Daily Archives

April 20, 2019

ପୁଣି ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ! ଖଣ୍ଡା, ଭୁଜାଲି ଧରି ଧମକାଇବା ସହ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ…

କନକ ବୁରୋ: କେନ୍ଦୁଝର ଜିଲ୍ଲାରେ ପୁଣି ଘଟିଛି ନିର୍ବାଚନୀ ହିଂସା । ଘସିପୁରା ନିର୍ବାଚନମଣ୍ଡଳୀର ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓରଫ ଟୁଟୁଙ୍କ ନାଁରେ ମାମଲା ରୁଜୁ ହୋଇଛି ।…

ବାହାଦୂର ପାଇଲଟଙ୍କୁ ବଡ ସମ୍ମାନ । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ‘ବୀର ଚକ୍ର’ ସମ୍ମାନ, ସୁପାରିଶ କଲା…

କନକ ବ୍ୟୁରୋ : ବୀରସୈନିକଙ୍କୁ ମିଳିବ ବୀରଚକ୍ର । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ‘ବୀର ଚକ୍ର’ ଉପାଧି ସୁପାରିଶ କରିଛି ଭାରତୀୟ ବାୟୁସେନା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନଙ୍କୁ କାଶ୍ମୀରରୁ ବଦଳି କରାଯାଇଛି । ସେ ଶ୍ରୀନଗର ଏୟାରବେସରେ ନିଯୁକ୍ତ ଥିଲେ ।…

ବେଦପ୍ରକାଶଙ୍କ ବିୟୋଗ ପରେ ବଦଳିଲା ପାଟକୁରା ସମୀକରଣ । ଝୁଲିଲା ବିଜୟଙ୍କ ଭାଗ୍ୟ, ସରଗରମ ହେଲା ରାଜନୀତି ।

କନକ ବ୍ୟୁରୋ : ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ବଦଳିଯାଇଛି ପାଟକୁରା ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ । ବିଜେଡି ପ୍ରାର୍ଥୀ ଥିବା ବେଦପ୍ରକାଶଙ୍କ ଦେହାନ୍ତ ଯୋଗୁଁ ବର୍ତମାନ ପାଇଁ ଅଟକିଛି ପାଟକୁରା ବିଧାନସଭା ନିର୍ବାଚନ । ଏହି ନିର୍ବାଚନମଣ୍ଡଳୀରେ କେବେ ନିର୍ବାଚନ ତାରିଖ ଘୋଷଣା…

ତୃତୀୟ ପର୍ଯ୍ୟାୟ ପାଇଁ କାଲି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ, ମତଦାତାଙ୍କୁ ମନାଇବା ପାଇଁ ଚାଲିଛି…

କନକ ବ୍ୟୁରୋ: ପ୍ରଚାର ମୈଦାନରେ କାଲି ଶେଷ ସୋ’କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଧରିଛି ପ୍ରଚାର । ପୁରା ଦମ ଲଗାଇଦେଇଛନ୍ତି ନେତା । ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ମାତିଛନ୍ତି ପ୍ରଚାର ଅଭିଯାନ । ରାଲି, ଶୋଭାଯାତ୍ରାରେ ଜନତାଙ୍କ ପାଖରେ ପହଂଚିବା ପାଇଁ…

ହାତରେ ଆଉ ଗୋଟିଏ ଦିନ, ପ୍ରଚାର ମଇଦାନରେ ପ୍ରାର୍ଥୀ । ଖଣ୍ଡପଡାରେ ରୋଡ୍ ସୋ’ କରି ଭୋଟ୍ ମାଗିଲେ ବିଜେଡି ପ୍ରାର୍ଥୀ…

କନକ ବ୍ୟୁରୋ : ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିଲୋରେ ଶନିବାର ସନ୍ଧ୍ୟାରେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ରାଲିରେ ଯାଇ  ନିର୍ବାଚନ ପ୍ରଚାର କରିଛନ୍ତି । ଏହି ରାଲିରେ ହଜାର ହଜାର ସମର୍ଥକ, ପ୍ରଶଂସକ ଓ ବିଜେଡି କର୍ମୀ ଯୋଗଦେଇଛନ୍ତି ।…