Daily Archives

April 4, 2019

ବିଜେପିର ହେଭିୱେଟ୍ ନେତାଙ୍କୁ ଆଡଭାନୀ ମାରିଲେ ତେରଛା ବାଣ ! କହିଲେ, ବିଜେପିକୁ ବିରୋଧ କରିବା ଦେଶଦ୍ରୋହ ନୁହେଁ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ, ବଡ ବୟାନ ରଖିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଏଥର ନିର୍ବାଚନରେ ଟିକେଟ ପାଇନଥିବା ଲାଲକୃଷ୍ଣ ଆଡଭାନୀ ଆଜି ଦଳର ମୁଖିଆମାନଙ୍କୁ ଏପରି ଏକ ତେରେଛା ବାଣ ମାରିଛନ୍ତି, ଯେ ସେମାନେ ଅପ୍ରସ୍ତୁତ…

ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଲେ ନବୀନ । କହିଲେ, ମହିଳା ସଶକ୍ତିକରଣ ହିଁ ଦେଶ ବିକାଶର ପ୍ରକୃତ ଡବଲ ଇଞ୍ଜିନ ।

କନକ ବ୍ୟୁରୋ : ମହିଳା ସଶକ୍ତିକରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ । ମୋଦି ଓ ଅମିତ ଶାହାଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ତେରଛା ବାଣ ମାରି ନବୀନ ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଇଛନ୍ତି । ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାର ଉଦାହରଣ ଦେବାକୁ ଯାଇ ନବୀନ ନ୍ୟୁଜିଲାଣ୍ଡ…

ଯେଉଁଠି ଦିନେ ନେତାଙ୍କ ପାଦ ପଡୁନଥିଲା, ଏବେ ସେଠି ଜମୁଛି ମେଳି । ଚାଲିଛି ନିଆରା ପ୍ରଚାର, ଭୋଟରଙ୍କୁ ମନାଇବାକୁ ହାଟ…

କନକ ବ୍ୟୁରୋ : ହାଟ ଭିତରେ ନେତାଙ୍କ ପ୍ରଚାର । ନିର୍ବାଚନ ପ୍ରଚାର ପାଇଁ କୌଣସି ସୁଯୋଗ ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି ନେତା । ଯେଉଁ ଅଂଚଳରେ ଦିନେ ସେମାନଙ୍କ ପାଦ ପଡୁନଥିଲା, ସେଠାରେ ଏବେ ନେତାଙ୍କ ଲାଇନ୍ ଲାଗୁଛି । ରାୟଗଡ଼ାର କାଶୀପୁର ଓ ବିଷମ କଟକର ଚାଟିକଣା ସାପ୍ତାହିକ ହାଟରେ…

ବହୁ ପ୍ରତିକ୍ଷିତ ପିଏମ୍ ମୋଦି ସିନେମା ରିଲିଜ୍ : ୮ ତାରିଖରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ନିର୍ବାଚନ ପୂର୍ବରୁ ରିଲିଜ୍ ହେବ ନା ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଏହି ବାୟୋପିକର ରିଲିଜ୍ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ଏକ ଯାଚିକାକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ୮…

ଶସ୍ତା ହେବ ଗୃହ ଓ କାର ଋଣର ଇଏମଆଇ ! ତ୍ରୟମାସିକ ମୂଦ୍ରାନୀତି ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ଲଗାତାର ଦ୍ୱିତୀୟ…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିଥିବା ଘୋଷଣା କରିଛି । ଏହି କ୍ରମରେ ସୁଧହାର ବା ରେପୋରେଟ ୨୫ ବିପିଏସ ପଏଂଟ ହ୍ରାସ କରାଯାଇଛି । ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬…