Daily Archives

April 5, 2019

ରାହୁଲଙ୍କ ବାୟୋପିକରେ କିଏ ହେବ ହିରୋଇନ ? ଜାଣନ୍ତୁ କଣ ଉତ୍ତର ଦେଲେ କଂଗ୍ରେସ ଅଧ୍ୟକ୍ଷ

‘ମୁଁ କାମକୁ ବିବାହ କରିଛି’ ଏପରି ଜଟିଳ ଉତ୍ତର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଉପରେ ନିର୍ମାଣ କରାଯାଉଥିବା ବାୟୋପିକରେ ତାଙ୍କ ନାୟିକା ଭାବେ ସେ କାହାକୁ ଦେଖିବାକୁ ଚାହାଁନ୍ତି ବୋଲି ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ରାହୁଲ ଶୁକ୍ରବାର ଏପରି ମତ…

ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ରକୁ ବିଜେପିର ଚ୍ୟାଲେଞ୍ଜ ! ଅଫିସର ଅଫ ପ୍ରଫିଟ୍ ଉପରେ…

କନକ ବ୍ୟୁରୋ: ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ରକୁ ଚ୍ୟାଲେଂଜ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନିତିଶ ଗଙ୍ଗଦେବ । ନଳିନୀ ପ୍ରଧାନ ଅଫିସର ଅଫ ପ୍ରଫିଟ୍ ଉପରେ ସତ୍ୟପାଠ ଦାଖଲ କରିନଥିବା ଅଭିଯୋଗ କରିଛି ବିଜେପି । ତେଣୁ ନଳିନୀ ପ୍ରଧାନଙ୍କ…

ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ କିଡନୀ ସମସ୍ୟା ଦେଖାଯିବା ସହ ବଢିଥାଏ ଓଜନ ! ବେଳ ଥାଉ ଥାଉ ସତର୍କ ରୁହନ୍ତୁ ।

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍ନୀକୁ ଦରକାରଠାରୁ ଅଧିକ କାମ କରିବାକୁ…

ରୋଷେଇଶାଳରୁ ପ୍ରଚାର ମୈଦାନ: ଆସ୍କା ଲୋକସଭା ପାଇଁ ପ୍ରମିଳା ବିଶୋଇ କ୍ୟାମ୍ପେନିଂ, ଗୀତ ଗାଇ ଭୋଟରଙ୍କୁ ହାତେଇବାକୁ କଲେ…

କନକ ବ୍ୟୁରୋ: ଆସ୍କାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନରେ ଅଛନ୍ତି । ଆସ୍କା ଲୋକସଭାରୁ ପ୍ରମିଳା ବିଶୋଇ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଢୁ କିଶୋର ସ୍ୱାଇଁଙ୍କ ପତ୍ନୀ…

କେଉଁଠି ଝିଅ ପାଇଁ ତ କେଉଁଠି ପୁଅ ପାଇଁ ପ୍ରଚାର ମୈଦାନରେ ଓହ୍ଲାଇଲେ ବାପା । ଘର ଘର ବୁଲି ମାଗୁଛନ୍ତି ଭୋଟ୍

କନକ ବ୍ୟୁରୋ: କେଉଁଠି ଝିଅ ପାଇଁ ତ କେଉଁଠି ପୁଅ ପାଇଁ ପ୍ରଚାର ମଇଦାନରେ ଅବତିର୍ଣ୍ଣ କରିଛନ୍ତି ବାପା । ଗୁଣୁପୁରୁ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ପୁଅ ଶିଶିର ଗମାଙ୍ଗଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ…

ମସୁଦ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରହାର ! କହିଲେ ଯେ ବୋଟି ବୋଟି କରୁଥିବା ଶ୍ରୀମାନ ହେଉଛନ୍ତି କଂଗ୍ରେସ ଯୁବରାଜଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ସହାରନପୁରରେ ଏକ ଜନସଭାରେ ସମ୍ବୋଧିତ କରୁଥିବା ବେଳେ ସେଠାରେ କଂଗ୍ରେସ ପ୍ରାର୍ଥୀ ଇମରାନ୍ ମସୁଦ୍ ଉପରେ ଟାର୍ଗେଟ୍ କରିଥିଲେ । ମୋଦି କହିଥିଲେ ଏଠାକାର ମାଂସ ଟୁକୁଡା ଟୁକୁଡା କରୁଥିବା ଜଣେ ଶ୍ରୀମାନ ଅଛନ୍ତି ଯେ କଂଗ୍ରେସ…