Daily Archives

April 29, 2019

 ୱାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ । ପଞ୍ଜାବକୁ ୨୧୩ ରନର ଟାର୍ଗେଟ୍ ଦେଲା ହାଇଦ୍ରାବାଦ ।

କନକ ବ୍ୟୁରୋ : ପୁଣି ଥରେ ପଡିଆରେ ଦମ୍ ଦେଖାଇଛନ୍ତି ଡେଭିଡ୍ ୱାର୍ନର । ୱାର୍ନରଙ୍କ ଦମଦାର ଅର୍ଦ୍ଧଶତକ ବଳରେ କିଙ୍ଗସ ଏକାଦଶ ପଞ୍ଜାବକୁ ୨୧୩ ରନର ଟାର୍ଗେଟ ଦେଇଛି ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲର ୪୮ତମ ମ୍ୟାଚରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ପ୍ରଥମେ…

ପାଟକୁରାରେ ବିଜେଡିର ବିଜେପୁର ଫର୍ମୁଲା ! ମଇଦାନକୁ ଓହ୍ଲାଇଲେ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ, ସିଧାସଳଖ…

କନକ ବ୍ୟୁରୋ : ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ମେ ମାସ ୧୯ ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ୍ । ମଇଦାନରେ ଅଛନ୍ତି ତିନି ହେଭିୱେଟ୍ ପ୍ରାର୍ଥୀ । ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ମଇଦାନରେ ଲଢୁଥିବା ବେଳେ ଜୟନ୍ତ…

ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ଟିକେଟ୍…

କନକ ବ୍ୟୁରୋ : ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ…

ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହେଲା ପୁରା ବଲିଉଡ୍ ! ଧାଡିରେ ଆସି ମତଦାନ ସାବ୍ୟସ୍ତ କଲେ ସିନେ ପରଦାର ଅନେକ…

କନକ ବ୍ୟୁରୋ : ଭୋଟ୍ ଦେଲା ବଲିଉଡ୍ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ସେଲିବ୍ରିଟି । ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସିନେ ପରଦାର ଅନେକ କଳାକାରଙ୍କୁ ନିଜ ମତ ସାବ୍ୟସ୍ତ କରୁଥିବାର ଦେଖିବାକୁ ମିଳିଛି । ଚତୁର୍ଥ ପର୍ଯ୍ୟାୟ ମତଦାନରେ ମୁମ୍ବାଇର ସମସ୍ତ ୬ଟି ଲୋକସଭା ଆସନ ପାଇଁ…

ଚତୁର୍ଥ ପର୍ଯ୍ୟାୟରେ ଅନିୟମିତତାର ଗଦା ଗଦା ଅଭିଯୋଗ । କେଉଁଠି ଗେଟ୍ ବନ୍ଦ କରି ଚାଲିଥିଲା ରିଗିଂ, ଆଉ କେଉଁଠି…

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ବିପୁଳ ମତଦାନ ଭିତରେ ଅନେକ ସ୍ଥାନରୁ ରିଗିଂ, ଅନିୟମିତତା, ଇଭିଏମ୍ ଭଙ୍ଗାଠାରୁ ଆରମ୍ଭ କରି ମାରପିଟ୍, ଗଣ୍ଡଗୋଳ ଭଳି ଗଦା ଗଦା ଅଭିଯୋଗ ଆସିଛି । ଗତ ୩ଟି ପର୍ଯ୍ୟାୟଠାରୁ ବଳି ଯାଇଛି ଶେଷ ପର୍ଯ୍ୟାୟ ନିର୍ବାଚନ । କେଉଁଠି ମତଦାନ କେନ୍ଦ୍ର ଭିତରେ ରିଗିଂ…

୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ : ୩ଜଣ ପୋଲିଂ ଅଧିକାରୀ ନିଲମ୍ବିତ, ଭଦ୍ରକରେ ସର୍ବାଧିକ ୬୮ ପ୍ରତିଶତ ମତଦାନ

କନକ ବ୍ୟୁରୋ : ସନ୍ଧ୍ୟା ୬ଟାରେ ଅଧିକାଂଶ ସ୍ଥାନରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମାତ୍ର କିଛି ସ୍ଥାନରେ ଭିଭିପ୍ୟାଟ, ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବାରୁ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଜାରି ରହିଛି । ଯେଉଁ ମତଦାନ…