Daily Archives

April 2, 2019

ଭବାନୀପାଟଣାରେ ମୋଦିଙ୍କ ନିର୍ବାଚନୀ ସଭା । ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ ରାଜ୍ୟର…

କନକ ବ୍ୟୁରୋ : କଂଗ୍ରେସ ଓ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭବାନୀପାଟଣାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁଁ…

ନାଁ ଭରିଲେ ନେତା ! ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ପଟୁଆର, ସମର୍ଥକଙ୍କ ସହ କଲେ ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ : ଆସନ୍ତା ୧୧ ତାରିଖରେ ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ନେତାମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରାରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଦାଖଲ କରିଛନ୍ତି…

ପାଖଉଛି ନିର୍ବାଚନ, ଜୋର ଧରୁଛି ପ୍ରଚାର ! ହାତ ଯୋଡି ଜନତାଙ୍କ ଶରଣରେ ନେତା, କରୁଛନ୍ତି ଭୋଟ୍ ଭିକ୍ଷା ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଛାତିରେ ସେତିକି ଛନକା ପଶୁଛି । କଳେ ବଳେ କୌଶଳେ ଜନତାଙ୍କ ପାଖରେ ପହଂଚିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ନେତା । ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବାଇକ ରାଲି ଶୋଭାଯାତ୍ରାରେ ଜନତାଙ୍କ ନିକଟରେ ଭୋଟ ଭିକ୍ଷା…

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ । ଏକାସଙ୍ଗରେ ଦଳରୁ ଇସ୍ତଫା ଦେଲେ ୫ ଶହ କର୍ମୀ

କନକ ବ୍ୟୁରୋ : ଟିକି ଅପା (ଅପରାଜିତା)ଙ୍କୁ ପ୍ରାର୍ଥୀ ଘୋଷଣା କଲା ପରେ ଏବେ ବିଜେପିର ଟେନସନ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ…

କ’ଣ ଭାବୁଛି ଓଡିଶା ! ଆସିଲା ଏଡିଆର ରିପୋର୍ଟ, ୭୫ ପ୍ରତିଶତ କହିଲେ ଦଳଠାରୁ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ, ୧୫ ପ୍ରତିଶତ…

କନକ ବ୍ୟୁରୋ : ନିର୍ବାଚନ ନେଇ କଣ ଭାବୁଛି ଓଡିଶା । କଣ ରହିଛି ମତାଦାତାଙ୍କ ଆଚରଣ ? ଏ ନେଇ ଏଡିଆର ପକ୍ଷରୁ ଆସିଛି ମତାଦାତାଙ୍କ ମୁଡ୍ ଅନୁଧ୍ୟାନ । ଆସନ୍ତୁ ଜାଣିବା କଣ କହୁଛି ରିପୋର୍ଟ । ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ ଅଫ ଇଲେକ୍ସନ ରିଫର୍ମସ, ଏଡିଆର ପକ୍ଷରୁ କରାଯାଇଛି ଭୋଟରଙ୍କ…

ପ୍ରମିଳାଙ୍କ ଠାରୁ ଆରମ୍ଭ, ଚନ୍ଦ୍ରାଣୀଙ୍କ ପାଖରେ ଶେଷ । ଦକ୍ଷିଣରୁ ଉତ୍ତର, ୨୧ ଆସନରୁ ୭ ମହିଳାଙ୍କୁ ମୈଦାନକୁ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ କଥା ଦେଇଥିଲେ, ପ୍ରାର୍ଥୀ ଘୋଷଣା ସହ ନିଜ କଥା ରଖିଛନ୍ତି ବିଜେଡି ସୁପ୍ରିମୋ । ଆଉ ଏହାସହ ନବୀନ ଦର୍ଶାଇଛନ୍ତି ଯେ, ସେ ଯାହା କୁହନ୍ତି ତାହାକୁ ପୂରଣ କରି ଦେଖାନ୍ତି । ନିର୍ବାଚନ ପୂର୍ବରୁ ମୋଟ ଆସନର ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ…