Daily Archives

April 23, 2019

ୱାର୍ନର ଓ ମନୀଷ ପାଣ୍ଡେଙ୍କ ଦମଦାର ଅର୍ଦ୍ଧଶତକ । ଚେନ୍ନାଇ ଆଗରେ ୧୭୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ହାଇଦ୍ରାବାଦ ।

କନକ ବ୍ୟୁରୋ : ଆଇପିଏଲର ଆଜି ୪୧ ତମ ମ୍ୟାଚରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ଏହି ହାଇଭୋଲଟେଜ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀଙ୍କ ଗଡରେ ବ୍ରାଣ୍ଡ ମୋଦିର ବଡ଼ ପରୀକ୍ଷା । ଗୁଜୁରାଟରେ ବିଜୟଧାରା ବଜାୟ ରଖିବ ବିଜେପି ନା କମାଲ କରିବ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଗଡ଼ରେ ବ୍ରାଣ୍ଡ ମୋଦିର ବଡ଼ ପରୀକ୍ଷା । ଆଜି ଗଜୁରାଟର ସମସ୍ତ ୨୬ ଲୋକସଭା ଆସନ ପାଇଁ ମତଦାନ ହୋଇଛି । ଏବେ ପ୍ରଶ୍ନ ଉଠୁଛି ଯେ, ୨୦୧୪ରସଫଳତା ଦୋହରାଇବ ବିଜେପି ନା ୨୦୧୭ ବିଧାନସଭା ନିର୍ବାଚନ ପରି କଡା ଟକ୍କର ଦେବ କଂଗ୍ରେସ । ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ…

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ । ସାରା ଦେଶରେ ୬ଟା ସୁଦ୍ଧା ୬୪ ଦଶମିକ ୫…

କନକ ବ୍ୟୁରୋ : ସାରା ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ଖବର ସୁଦ୍ଧା ସାରା ଦେଶରେ ୬୪ ଦଶମିକ ୫ ପ୍ରତିଶତ ମତଦାନ ହୋଇଛି । ଆସାମରେ ସର୍ବାଧିକ ୮୦ ଦଶମିକ୍ ୬୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଜମ୍ମୁ-କାଶ୍ମୀରରେ ୧୨ ଦଶମିକ ୮୬ ପ୍ରତିଶତ ମତଦାନ ହୋଇଛି । ୧୩ଟି ରାଜ୍ୟ ୨ଟି…

କେନ୍ଦ୍ରାପଡ଼ାରେ ଷ୍ଟାର ପ୍ରଚାର ! ଅଭିନେତା ପତି ଅନୁଭବଙ୍କ ପାଇଁ ଭୋଟ୍ ମାଗିଲେ ଅଭିନେତ୍ରୀ ପତ୍ନୀ ବର୍ଷା…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବଙ୍କ ପାଇଁ ଭୋଟ୍ ମାଗିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସ୍ୱାମୀଙ୍କ ପାଇଁ ମହାକାଳପଡା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇରେ ରୋଡ ସୋ କରିଛନ୍ତି ବର୍ଷା । ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ସହ ବର୍ଷା…

ଶେଷ ହେଲା ତୃତୀୟ ପରୀକ୍ଷା, ଠିକ୍ ମାସକ ପରେ ବାହାରିବ ରେଜଲ୍ଟ ।

କନକ ବ୍ୟୁରୋ: ଶେଷ ହେଲା ତୃତୀୟ ପର୍ଯ୍ୟାୟ ମତଦାନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୬ଟି ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ମତ ସାବ୍ୟସ୍ତ କରି ନିଜ ଅଞ୍ଚଳ ପାଇଁ ସିପାହୀ ବାଛିଛନ୍ତି ଜନତା ଜନାର୍ଦ୍ଦନ । ତେବେ ମୋଟ୍ ୧୦ ହଜାର ୪୬୪ଟି ପୋଲିଂ ବୁଥରେ…

ମହାରଥୀଙ୍କ ଗିରଫ ପରେ ପୋଲିସ ଛାଉଣି ଭିତରେ ହେଲା ପିପିଲି ନିର୍ବାଚନ । ସେପଟେ ଚାଲିଛି ମହାରଥୀଙ୍କ ଚିକିତ୍ସା, କାଲି…

କନକ ବ୍ୟୁରୋ : ବହୁ ବାଦ ବିବାଦ ସତ୍ୱେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି ପିପିଲି ବିଧାନସଭା ନିର୍ବାଚନ । ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହେବା ପରେ ଏହି ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଆଜିର ମତଦାନ ଉପରେ ଏହାର କୌଣସି ପ୍ରଭାବ…