Daily Archives

May 10, 2019

ନ୍ୟାୟ ମିଳିଲାନି, ଜୁଇ ଜଳିଲା । ଦେଢ଼ ବର୍ଷର ଲଢ଼େଇ ପରେ ଆଖି ବୁଜିଲେ ଦୁଷ୍କର୍ମ ପୀଡିତା ନାବାଳିକା ।

କନକ ବ୍ୟୁରୋ : ନ୍ୟାୟ ମିଳିଲାନି, ଜୁଇ ଜଳିଲା । ଦେଢ଼ ବର୍ଷର ଲଢ଼େଇ ପରେ ହାରିଗଲେ ନାବାଳିକା । ଇଏ ଏମିତି ଏକ କାହାଣୀ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ । ଏହି ଦୁଃଖ କାହାଣୀ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳର । ଗତ ୨୦୧୭…

ଭାରତୀୟ ସେନାର ପାଲଟା ଆକ୍ରମଣରେ ଥରହର ହେଉଛି ପାକିସ୍ତାନ ! ଭାରତକୁ ବାରମ୍ବାର ପଠାଉଛି ବୁଝାମଣାର ପ୍ରସ୍ତାବ । 

ପାକିସ୍ତାନ ଉପରେ ବିଶ୍ୱାସ କରିବା କୌଣସି ଦେଶ ପାଇଁ କାଠିକର ପାଠ ସାବ୍ୟସ୍ତ ହୋଇପାରେ । ଭାରତ ସ୍ୱୟଂ ପାକ୍ ର ଦୋମୁହାଁ ଚରିତ୍ରର ଭୁକ୍ତଭୋଗୀ ସାଜିସାରିଛି । ପୁୁୁୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର ଶକ୍ତ ନୀତିକୁ ଆପଣାଇବାରେ ପାକ୍ ଥରହର ହୋଇଛି । ଏବେ ପାକ୍ ଭାରତ ସହ ପୁନଶ୍ଚ…

କିରାସିନି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ‘ଫୋନି’ ପ୍ରଭାବିତ ପୁରୀବାସୀଙ୍କ ପାଇଁ ଅତିରିକ୍ତ ୧…

କନକ ବ୍ୟୁରୋ: ‘ଫୋନି’ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୩ ତାରିଖରେ ହୋଇଥିବା ପ୍ରୟଳୟଙ୍କାରୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା । ତେଣୁ ପୁରୀ ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଅତିରିକ୍ତ କୋଟାରେ ଆଉ ଏକ ହଜାର…

ରଥଯାତ୍ରା ପୂର୍ବରୁ ଶେଷ ହେବ ବଡଦେଉଳର ମରାମତି କାମ । ସେପଟେ ଆସନ୍ତା ୩ ଦିନ ମଧ୍ୟରେ ଖୋଲିବ କୋଣାର୍କ ମନ୍ଦିର ।

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ। ଏଏସ୍‌ଆଇ ଡିଜି ଉଷା ଶର୍ମା ଶ୍ରୀମନ୍ଦିର ପରିଦର୍ଶନ ପରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ବାତ୍ୟା ପରେ ଏସ୍‌ଆଇ ଡିଜି ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର କେତେ ପରିମାଣରେ କ୍ଷୟକ୍ଷତି…

ବାତ୍ୟା ଫୋନିର ପ୍ରଭାବ ପୁଣି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖି…

ପୂର୍ବରୁ ବାତ୍ୟା ଫୋନିକୁ ଆଖି ଆଗରେ ରଖି ୧୨ ତାରିଖକୁ ଘୁଞ୍ଚାଯାଇଥିବା ପରୀକ୍ଷାକୁ ପୁଣିଥରେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ । ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକୋତ୍ତର ପରୀକ୍ଷାକୁ ୨୦ ମେ ୨୦୧୯ ଯାଏ ବାତିଲ୍ କରାଯାଇଛି।…

‘ଫୋନି’ ପ୍ରଭାବିତ ବିଶ୍ୱ ଐତିହ୍ୟସ୍ଥଳୀର ପୁନଃରୁଦ୍ଧାରକୁ ଗୁରୁତ୍ୱ । କୋଣାର୍କର ସ୍ଥିତି ପରଖିଲେ ଏଏସଆଇର ଉଚ୍ଚସ୍ତରୀୟ…

କନକ ବ୍ୟୁରୋ: କଥା ରଖିଲେ କେନ୍ଦ୍ର ରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ବିଶ୍ୱ ଐତିହ୍ୟସ୍ଥଳୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶାରେ ପହଁଚିଛନ୍ତି ଏଏସଆଇର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏହି ଟିମ୍ ଏଏସଆଇ ଡି.ଜି ଶ୍ରୀମତି…