆଇପିଏଲ ୨୦୧୯ ଫାଇନାଲ୍ ଫାଇଟ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ ।

କନକ ବ୍ୟୁରୋ : ଆଇପିଏଲ ୨୦୧୯ ଫାଇନାଲ ଫାଇଟରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବୋଲିଂ କରିବ ଧୋନୀ ବାହିନୀ । ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ସ୍ପିନର ଜୟନ୍ତ ଯାଦବଙ୍କ ସ୍ଥାନରେ ବାମହାତୀ ପେସ୍…

ବାତ୍ୟା ପରେ ନଷ୍ଟ ହୋଇଯାଇଛି ପାନବରଜ ! ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛି ଚାଷୀ

କନକ ବ୍ୟୁରୋ : ବରଜରେ ହିଁ ଜଳିଗଲାଣି ପାନ । ପ୍ରଥମେ ବାତ୍ୟା ମାଡ଼ରେ ନଷ୍ଟ ହୋଇଯାଇଥିଲା, ଏବେ ଖରା ସାଜିଛି ଦାଉ । ବାତ୍ୟା ପ୍ରଭାବରେ ତାଟି ଗୁଡ଼ିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଖରା ମାଡ଼ରେ ନଷ୍ଟ ହେବାକୁ ବସିଛି ପାନ । ଏଭଳି ସ୍ଥିତିରେ ଭଙ୍ଗା ତାଟିକୁ ଉଠାଇ ପୁଣି ଥରେ ସଳଖି ଠିଆ…

ବାତ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଫୋନି ପ୍ରଭାବରେ ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର, କେହି…

କନକ ବ୍ୟୁରୋ : ବାତ୍ୟା ଫୋନି ଭାଙ୍ଗି ଦେଇଛି ଅନେକ ଗରିବ ଲୋକଙ୍କ ସ୍ୱପ୍ନ । ୨୦୦ କିଲୋମିଟରରୁ ଉଦ୍ଧ୍ୱର୍ ବେଗ ପବନରେ ଉଡି ଯାଇଛି ଜୀବନଯାକର ପୁଞ୍ଜି । ଅଣ୍ଟା ସଳଖି ପୁଣିଥରେ ଛିଡା ହେବାକୁ ସାହାରା ଖୋଜୁଛନ୍ତି ପ୍ରଭାବିତ ଲୋକ । ଏଭଳି ସମୟରେ ବାତ୍ୟା ପ୍ରଭାବିତଙ୍କ ପାଇଁ ବଡ ଘୋଷଣା…