Daily Archives

May 3, 2019

ପୁରୀରେ ‘ଫୋନି’ର ତାଣ୍ଡବ। ଚନ୍ଦ୍ରଭାଗାରେ ବାତ୍ୟାର ସାଂଘାତିକ ପ୍ରଭାବ। ପବନରେ ଭାଙ୍ଗିପଡିଲା ଡାଳ, ଉପୁଡିଲା ବଡ଼ ବଡ଼…

କନକ ବ୍ୟୁରୋ: ସ୍ଥଳଭାଗ ନଛୁଉଁଣୁ ତାଣ୍ଡବ ରଚିଲାଣି ବାତ୍ୟା ଫୋନି । ସାମୁଦ୍ରିକ ବାତ୍ୟା ଫୋନିର ଲାଣ୍ଡଫଲ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଥିବା ବେଳେ ଏହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଚନ୍ଦ୍ରଭାଗାରେ । ପୁରୀରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ବାତ୍ୟାର କରାଳ ରୂପ ଚନ୍ଦ୍ରଭାଗରେ…

ଫୋନି ପାଇଁ ପ୍ରଭାବିତ ହୋଇନି ଶ୍ରୀମନ୍ଦିର ନୀତିକାନ୍ତି : ଆଜି ବି ମହାପଭୁଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଫୋନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଉ ପୁରୀରେ ବର୍ତ୍ତମାନ ସମୟରେ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବୋହୁଛି। ତେବେ ଫୋନି ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ହୋଇନାହିଁ । ପୂର୍ବଦିନ ଭଳି ଆଜି ମଧ୍ୟ ଭୋର ୪ଟା ୪୫ ମିନିଟରେ ଦୈନନ୍ଦିନ…

୪୦ କିମି ଦୂରରେ ଥିବା ସହ ପ୍ରଚଣ୍ଡ ବେଗରେ ମାଡ଼ି ଆସୁଛି ଫୋନି ! ପୁରୀର ପେଣ୍ଠକଟା ବସ୍ତିରେ ଭୁଶୁଡ଼ିଲା ଘର, ଭାଙ୍ଗିଗଲା…

କନକ ବ୍ୟୁରୋ : ପୁରୀରେ ପ୍ରବଳ ବେଗରେ ବହୁଛି ପବନ । ବର୍ତ୍ତମାନ ସମୟରେ ପୁରୀ ଠାରୁ ୪୦ କିମି ଦୂରରେ ରହିଛି ଫୋନି । ଲ୍ୟାଣ୍ଡଫଲ କରିବା ପୂର୍ବରୁ ଉଗ୍ର ରୂପ ଧାରଣ କରିଛି ଫୋନି । ପବନର ବେଗ ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ପୁରୀ ସହରର ଥିବା ଶହ ଶହ ନଡ଼ିଆ ଗଛ ଭାଙ୍ଗିପଡ଼ିଛି । ସମୁଦ୍ର ଅଶାନ୍ତ…

୩ ଘଂଟା ଧରି ଚାଲିବ ‘ଫୋନି’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁରହିବ ବାତ୍ୟାର ପ୍ରଭାବ । ପୁରୀରେ…

କନକ ବ୍ୟୁରୋ: ୩ ଘଂଟା ଧରି ଚାଲିବ ସାମୁଦ୍ରିକ ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ୩ ଘଂଟା ଧରି ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁ ରହିବ ବାତ୍ୟା ଫୋନିର ଏହି ପ୍ରକ୍ରିୟା । ପୁରୀରେ ବର୍ତ୍ତମାନ ବାତ୍ୟାର ଲ୍ୟାଣ୍ଡଫଲର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବାତ୍ୟା  ପ୍ରଭାବରେ ଘଂଟା ପ୍ରତି…

‘ଫୋନି’ ପାଇଁ ଖୋଲିଲା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍: ଏହି ନମ୍ବରରେ କଲ୍ କରି ଆପଣ ଜାଣିପାରିବେ ବାତ୍ୟା ସଂପର୍କିତ ସମସ୍ତ…

କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗୁଡ଼ିକ ଖୋଲଯାଇଛି। ଏହି କଣ୍ଟ୍ରୋଲ ରୁମ୍ ଗୁଡ଼ିକର ମାଧ୍ୟମରେ ସାଧାରଣ ଜନତା ବାତ୍ୟା ସଂପର୍କିତ ତଥ୍ୟ ପାଇ ପାରିବେ। ପୁରୀ: ୦୬୭୫୨- ୨୨୩୨୩୭ ଗଞ୍ଜାମ: ୦୬୮୧୧-୨୬୩୯୭୮ ଖୋର୍ଦ୍ଧା:…

ପୁରୀରେ ବାତ୍ୟା ପ୍ରଭାବରେ ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ : ଶ୍ରୀକ୍ଷେତ୍ରରେ ଘଂଟା ପ୍ରତି ୧୭୪ କିମି ବେଗରେ ବହୁଛି ପବନ

କନକ ବ୍ୟୁରୋ : ପୁରୀରେ ଲ୍ୟାଣ୍ଡଫଲ ହେବା ପୂର୍ବରୁ ତାଣ୍ଡବ ଆରମ୍ଭ କଲାଣି ସାମୁଦ୍ରିକ ବାତ୍ୟା ଫୋନି । ବର୍ତ୍ତମାନ ସମୟରେ ପୁରୀରେ ୧୭୪ କିମି ବେଗରେ ବହୁଛି ପବନ । ବାତ୍ୟା ପ୍ରଭାବରେ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଏସଆରସିଙ୍କ ସୂଚନା ଅନୁସାରେ ଯେକୌଣସି ମୁହୂର୍ତ୍ତରେ ଲ୍ୟାଣ୍ଡଫଲ…