Daily Archives

April 30, 2019

ମାଡିଆସୁଛି ବାତ୍ୟା, ବଢୁଛି ଭୟ । କାଲି ସନ୍ଧ୍ୟାରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୁପ ନେବ ‘ଫୋନି’,…

କନକ ବ୍ୟୁରୋ : ଶୁକ୍ରବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫୋନି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ବାତ୍ୟା ଏବେ ଓଡିଶା ପାଇଁ ଚିନ୍ତାର କାରଣ ହୋଇଛି । କାରଣ, ଏହି ବାତ୍ୟା ଯେଉଁ ରୂପ ଧାରଣ କରୁଛି ଏବଂ ଯୁଆଡେ ଗତି କରୁଛି, ତାର ମୁକାବିଲା ପାଇଁ ବ୍ୟାପକ ସ୍ତରରେ…

ଫୋନି ମୁକାବିଲା ଚିନ୍ତା ! ସଜାଗ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ।

କନକ ବ୍ୟୁରୋ: ‘ଫୋନି’ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ବିଷ୍ଣୁପଦ ସେଠୀ । ସଜାଗ ରହିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୁରୀର ଦକ୍ଷିଣ ଦିଗରେ, ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ବାତ୍ୟା ‘ଫୋନି’ ସ୍ଥଳଭାଗ…

ବାତ୍ୟା ‘ଫୋନି’ ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି । ନୀଳଚକ୍ରରେ ଲାଗିବନି ବଡ ବାନା । 

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପାଇଁ ଶ୍ରୀମନ୍ଦିର ନୀଳଚକ୍ରରେ ବଡ ବାନା ଲଗାଯିବ ନାହିଁ ବୋଲି ଜଣାପଡିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁନରା ସେବାୟତଙ୍କୁ ଚିଠି ମଧ୍ୟ କରାଯାଇଛି । ଶ୍ରୀମନ୍ଦିରରେ ବଡ ୧୪…

ପାଟକୁରା ନିର୍ବାଚନୀ ଆକାଶକୁ ଘେରିଲା ଆଶା ଆଶଙ୍କାର ବାଦଲ । ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ଘୁଂଚାଇବା ପାଇଁ…

କନକ ବ୍ୟୁରୋ : ଆସନ୍ତା ୧୯ ତାରିଖରେ ପାଟକୁରାରେ ହେବ ତ ବିଧାନସଭା ନିର୍ବାଚନ ? ଏ ପ୍ରଶ୍ନ ଏଇଥି ପାଇଁ ଉଠୁଛି, କାରଣ ପାଟକୁରା ନିର୍ବାଚନ ଘୁଂଚାଇବା ନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚନ…

କେଉଁଠୁ ଆସିଲା ‘ଫୋନି’, କିଏ କରିଛି ଏଭଳି ନାମକରଣ? ଜାଣନ୍ତୁ…ଓଡ଼ିଶାକୁ ଆତଙ୍କିତ କରିଥିବା ବାତ୍ୟା ‘ଫୋନି’ର…

କନକ ବ୍ୟୁରୋ: ସାରା ରାଜ୍ୟକୁ ଘାରିଛି ଫୋନି ଭୟ । ମହାବାତ୍ୟା ଠାରୁ ଅଧିକ ରହିପାରେ ପବନର ବେଗ ଓ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର ମାଡ଼ି ଆସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏପରିକି ଏହି ସାମୁଦ୍ରିକ ଝଡ଼ ‘ଫୋନି’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ଯାହାକି…