Daily Archives

April 21, 2019

ଗାଇକୁ ବଞ୍ଚାଇବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଚାଳକ ।

କନକ ବ୍ୟୁରୋ: ନବରଙ୍ଗପୁରରେ ଘଟିଛି ଆଭାବନୀୟ ଘଟଣା । ନବରଙ୍ଗପୁର ଜିଲ୍ଲ ଡାବୁଗାଁ ଅନ୍ତର୍ଗତ ବିଜାପୁର ରାଜ୍ୟ ରାଜପଥ ଉପରେ ରବିବାର ସକାଳ ୬ଟା ସମୟରେ ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି ରାସ୍ତା ପାର ହେଉଥିବା ଏକ ଗୋରୁକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏମ୍ବୁଲାନ୍ସ…

ସନ୍ଧ୍ୟା ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର…

କନକ ବ୍ୟୁରୋ: ରାଜ୍ୟର ୭ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୬ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୭ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ…

ବାଲିପାଟଣାରୁ ନବୀନଙ୍କ ଭବିଷ୍ୟବାଣୀ । କହିଲେ, କେନ୍ଦ୍ରରେ କାହାକୁ ମିଳିବନି ବହୁମତ, ସରକାର ଗଢ଼ିବାରେ କିଙ୍ଗ ମେକର…

କନକ ବ୍ୟୁରୋ: ବାଲିପାଟଣାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ । କେନ୍ଦ୍ରରେ ସରକାର ଗଢ଼ିବାରେ ବଡ ଭୂମିକା ନେବ ବିଜେଡି । ଏପରିକି ଏଥର କେନ୍ଦ୍ରରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ବୋଲି ସିଧାସିଧା କହିଛନ୍ତି ନବୀନ । ତେଣୁ ଏଥର ଆଞ୍ଚଳିକ ଦଳମାନେ କେନ୍ଦ୍ରରେ କ୍ଷମତା…

ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର ! କହିଲା, ‘ଆହାର’କୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଷଡ଼ଯନ୍ତ୍ର, ଉଚିତ୍…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ନିଶାନା । ‘ଆହାର’ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲ ଅଭିଯୋଗ କରିଛି ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ୨୦୧୫ ଉତ୍କଳ…

କଲମ୍ବୋ ବିସ୍ଫୋରଣରେ ୧୮୫ ରେ ପହଂଚିଲା ମୃତକଙ୍କ ସଂଖ୍ୟା ! ଫଟୋରେ ଫଟୋରେ ଦେଖନ୍ତୁ କଲମ୍ବୋରେ ହୋଇଥିବା ବିସ୍ଫୋରଣର…

ଶ୍ରୀଲଙ୍କାର ରାଜଧାନୀ କୋଲମ୍ବୋରେ ରବିବାର ଅନେକ ସ୍ଥାନରେ ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ପବିତ୍ର ଇଷ୍ଟର ପର୍ବ ସମୟରେ ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ୍ କରାଯାଇଛି । ୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ୬ ଟି ବଡ ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୮୫ ଜଣ ଲୋକଙ୍କ…

ବଢୁଛି ପାରଦ, ଜମୁଛି ପ୍ରଚାର! ପ୍ରଚାର ମୈଦାନରେ ବଲିଉଡ଼, ଓଲିଉଡ଼ ଓ ଜଲିଉଡ଼ କଳାକାର । ଭିନ୍ନ ଭିନ୍ନ ତରିକାରେ…

କନକ ବ୍ୟୁରୋ: ଜମୁଛି ପ୍ରଚାର ମୈଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନର୍ବାଚନ ପାଖେଲା ବେଳକୁ ଘମାସାନ ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ଏହି ମର୍ମରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି । ବରୀର ବିଜେଡି ପ୍ରାର୍ଥି ସୁନନ୍ଦା ଦାସ ପ୍ରଚାରକୁ…