Daily Archives

April 20, 2019

ରେଙ୍ଗାଲୀରୁ ସମ୍ବଲପୁର ନବୀନଙ୍କ ରୋଡସୋ’ । ନିର୍ବାଚନୀ ସଭାରୁ ଟାର୍ଗେଟ କରି କହିଲେ, ଚଳିତ ନିର୍ବାଚନରେ କିଙ୍ଗ ମେକର…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ରେଙ୍ଗାଲିରୁ ସମ୍ବଲପୁର ଯାଏଁ ଏକ ବିଶାଳ ରୋଡ୍ ସୋ’କୁ ସମ୍ବୋଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରୋଡ୍ ସୋ ସମୟରେ ବିଭିନ୍ନ ଛକ ଏବଂ ଗାଁରେ ଅଟକି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି…

ଭୋପାଳରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ ମୋଦି। ହିନ୍ଦୁ ଆତଙ୍କବାଦୀ କହୁଥିବାରୁ ବିରୋଧୀଙ୍କୁ କଲେ…

କନକ ବ୍ୟୁରୋ: ଭୋପାଳରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ସାଧ୍ୱୀଙ୍କୁ ହିନ୍ଦୁ ଆତଙ୍କବାଦୀ କହୁଥିବାରୁ ବିରୋଧୀଙ୍କୁ କାଉଁଟର କରିଛନ୍ତି । କହିଛନ୍ତି କାହାଣୀ ତିଆରି କରୁଛି କଂଗ୍ରେସ । ୧୯୮୪ ଦଙ୍ଗାର ଉଦାହରଣ ଦେଇ…

୮୨ ବର୍ଷ ବୟସରେ ଆଖିବୁଜିଲେ ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ । ଦଳୀୟ କାର୍ଯ୍ୟାଳୟରେ ଶେଷ…

କନକ ବ୍ୟୁରୋ: ରାଜ୍ୟ ରାଜନୀତି ବର୍ଷିଆନ୍ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଛି । ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ବେଦପ୍ରକାଶ । ୬ ଥର ବିଧାୟକ ରହିଥିବା ବେଦପ୍ରକାଶ ଅଗ୍ରୱାଲ ଚଳିତ ନିର୍ବାଚନରେ ପାଟକୁରା…

ଚିର ସ୍ମରଣୀୟ ସଦାଶିବ । ୧୨ ବର୍ଷ କାଳ ରାଜସ୍ୱ ବିଭାଗ ସମ୍ଭାଳିଥିଲେ ଓଡିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଦେବ ଦେବ ମହାଦେବଙ୍କର ବହୁବିଧ ନାମ ଓଡ଼ିଶା ରାଜନୀତିରେ ବାରମ୍ବାର ଶୁଣିବାକୁ ମିଳେ । ‘ବିଶ୍ୱନାଥ’, ‘ସଦାଶିବ’, ‘ନୀଳକଣ୍ଠ’, ‘ଲିଙ୍ଗରାଜ’, ‘ଲୋକନାଥ’, ‘ଗଂଗାଧର’, ‘ମହେଶ୍ୱର’, ‘ସୋମନାଥ’, ‘ତ୍ରିଲୋଚନ’, ‘ପଞ୍ଚାନନ’, ‘ଚନ୍ଦ୍ରଶେଖର’, ‘ଶଶିଭୂଷଣ’ ଆଦି…

ଖୁବଶୀଘ୍ର ଭାରତୀୟ ବାୟୁସେନା କ୍ୟାମ୍ପକୁ ଫେରିବେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ, ଅନ୍ତିମ ମଞ୍ଜୁରୀ ମିଳିବା ନେଇ ଅପେକ୍ଷା…

କନକ ବ୍ୟୁରୋ: ଭାରତୀୟ ବାୟୁସେନା କ୍ୟାମ୍ପକୁ ଫେରିବେ ଅଭିନନ୍ଦନ ବର୍ଦ୍ଦମାନ। ଖୁବଶୀଘ୍ର ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଇବେ ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ  । ବେଙ୍ଗାଲୁରର ଇଂଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ ପକ୍ଷରୁ ଅନ୍ତିମ ମଞ୍ଜୁରି ମିଳିବା ପରେ ବିମାନ ଉଡ଼ାଣ ଭରିପାରିବେ…

ବିଜେଡି ଅପେକ୍ଷା ବିଜେପିରେ ଅଛନ୍ତି ଅଧିକ ଦାଗୀ ନେତା । ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆସିଲା ଏଡିଆର ରିପୋର୍ଟ ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ଟି ଲୋକସଭା ଆସନ ତଥା ସମ୍ବଲପୁର, କେନ୍ଦୁଝର , ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ଏହା ଅଧିନସ୍ଥ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ…