ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜସ୍ଥାନୀ ମହିଳାଙ୍କ ଠାରୁ ବ୍ୟାଗ୍ ଛଡାଇ ନେଉଥିଲେ ଲୁଟେରା, ଓଡିଆ ଯୁବକ ଅଦମ୍ୟ…
କନକ ବ୍ୟୁରୋ : ରାଜଧାନୀରେ ଦିନ ଦ୍ୱିପହରରେ ହେଉଛି ଲୁଟ । ଚାହୁଁ ଚାହୁଁ ମହିଳାଙ୍କ ଠାରୁ ଲୁଟେରା ଛଡାଇ ନେଲା ବ୍ୟାଗ । ହେଲେ ସାହସ ଦେଖାଇଲେ ଓଡିଆ ପୁଅ । ଲୁଟେରାକୁ କାବୁ କରିବା ପାଇଁ ବେଶ କିଛି ଘଂଟା ଧରି ଚାଲିଥିଲା କସରତ । ସମସ୍ତେ ଅବାକ ହୋଇ ରହିଥିବା ବେଳେ ଲୁଟେରାକୁ ଧରିବାକୁ ଚେଷ୍ଟା…