Daily Archives

May 7, 2019

‘ଫୋନି’ ପରେ ହିନସ୍ତା ହେଉଛନ୍ତି କଟକିଆ । ଇନଭର୍ଟର ସାଜିଛି ଏକମାତ୍ର ସାହାରା, ହେଲେ ଚାର୍ଜ ପାଇଁ ଦେବାକୁ ପଡୁଛି ୩୦୦…

କନକ ବ୍ୟୁରୋ : ଫୋନି ପରବର୍ତି ସମୟରେ ସିଲଭର ସିଟି କଟକର ଅବସ୍ଥା କହିଲେ ନସରେ । ବିଦ୍ୟୁତ ବିନା ବଡ ହିନସ୍ତା ହେଉଛନ୍ତି କଟକିଆ । ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଏବେ ଇନଭର୍ଟର ହିଁ ହୋଇଛି ଏକ ମାତ୍ର ସାହାରା । ହେଲେ ଇନଭର୍ଟର ଚାର୍ଜିଂ କରିବା ପାଇଁ ଥରକୁ ଦେବାକୁ ପଡୁଛି ୩୦୦ଟଙ୍କା ।…

ଜଗତସିଂହପୁର ବିରିଡିରେ ତାତିଲେ ଲୋକ । ବାତ୍ୟାର ଆଂଶିକ ପ୍ରଭାବ ପଡିଥିବା ରିପୋର୍ଟ ଦେଇଥିଲା ଜିଲ୍ଲା ପ୍ରଶାସନ,…

କନକ ବ୍ୟୁରୋ : ଫୋନି ପରବର୍ତୀ ସ୍ଥିତିରେ ଲୋକେ ପାଣି ଓ ବିଦ୍ୟୁତ ପାଇଁ ସଂଘର୍ଷ କରୁଛନ୍ତି । ଆଉ ଏହି ସମୟରେ ଜଗତସିଂହପୁର ବିରିଡରେ ଲୋକେ ତାତିଛନ୍ତି । ବିରିଡି ବ୍ଲକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ବି ଏଠାରେ ଆଂଶିକ କ୍ଷତି ହୋଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ କହିବା ପରେ ଲୋକେ…

ବାତ୍ୟା ଫୋନି ପରେ ଓଡିଶାକୁ ରାଷ୍ଟ୍ରାୟାତ ଷ୍ଟିଲ୍ ସେଲର ସହାୟତା । କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଇବ ୧୫ ହଜାର ଲୁହା…

କନକ ବ୍ୟୁରୋ : ଗତ ଶୁକ୍ରବାରଦିନ ଅତି ଭୟଙ୍କର ମହାବାତ୍ୟା ଫନି ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟକ୍ଷତି କରିଛି । ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହୋଇପାରିନାହିଁ । ଏହାର କାରଣ ହେଉଛି ଯେ ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା…

ଯେବେ ‘ଫୋନି’ ଭୟରେ ଥରୁଥିଲେ ପୁରୀବାସୀ, ଚଟାଣ ଭଳି ଦୃଢ଼ତାର ସହ ସାମ୍ନା କଲେ ୯୫ ବର୍ଷୀୟ ବୃଦ୍ଧା ପାର୍ବତୀ ।

କନକ ବ୍ୟୁରୋ: ସାରା ଓଡ଼ିଶାବାସୀଙ୍କ ଛାତି ଥରାଇ ଫେରିଗଲା ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ । ଆଉ ଏହି ‘ଫୋନି’ର କରାଳ ଗର୍ଜନରେ ଯେତେବେଳେ ଅଧିକ ମାତ୍ରାରେ ଥରୁଥିଲା ପୁରୀ ସେତେବେଳେ ତାକୁ ସାମ୍ନା କରିବାକୁ ଗୋଟିଏ ଛପର ଘର ତଳେ ଦୃଢ଼ତାର ସହ ଛିଡ଼ା ହୋଇଥଲେ ୯୫ ବର୍ଷୀୟ ବୃଦ୍ଧା ପାର୍ବତୀ ଦେବୀ ।…

ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ । ଟପ୍ ରେ ଜ୍ୟୋତିରାଦିତ୍ୟ ସିନ୍ଦିଆ, ଦ୍ୱିତୀୟରେ ଗୌତମ ଗମ୍ଭୀର । 

କନକ ବ୍ୟୁରୋ : ଆସନ୍ତା ମେ ମାସ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଛି ଧନୀ ପ୍ରାର୍ଥୀଙ୍କ ନାଁ । ୧୯ ଯୁଦ୍ଧର ଷଷ୍ଠ ଲଢେଇରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିଆ । ୩୭୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ…

ବିପର୍ଯ୍ୟସ୍ତ ବିଜୁଳିକୁ ସଜାଡିବା ପାଇଁ ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଲା ନୋଟିସ ! ୧୦ ତାରିଖ…

କନକ ବ୍ୟୁରୋ : ବାତ୍ୟା ଫନି ପରେ ବିଦ୍ୟୁତ୍ ଭିତିଭୁମିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଲାଇସେନ୍ସପ୍ରାପ୍ତ ଏଚଟି ବିଦ୍ୟୁତ୍ କଂଟ୍ରାକ୍ଟର ମାନଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ପ୍ରମୁଖ ବିଦ୍ୟୁତ୍ ଯନ୍ତ୍ରୀ , ଭୁବନେଶ୍ୱରଙ୍କ…