Daily Archives

April 7, 2019

ଏୟାରଷ୍ଟ୍ରାଇକ୍ ପରେ ଏବେ ବି ଆତଙ୍କିତ ଅବସ୍ଥାରେ ପାକିସ୍ତାନ । ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ଇମ୍ରାନ୍, କହିଲେ…

କନକ ବ୍ୟୁରୋ : ବାଲାକୋଟ ଆକ୍ରମଣ ପରେ ଏବେ ବି ଆତଙ୍କିତ ଅବସ୍ଥାରେ ପାକିସ୍ତାନ । ଭାରତୀୟ ସେନା ପାକିସ୍ତାନ ମାଟିରେ ପଶି ଏୟାରଷ୍ଟ୍ରାଇକ୍ କରିବାକୁ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ପାକର ଭୟ ଛାଡିନି । ଭାରତ ପୁଣି ଥରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛନ୍ତି ପାକ୍…

୨୦୨୫ ସୁଦ୍ଧା ଅଧିକ ଶକ୍ତିଶାଳୀ ହେବ ଭାରତ ! ମହାକାଶରେ ଥିବ ୧୦୦ଟି ଭାରତୀୟ ସାଟେଲାଇଟ୍ । 

ଆସନ୍ତା ୨୦୨୫ ସୁଦ୍ଧା ମହାକାଶରେ ଭାରତର ପ୍ରାୟ ୧୦୦ଟି ଉପଗ୍ରହ ପୃଥିବୀ ପରିକ୍ରମା କରୁଥିବ । ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଭାରତ ସରକାର । ଏ ସଂପର୍କରେ ରାଷ୍ଟ୍ରୀୟ ସୁରକ୍ଷା ଉପ-ପରାମର୍ଶଦାତା ପଙ୍କଜ ସରନ କହିଛନ୍ତି ଯେ ଏବେ ଆମର ୪୯ଟି ସାଟେଲାଇଟ ବା ଉପଗ୍ରହ ଥିବାବେଳେ ୨୦୨୫ ସୁଦ୍ଧା…

ବିଜେପିକୁ ବିଜେଡିର ଟାର୍ଗେଟ ! ବିଭିନ୍ନ ପ୍ରସଙ୍ଗ ଉଠାଇ ପଚାରିଲା ୧୫ଟି ପ୍ରଶ୍ନ । 

କନକ ବ୍ୟୁରୋ: ବିଜେପି ଇସ୍ତାହାରକୁ ନେଇ ପ୍ରଶ୍ନ ପଚାରିଲା ବିଜେଡି । ଆଜି ବିଜେପିର ଇସ୍ତାହାରକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ୧୫ଟି ପ୍ରଶ୍ନ କରିଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା, ବ୍ରାହ୍ମଣୀ ସେତୁ, ରାଉରକେଲାରେ ହସ୍ପିଟାଲ ଭଳି ବିଭିନ୍ନ ପ୍ରସଙ୍କ ଉଠାଇ ବିଜେପିକୁ…

୨୦୧୯ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ। ବାଲୁକା କଳାରେ ଭୋଟରଙ୍କୁ ସଚେତନ କରାଉଛନ୍ତି ବାଲୁକାଶିଳ୍ପୀ…

କନକ ବ୍ୟୁରୋ: ବାଲୁକା କଳାରେ ଭୋଟ୍ ଦେବାକୁ ଆହ୍ୱାନ । ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ହୋଇଥିବା ବାଲୁକା କଳାକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଦିନ କେଇଟା…

ଆଇପିଏଲରେ ପରାଜୟର ସିକ୍ସର ମାରିଲା ବିରାଟ ବାହିନୀ । ଆରସିବି ନାଁରେ ଯୋଡି ହେଲା ନୂଆ ରେକର୍ଡ

ଆଇପିଏଲରେ ପରାଜୟର ସିକ୍ସର ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତାରକା ଖଚିତ ଆରସିବିକୁ ସତେ ଯେମିତି ବିଜୟ ପାଇଁ ସାଥ୍ ଦେଉନାହିଁ ଭାଗ୍ୟ । ଲଗାତାର ୬ଟି ମ୍ୟାଚ୍ ପରାଜୟ ପରେ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିବା ଆଶଙ୍କା ଦେଖା ଦେଇଛି । ଆଜି ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ପରାଜୟବରଣ…

ପାଖଉଛି ନିର୍ବାଚନ, ଜମୁଛି ପ୍ରଚାର ! ଉପକୂଳରୁ ଉପାନ୍ତ, ଭୋଟ୍ ପାଇଁ ଚାଲିଛି କସରତ । ଘର ଘର ବୁଲି ପ୍ରଚାର କରୁଛନ୍ତି…

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଲାଣି ନିର୍ବାଚନ ପ୍ରଚାର । ଉପକୂଳ କେନ୍ଦ୍ରାପଡା ଆଳିରୁ ଉପାନ୍ତ ମାଲକାନଗିରି ଜିଲ୍ଲା ସବୁଠି ଜମିଲାଣି ନିର୍ବାଚନୀ ପ୍ରଚାରର ମାହୋଲେ । ସେହିପରି କଟକରୁ କାମାକ୍ଷାନଗର ଗାଁ ଗାଁ ଓ ସାହି ସାହି ବୁଲି ପ୍ରଚାରରେ ଲାଗି ପଡିଛନ୍ତି ତିନି…