Daily Archives

April 26, 2019

ବିଜେପି ଓ ବିଜେଡି ପାଇଁ ସମ୍ମାନର ଲଢେଇ କେନ୍ଦ୍ରାପଡା । ତୁଳସୀକ୍ଷେତ୍ର ପାଲଟିଲା ନିର୍ବାଚନ କୁରୁକ୍ଷେତ୍ର

କନକ ବ୍ୟୁରୋ : ସକାଳୁ ସନ୍ଧ୍ୟା ଯାଏଁ ଯେଉଁ ସଂସଦୀୟ କ୍ଷେତ୍ର ଉପରେ ସମସ୍ତଙ୍କ ସମୀକ୍ଷା ଚାଲିଛି, ଯେଉଁଠି ଜବାବ ଓ ପ୍ରତି ଜବାବ ଭିତରେ ନେତାଙ୍କ ସମୟ କଟିବା ସହ ପ୍ରତିଟି ମିନିଟକୁ ସେମାନେ ପ୍ରଚାର, ପ୍ରସାର ପାଇଁ ଉତ୍ସର୍ଗ କରି ଭୋଟ ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି, ସେହି କେନ୍ଦ୍ରାପଡା…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସିଲା ଏଡିଆର ରିପୋର୍ଟ । ଜାଣନ୍ତୁ କେଉଁ ଦଳରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ ଆଉ ସବୁଠୁ ଧନୀ ସାଂସଦ ପ୍ରାର୍ଥୀ ହେଉଛନ୍ତି ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । କଂଗ୍ରେସର ଭଣ୍ଡାରୀ ପୋଖରୀ ବିଧାୟକ…

ଦାମଙ୍କ ପ୍ରଚାର ଷ୍ଟାଇଲକୁ ନେଇ ଚର୍ଚ୍ଚା । ଦାମଙ୍କ ପାଇଁ ଧର୍ମେନ୍ଦ୍ର ମାଗିଲେ ଭୋଟ୍ । ଉଠିଲା ପ୍ରଶ୍ନ, ପୁଅ ପାଇଁ…

କନକ ବ୍ୟୁରୋ : ରାଜ୍ୟ ବିଜେପି କ୍ୟାମ୍ପେନରେ ଦେଖିବାକୁ ମିଳୁନି ଦାମଙ୍କ ଦମଦାର ପ୍ରଚାର । ନବୀନଙ୍କ ବିରୋଧରେ ଶୁଭୁନି ବିଶୋଦଗାର । ବିଜେଡିରୁ ବହିଷ୍କୃତ ହେବା ପରେ ବାରମ୍ବାର ନବୀନ ସରକାର ବିରୋଧରେ କଡା ଆଭିମୁଖ୍ୟ ରଖି ଆସୁଥିବା ଦାମ ରାଉତଙ୍କ ପ୍ରଚାର କେବଳ ସେ ଲଢ଼ୁଥିବା ଆସନ ଭିତରେ ସୀମିତ…

ରେମୁଣା ସଭାରୁ ମୋଦିଙ୍କୁ ରାହୁଲଙ୍କ ସିଧା ନିଶାନା । କହିଲେ, ପ୍ରତି ଆକାଉଣ୍ଟକୁ ୧୫ ଲକ୍ଷ ଆଉ ବେରୋଜଗାରୀକୁ ନେଇ…

କନକ ବ୍ୟୁରୋ: ରାହୁଲଙ୍କ ନିଶାନାରେ ମୋଦି । ବାଲେଶ୍ୱର ରେମୁଣାରେ ଆୟୋଜିତ କଂଗ୍ରେସ ପରିବର୍ତ୍ତନ ସଂକଳ୍ପ ସମାବେଶରେ ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ହାଇକମାଣ୍ଡ । କହିଲେ, ବିଗତ ୫ ବର୍ଷ ମୋଦି ସରକାରଙ୍କ ଶାସନରେ ଦେଶରେ ବେରୋଜଗାରୀ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଲା । କିନ୍ତୁ ଏ ବିଷୟରେ…

ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ବିଶାଳ ରୋଡ ସୋ’ କରି ଅନୁଭବଙ୍କ ପାଇଁ ଭୋଟ ମାଗିଲେ, ନିର୍ବାଚନ ସଭାରୁ ବିଜେପି ଉପରେ…

କନକ ବ୍ୟୁରୋ : ନବୀନଙ୍କ ନଜରରେ କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଥିବା ବେଳେ ଆଜି କେନ୍ଦ୍ରାପଡାରେ ବିଶାଳ ରୋଡ ସୋ କରିଛନ୍ତି । ଡେରାବିଶ, ଦୁହୁରିଆ, ତିନି ମୁହାଣୀ, କଲେଜ ଛକ ଓ କଜଳା ଛକ ଦେଇ ରୋଡ ସୋ କରିଥିଲେ ନବୀନ । ଏହାପରେ…

୫ ବର୍ଷରେ ୫୨ ପ୍ରତିଶତ ବଢିଛି ମୋଦିଙ୍କ ସମ୍ପତ୍ତି । କୌଣସି ଅପରାଧିକ ମାମଲା ନାହିଁ, ପ୍ରାର୍ଥୀପତ୍ରରୁ ଆସିଲା ତଥ୍ୟ ।

କନକ ବ୍ୟୁରୋ : ବାରାଣାସୀ ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ନାମାଙ୍କନରେ ମୋଦି ଦାଖଲ କରିଥିବା ସତ୍ୟପାଠରୁ ତାଙ୍କ ଆୟ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…