Daily Archives

April 25, 2019

ଦେଶରେ ପ୍ରଥମ । ସମୁଦ୍ର ତଳେ ନିର୍ମାଣ ହେବ ଟନେଲ, ଗଡିବ ବୁଲେଟ ଟ୍ରେନ ।

ରାଷ୍ଟ୍ରୀୟ ଉଚ୍ଚ ଗତି ରେଳ ନିଗମ ଲିମିଟେଡ (ଏନଏଚଏସଆରସିଏଲ) ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରୋଜେକ୍ଟରେ ସମୁଦ୍ର ତଳେ ଟନେଲ ନିର୍ମାଣ କରିବାକୁ ଟେଣ୍ଡର ଡାକିଛନ୍ତି । ଏହା ଭାରତର ପ୍ରଥମ ଟନେଲ ହେବ ଯାହା ସମୁଦ୍ର ତଳେ ନିର୍ମାଣ ହେବାକୁ ଯାଉଛି । ବୁଲେଟ ଟ୍ରେନ ପ୍ରୋଜେକ୍ଟ ଅନୁଯାୟୀ,…

ପୁଣି ଚର୍ଚ୍ଚାରେ ସାଧ୍ୱୀ ପ୍ରଜ୍ଞା ! ଦିଗବିଜୟ ସିଂଙ୍କୁ ଆତଙ୍କବାଦୀ ସହ ତୁଳନା କଲେ ଭୋପାଳ ବିଜେପି ସାଂସଦ ପ୍ରାର୍ଥୀ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଧ୍ୱୀ ପ୍ରଜ୍ଞା ଠାକୁର । ତାଙ୍କ ପାଟିରେ ଆଉ ବାଡ଼ବତା ରହୁନାହିଁ । କେତେବେଳେ ସହିଦଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି, ତ ଆଉ କେତେବେଳେ କାହାକୁ ଆତଙ୍କବାନୀ କହିପକାଉଛନ୍ତି । ମଧ୍ୟପ୍ରଦେଶର ଭୋପାଳ ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ…

ପଦାକୁ ଆସୁଛି ବାଲାକୋଟ ଏୟାର ଷ୍ଟ୍ରାଇକର ସତ । ଫେବ୍ରୁଆରୀ ୨୬ରେ ୬ଟିରୁ ୫ଟି ଟାର୍ଗେଟକୁ ହିଟ୍ କରିଥିଲା ଭାରତୀୟ…

କନକ ବ୍ୟୁରୋ : ପଦାକୁ ଆସୁଛି ବାଲାକୋଟ ଏୟାର ଷ୍ଟ୍ରାଇକର ସତ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ବାୟୁସେନାର ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଫେବ୍ରୁଆରୀ ୨୬ରେ ୬ଟି ଟାର୍ଗେଟ୍ ମଧ୍ୟରୁ ୫ଟି ଟାର୍ଗେଟକୁ ହିଟ୍ କରିଥିଲା ଭାରତୀୟ ବାୟୁସେନା । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା…

ବାଙ୍ଗାଲୋରକୁ ବଡ ଝଟକା । ଆହତ କାରଣରୁ ଆଇପିଏଲରୁ ବାଦ ପଡିଲେ ଡେଲ୍ ଷ୍ଟେନ୍ ।

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । କାନ୍ଧରେ ଆଘାତ ଲାଗିଥିବା କାରଣରୁ ଚଳିତ ଆଇପିଏଲରୁ ବାଦ ପଡିଲେ ଦ୍ରୁତଗାମୀ ବୋଲର ଡେଲ୍ ଷ୍ଟେନ୍ । ତେବେ ଏଥର ଆଇପିଏଲରେ ଷ୍ଟେନ୍ ମାତ୍ର ୨ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ସବୁଠାରୁ ବଡ କଥା…

ଇଭିଏମ ଭାଙ୍ଗି ଫେରାର ଥିବା ପ୍ରାର୍ଥୀଙ୍କୁ ନେଇ ବିଜେଡ଼ିର ପ୍ରଶ୍ନ ! ଓଡ଼ିଶା ବାହାରକୁ ପଳାୟନ ପାଇଁ ଓମ ପ୍ରକାଶ…

କନକ ବ୍ୟୁରୋ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଇଭିଏମ ଭାଙ୍ଗି ଫେରାର ଥିବା ବିଜେପି ପ୍ରାର୍ଥୀ ଫେରାର ହେଲେ କିପରି ? ଓଡ଼ିଶାରୁ ଫେରାର ହେବା ପାଇଁ ତାଙ୍କୁ କିଏ ସାହାଯ୍ୟ କଲା ? ଫେରାର ବିଜେପି ପ୍ରାର୍ଥୀଙ୍କ ପାଇଁ ଟିକେଟ ବୁକିଂ କଲା କିଏ ? ପ୍ରେସମିଟ୍ ଜରିଆରେ ଏପରି ଅନେକ ପ୍ରଶ୍ନ ଉଠାଇଛି…

ଯାଜପୁର ଯୁଦ୍ଧରେ ଜିତିବ କିଏ? ଫଟୋରେ ଫଟୋରେ ଦେଖନ୍ତୁ ଯାଜପୁର ରାଜନୀତିର ଟିକିନିକି ତଥ୍ୟ

କନକ ବ୍ୟୁରୋ : ଯାଜପୁର ଯୁଦ୍ଧରେ ଜିତିବ କିଏ? ବିଜେଡି ଗଠନ ପରଠାରୁ ଏହାକୁ ନିଜର ଗଡ ଭାବେ ତୋଳିଥିବା ବେଳେ ବିଜେପି ପାଇଁ ବିଜୟ ଏ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି । ୨ ଦଶନ୍ଧି ପରେ କଂଗ୍ରେସ ପୁଣିଥରେ ବିଜେଡିର ଏହି ଅଭେଦ୍ୟ ଦୁର୍ଗରେ ଏଣ୍ଟ୍ରି କରିବାକୁ ଜୋର ଲଗାଇଦେଇଛି । ତେବେ ଭୋଟର…