Daily Archives

April 27, 2019

ପୁଣି ବୈଜୟନ୍ତଙ୍କୁ ଘେରିଲା ବିଜେଡି । ମନି ଲଣ୍ଡରିଂରେ କଳା ଟଙ୍କାକୁ ଧଳା କରିଛନ୍ତି ବୈଜୟନ୍ତ, ଉଚିତ୍ ଜବାବ ଦେବେ…

କନକ ବ୍ୟୁରୋ: ପୁଣି ଉଠିଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ପ୍ରସଙ୍ଗ । କଳା ଟଙ୍କାକୁ ଧଳା କରିବାରେ ବୈଜୟନ୍ତ ରଚିଥିଲେ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ବାହାମସ୍ ଓ ବୈଜୟନ୍ତଙ୍କ ଭିତିରି ବୁଝାମଣା ଯୋଗୁଁ…

ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଥାନାରେ ଏତଲା : ବିନା ଅନୁମତିରେ ରାଲି କରିଥିବା ଅଭିଯୋଗ

କ୍ରିକେଟ ମଇଦାନ ଛାଡି ବିଜେପିର ଟିକେଟରେ ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ନୂଆ ନୂଆ ଅଭିଯୋଗ ଆସୁଛି । ନାମାଙ୍କନ ପର ଠାରୁ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଛି । ତାଙ୍କୁ ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ…

ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର ପ୍ରସାରକୁ ରୋକିବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଅନୁଜା କପୁର । ମାମଲାର…

ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର ପ୍ରସାରକୁ ରୋକିବା ପାଇଁ ସୁପ୍ରିମ କୋର୍ଟରେ ପୂର୍ନବିଚାର ପାଇଁ ଆବେଦନ କରିଛନ୍ତି ଓକିଲ ଅନୁଜା କପୁର । ଅନେକ ସମୟରେ ସୋସିଆଲ ମିଡିଆରେ ଫେକ ନ୍ୟୁଜକୁ ପ୍ରଚାର ପ୍ରାସାର କରାଯାଉଥିବାର ନଜିର ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଲୋକ ଅସୁବିଧାରେ…

୫ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା । ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଓ ବଜ୍ରପାତର ଆଶଙ୍କା

କନକ ବ୍ୟୁରୋ: ଆଜି ରାତି ସୁଦ୍ଧା ରାଜ୍ୟର ଗଜପତି, ଗଂଜାମ, ରାୟଗଡା, କେରାପୁଟ ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାଟେଲାଇଟ୍ ଚିତ୍ର ଓ ଡପ୍ଲର ରାଡାର…

ଶିବସେନାରେ ସାମିଲ ହେବା ପରେ ପ୍ରିୟଙ୍କା ଚତୁର୍ବେଦୀଙ୍କ ହେଲା ପ୍ରମୋଶନ, ମିିଳିଲା ବଡ ପଦ

କଂଗ୍ରେସରୁ ଇସ୍ତଫା ଦେଇ ଶିବସେନାରେ ସାମିଲ ହୋଇଥିବା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଦଳରେ ବଡ ଦାୟିତ୍ୱ ମିଳିଛି । ଶିବସେନା ତାଙ୍କୁ ଦଳର ଉପନେତା କରିଛି । ପ୍ରିୟଙ୍କା ଚତୁର୍ବେଦୀ ଏହି ଦଳରେ ସାମିଲ ହେବାର ଠିକ୍ ୧ ସପ୍ତାହ ପରେ ଏହି ପଦ ମିଳିଛି । ସେ ୧୯ ଏପ୍ରିଲରେ ଦଳର ପ୍ରମୁଖ ଉଦ୍ଧବ…

ନିର୍ବାଚନୀ ପ୍ରଚାରରେ କମ୍ପୁଛି ନିମାପଡା । ମତଦାତାଙ୍କ ମନ ଜିଣିବାକୁ ନେତାଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ । ରୋଡ୍ ସୋ ସହ…

କନକ ବ୍ୟୁରୋ: ଆଜି ସରିବ ନିର୍ବାଚନ ପ୍ରଚାର । ଜଗତସିଂହପୁର ସଂସଦିୟ କ୍ଷେତ୍ର ଅଧିନରେ ଥିବା ନିମାପଡ଼ା ନିର୍ବାଚନ ମଣ୍ଡଳି ଚଳିତ ଥର ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦୁଇ ହେଭିୱେଟ ନେତା ବିଜେଡ଼ି ମୁଖପାତ୍ର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସମୀର ଦାଶ ଏବଂ ରାଜ୍ୟବିଜେପି ମହିଳା…