Daily Archives

April 5, 2019

ନିର୍ବାଚନ ପ୍ରଚାର ପାଇଁ ପୂରା ଫିଟ୍ ନବୀନ । ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ, ଦେଖନ୍ତୁ ନବୀନଙ୍କ…

କନକ ବ୍ୟୁରୋ : ନବୀନଙ୍କ ନିଆରା ଅନ୍ଦାଜ । ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ । ଗତ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ନବୀନ ନିଜକୁ ଫିଟ୍ ରଖିବା ପାଇଁ କଣ କରନ୍ତି ତାହାର ଭିଡିଓ…

ପ୍ରକାଶ ପାଇଲା IAS ଫଳାଫଳ । କନିଷ୍କ କଟାରିଆ ଟପ୍ପର, ୧୧୮ ତମ ସ୍ଥାନରେ ଓଡିଶାର ସୌମ୍ୟରଞ୍ଜନ ରାଉତ

କନକ ବ୍ୟୁରୋ : ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କନିଷ୍କ କଟାରିଆ ଆଇଏଏସ ଟପ୍ପର ହୋଇଥିବା ବେଳେ ଅକ୍ଷତ ଜୈନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଜୁନେଦ ଅହମ୍ମଦ, ଚତୁର୍ଥ ସ୍ଥାନରେ…

ବିଜେଡି ନେତା ନବ ଦାସଙ୍କ ବିବାଦୀୟ ବୟାନ: ଉଦବୋଧନ ଦେବା ବେଳେ କୁଚିଣ୍ଡାରେ ଲୋକଙ୍କୁ ଦେଖାଇଲେ ଲୋଭ

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ବିଜେଡି ଝାରସୁଗୁଡା ବିଧାୟକ ପ୍ରାର୍ଥୀ ନବ ଦାସଙ୍କ ବିବାଦୀୟ ବୟାନ । ସମ୍ବଲପୁର ଲୋକସଭା କ୍ଷେତ୍ର କୁଚିଣ୍ଡା ନିର୍ବାଚନ ମଣ୍ଡଳିରେ ଆୟୋଜିତ ନିର୍ବାଚନୀ ସଭାରେ ନବ ଦାସ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସେ କହିଛନ୍ତି…

ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ କଟିଲା । ଜୟଦେବ ଆସନରୁ କଂଗ୍ରେସ ପ୍ରାର୍ଥୀ…

କନକ ବ୍ୟୁରୋ : ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ନାଁ କଟିଲା । ନାମାଙ୍କନପତ୍ର ଯାଞ୍ଚ ପରେ ଜୟଦେବ ଆସନ ଲଢେଇରୁ କଂଗ୍ରେସ ବିଦା ହୋଇଛି । କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି । ପ୍ରାର୍ଥୀପତ୍ରରେ ତ୍ରୁଟି ଥିବା କାରଣରୁ…

ନିର୍ବାଚନ ସଭାରେ ନବୀନଙ୍କ ବଡ଼ ଘୋଷଣା: କହିଲେ, ସରକାର ଗଠନର ପ୍ରଥମ ଦିନରେ ହିଁ ୨୫ ଲକ୍ଷ ଚାଷୀଙ୍କୁ ମିଳିବ ୧୦ ହଜାର…

କନକ ବ୍ୟୁରୋ: ଜୟପୁରଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଦଳ ବିଜୟୀ ହେଲେ ପ୍ରଥମ ଦିନ ହିଁ କାଳିଆ ଟଙ୍କା ପାଇ ନଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଦୁଇ କିସ୍ତିର ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେପଟେ କାଳିଆ ଟଙ୍କାକୁ ବନ୍ଦ…

ଡବଲ ଇଂଜିନ ଥିଓରୀକୁ ନେଇ ରାଜନୀତି: ମୋଦୀଙ୍କୁ କାଉଂଟର କରି ନବୀନ କହିଲେ ମହିଳା ସଶକ୍ତିକରଣ ହିଁ ବିକାଶର ଡବଲ…

କନକ ବ୍ୟୁରୋ: ଏବେ ଡବଲ ଇଂଜିନ ଥିଓରୀକୁ ନେଇ ସରଗରମ ରାଜନୀତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ସଶକ୍ତିକରଣ ହିଁ ବିକାଶର ଡବଲ ଇଂଜିନ କହିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ନିଜ ବକ୍ତବ୍ୟରେ ବିଦେଶର ମହିଳାଙ୍କ କଥା କହୁଥିବା…