ଫୋନି ଆସିବ, କେତେ ବେଗରେ ପବନ ବହିବ? ଜାଣନ୍ତୁ ବିଭିନ୍ନ ପାଣିପାଗ ବିଭାଗର ଆକଳନ କଣ କହୁଛି ।
କନକ ବ୍ୟୁରୋ : ବାତ୍ୟା ଫୋନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସେତିକି ଘନେଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫୋନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ ।
ପୁରୀ ଉପକୂଳ ଦେଇ…