Daily Archives

April 15, 2019

ବିଶ୍ୱକପ ଲଢେଇ ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା । ଏହି ୮ ଜଣ ଖେଳାଳୀ ପ୍ରଥମ ଥର ପାଇଁ ଖେଳିବେ ବିଶ୍ୱକପ ।

କନକ ବ୍ୟୁରୋ : ମହାସମର ପାଇଁ ସମରସଜ୍ଜା । ବିଶ୍ୱକପ୍ ପାଇଁ ବିରାଟ ବାହିନୀ । ଆସନ୍ତା ୨୦୧୯ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । ବିଶ୍ୱ କପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ବିରାଟ କୋହଲି । ରୋହିତ ଶର୍ମାଙ୍କ ହାତରେ ଉପ-ଅଧିନାୟକ ଦାୟିତ୍ୱ…

ଜମୁଛି ପ୍ରଚାର, ତେଜୁଛି ରାଜନୀତି ! ଭୋଟ୍ ପାଇଁ ଚାଲିଛି କସରତ, ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖଉଛି ପ୍ରଚାର ମଇଦାନ ସେତିକି ଜୋରରେ କମ୍ପିବାରେ ଲାଗିଛି । ଜନତାଙ୍କୁ  ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ନେତା । ଆସନ୍ତା ୧୮ ତାରିଖରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରଚାରରେ…

ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡିଶା । ନବୀନଙ୍କ ଟାର୍ଗେଟରେ ମୋଦି ସରକାର, କହିଲେ କାଳିଆ ଯୋଜନା ବନ୍ଦ କରିବାକୁ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡିଶା । ବିଶାଳ ରୋଡ ସୋ’ ସହ ଏକାଧିକ ଜନସଭା । ଆଉ ସବୁଠି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଥିଲେ ମୋଦି ସରକାର । ନବୀନ କହିଥିଲେ ଓଡିଶା ଚାଷୀଙ୍କ କଥା ଶୁଣିବାକୁ ମୋଦିଙ୍କ ପାଖରେ ସମୟ ନାହିଁ । ଏହାଛଡା ଲୋକଙ୍କୁ ନବୀନ କହିଥିଲେ, କାଳିଆ ଯୋଜନା…

ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି କେତେ କୋଟିପତି ପ୍ରାର୍ଥୀ? ଜାଣନ୍ତୁ କାହା ପାଖରେ ଅଛି ସବୁଠୁ ଅଧିକ…

କନକ ବ୍ୟୁରୋ : ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ଅନେକ ହେଭିୱେଟ ନେତା ଦ୍ୱିତୀୟ ପର୍ଯ୍ୟାୟରେ ନିଜ ରାଜନୈତିକ ଭାଗ୍ୟ ପରୀକ୍ଷା କରିବେ । ବିଜେଡି ସୁପ୍ରିମୋଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ…

ରାହୁଲ ଓ ପ୍ରିୟଙ୍କାଙ୍କ ନିର୍ବାଚନୀ ପ୍ରଚାର ! ମୋଦିଙ୍କୁ କଲେ ଟାର୍ଗେଟ୍, କହିଲେ ମୋଦି ଯଦି ରାଷ୍ଟ୍ରବାଦୀ, ତେବେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । କମ୍ପୁଛି ପ୍ରଚାର ମଇଦାନ । ଆଜି ଉତ୍ତରପ୍ରଦେଶ ଆଗ୍ରାର ଫତେହପୁର ସିକରୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିଛନ୍ତି । ଫତେହପୁର ସିକରୀରୁ କଂଗ୍ରେସ ପ୍ରାର୍ଥୀ ରାଜ…