ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ! ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ, ୫ଟା ଯାଏଁ ୬୬% ମତଦାନ ।
କନକ ବ୍ୟୁରୋ : କାଁଭାଁ ଗୋଟିଏ ଦୁଇଟି ସାମାନ୍ୟ ଅଘଟଣକୁ ଛାଡି ଦେଲେ ଆଜି ଅତି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଶେଷ ଖବର ସୁଦ୍ଧା ସଂଧ୍ୟା ୫ଟା ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି । କେତେକ ସ୍ଥାନରେ ଇଭିଏମ୍ ମେସିନର ସଠିକ୍ ବ୍ୟବହାର…