Daily Archives

May 11, 2019

ଆଉ ରହିବ ନାହିଁ ଏଟିଏମ୍ ଚିନ୍ତା । ସହରାଞ୍ଚଳବାସୀଙ୍କ ଆର୍ଥିକ କାରବାର ପାଇଁ ଛକ ଛକରେ ବୁଲୁଛି ଭ୍ରାମ୍ୟମାଣ ଏଟିଏମ୍…

କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଗତ ୩ ତାରିଖରୁ ସହରାଞ୍ଚଳରେ ସମସ୍ତ ସେବା ଠପ୍ ହୋଇପଡ଼ିଛି । ଆଉ ଏଭଳି ସ୍ଥିତିରେ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ହାତ ପାହାନ୍ତାରେ ପହଁଚାଇବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତାକାଲି ଭ୍ରାମ୍ୟମାଣ ମୋବାଇଲ ସେବା ଆରମ୍ଭ…

ଫୋନି ପ୍ରଭାବିତଙ୍କ ପାଇଁ ୧୬୦୦ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଣନ୍ତୁ କାହାକୁ…

କନକ ବ୍ୟୁରୋ : ଫୋନି ପ୍ରଭାବିତଙ୍କ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବାତ୍ୟା ଫୋନି ପ୍ରଭାବିତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ଇନପୁଟ ସବସିଡି ୬୮୦୦ ଟଙ୍କା, ନିଶ୍ଚିତ ଜଳସେଚିତ ଜମି ପାଇଁ…

ରିବିଲ୍ଡ ଓଡ଼ିଶା ୱେବସାଇଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! ୱେବସାଇଟ୍ ମାଧ୍ୟମରେ ସାହାଯ୍ୟ କରିପାରିବେ ସହୃଦୟ…

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ଫୋନି ପ୍ରଭାବରେ ଉଜୁଡ଼ି ଯାଇଛି ଅଧା ଓଡ଼ିଶା । ଭୀଷଣ ରୂପ ନେଇ ଘାଂଟିଚକଚି ଦେଇଛି ଫୋନି । ବାତ୍ୟାକୁ ୯ ଦିନ ପୁରିଥିଲେ ହେଁ ଏଯାଏଁ ସ୍ୱାଭାବିକ ହୋଇନି ଜୀବନଯାତ୍ରା । ବାତ୍ୟା ମୁକାବିଲା ନେଇ ସରକାର ଅଣନିଶ୍ବାସୀ ହୋଇପଡ଼ିଲେଣି । ଫନି ଏପରି ପ୍ରଳୟ ରଚିଛି…

ଶକ୍ତି ବିଭାଗ ଉପରେ ତୁଟିଲା ଲୋକଙ୍କର ଆସ୍ଥା ! ବିଜୁଳି ପାଇଁ ଏବେ ଭଗବାନ ଭରସା

କନକ ବ୍ୟୁରୋ: ଶକ୍ତି ବିଭାଗ ଉପରେ ତୁଟିଲା ଲୋକଙ୍କ ଆସ୍ଥା । ବାରମ୍ବାର ଦାବି ସତ୍ୱେ ଗାଁକୁ ବିଜୁଳି ନ ଆସିବାରୁ ଶେଷରେ ଭଗବାନଙ୍କ ଉପରେ ଭରସା କରିଛନ୍ତି ଲୋକେ । କଟକ ଜିଲ୍ଲା ନିଆଳି ଅଂଚଳରେ ବିଜୁଳି ସମସ୍ୟାକୁ ନେଇ ଦେଖିବାକୁ ମିଳିଛି ଏକ ଅଭିନବ ପ୍ରତିବାଦ । କିଟିକିଟି ଅନ୍ଧାର, ତା’ରି…

କେଉଁଠି କେତେ ପ୍ରତିଶତ ପାନୀୟ ଜଳ ଯୋଗାଣ ହୋଇଛି ? ତଥ୍ୟ ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ବାତ୍ୟା ‘ଫୋନି’ରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କେତେ ପ୍ରତିଶତ ପୁନଃରୁଦ୍ଧାର କାର୍ଯ୍ୟ ହୋଇଛି ସେନେଇ ତଥ୍ୟ ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ । କହିଛନ୍ତି କି, ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼କ ମଧ୍ୟରୁ ଆଜି ୧୦ ସ୍ଥାନରେ ମୋବାଇଲ ୱାଟର ଟ୍ରିମେଣ୍ଟ…

କେବେ ସୁଦ୍ଧା ସ୍ୱାଭାବିକ ହେବ ବିଦ୍ୟୁତ ସେବା? ପଚାରିଲେ ଚୁପ୍ ରହୁଛନ୍ତି, ଉତ୍ତର ନ ଦେଇ ଚାଲି ଯାଉଛନ୍ତି ଶକ୍ତି ସଚିବ…

କନକ ବ୍ୟୁରୋ : ବାତ୍ୟା ଫୋନି ପରେ କିଟିମିଟି ଅନ୍ଧାରରେ ରହିଥିବା ରାଜଧାନୀ ଭୁବନେଶ୍ୱର ଧୀରେ ଧୀରେ ଆଲୋକିତ ହେଉଛି । ଫୋନି ବିଦାୟ ନେବାର ୮ ଦିନି ବିତି ଯାଇଥିଲେ ମଧ୍ୟ ଏଯାଏଁ ସ୍ମାର୍ଟସିଟିର ହାର୍ଟଲାଇନରେ ପହଞ୍ଚିପାରିନି ବିଦ୍ୟୁତ ସେବା । ଆଉ ଏସବୁ ଭିତରେ ରାଜଧାନୀବାସୀଙ୍କ ଆଶା ଓ ଆଶଙ୍କା…