Daily Archives

April 17, 2019

ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ପୂଜାର୍ଚ୍ଚନା । ପୁଲୱାମା ହମଲାରେ ସହିଦ ଯବାନଙ୍କ ଆତ୍ମାର ଶାନ୍ତି ପାଇଁ…

କନକ ବ୍ୟୁରୋ : କେରଳ ୱାୟନାଡ ଆସନରୁ ଲଢୁଥିବା ରାହୁଲ ଗାନ୍ଧୀ ଆଜି ଥେରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରାୟ ଅଧଘଂଟା ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶିର୍ବାଦ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ପାରମ୍ପରିକ ପୋଷାକ ପିନ୍ଧି ରାହୁଲଙ୍କ ପୂଜାର୍ଚ୍ଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…

ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ! ୯୫ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୧,୬୩୮ଜଣ ପ୍ରାର୍ଥୀ ।…

କନକ ବ୍ୟୁରୋ : ରାତିପାହିଲେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଲୋକସଭା ଆସନରେ ନିର୍ବାଚନ ହେବ । ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଏହି ନିର୍ବାଚନ ହେବ । ଏଥିପାଇଁ ଷ୍ଟ୍ରଂଗ ରୁମରୁ ଇଭିଏମ ଓ ମତଦାନ ପାଇଁ…

ନାମାଙ୍କନ ପତ୍ର ଦାଖଲ ବେଳେ ରିଟର୍ଣ୍ଣିଂ ଅଫିସରଙ୍କ ରୁମରେ ପ୍ରାଣାୟମ କଲେ ବାବା ରାମଦେବ । ଭିଡିଓ ହେଲା ଭାଇରାଲ

ଯୋଗକୁ ଏକ ନୂଆ ପରିଚୟ ଦେଇଥିବା ବାବା ରାମଦେବଙ୍କୁ କିଏ ବା ନ ଜାଣିଛି । ଟିଭି ଇଣ୍ଟରଭ୍ୟୁ ଠାରୁ ଆରମ୍ଭ କରି ଅନେକ ଲୋକପ୍ରିୟ ସୋ’ରେ ସୁଯୋଗ ମିଳିଲେ ରାମଦେବ ଯୋଗ କରିବାକୁ ପଛାନ୍ତି ନାହିଁ । କିନ୍ତୁ ଆଜି ଏଭଳି ଏକ ସ୍ଥାନରେ ବାବା ରାମଦେବ ଯୋଗ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ…

ନିର୍ବାଚନୀ ମଇଦାନରେ ଦୁଇ ପୀଢିର ନାରୀନେତ୍ରୀ । ମାଳତୀ ବନାମ ନନ୍ଦିନୀ ଲଢେଇ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ସେମାନେ ଥିଲେ ଦୁଇ ଭିନ୍ନ ଭିନ୍ନ ପିଢ଼ିର ପ୍ରତିନିଧି । ଠିକ୍‌ ମା’ ଝିଅ ପରି । ଜଣେ ସେବା ଓ ତ୍ୟାଗର ମହାନ ପ୍ରତିମା ମା’ ମାଳତୀ ଚୌଧୁରୀ ଏବଂ ଅନ୍ୟ ଜଣେ ଏଇ ମାଟିର ନନ୍ଦିନୀ, ନନ୍ଦିନୀ ଶତପଥୀ । ଜଣେ ସାହସିନୀ, ସମର୍ପିତା, ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର…

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ୍ ନେଇ ବଢିଲା ଚର୍ଚ୍ଚା, ଫ୍ଲାଇଂ ସ୍କ୍ୱାର୍ଡର ଅଧିକାରୀ ତନଖି…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଂଚ ବେଳେ ଯୁକ୍ତିତର୍କ, ଆଉ ଏପଟେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ହେବା ଖବର ଆସିବା ପରେ ଏବେ ଆଉ ଏକ ଖବରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ…