Daily Archives

March 31, 2019

ସୁନ୍ଦରଗଡ଼ରେ ଏଥର ତ୍ରିକୋଣୀୟ ଲଢେଇ ! ଉଷ୍ମ ହେଉଛି ପ୍ରଚାର ରାଜନୀତି, ଜୁଏଲ ଓରାମଙ୍କୁ ଟକ୍କର ଦେଉଛନ୍ତି ସୁନୀତା…

କନକ ବ୍ୟୁରୋ : ଏକଦା କଂଗ୍ରେସ ଓ ବିଜେପିର ଗଡ ଥିବା ସୁନ୍ଦରଗଡ ଲୋକସଭା ଆସନରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ବିଜେପି ଏଠାରେ ସାଂସଦ  ଜୁଏଲ୍ ଓରାମଙ୍କୁ ରିପିଟ୍ କରିଛି । ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ଜର୍ଜ ତୀର୍କୀଙ୍କୁ ପ୍ରାର୍ଥୀ କରିଛି । ସେପଟେ କଂଗ୍ରେସ ଛାଡି…

୯ଟି ଆସନରୁ ୫ଟି ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି ! ଜାଣନ୍ତୁ କାହାର କଟିଲା ଟିକେଟ୍, କାହାକୁ ପୁଣି ଭରସିଲେ ନବୀନ ।

କନକ ବ୍ୟୁରୋ : ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ନବୀନ ନିବାସରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସବୁଠାରୁ ବଡ କଥା ହେଉଛି, ମୋଟ ୯ଟି ବିଧାନସଭା ଆସନରୁ…

‘ପଦ୍ମ’ ଟିକେଟ୍ ପ୍ରତ୍ୟାଖାନ କରି ବିଜେପି ଛାଡ଼ିଥିଲେ, ବିଜେଡି ଦେଲା ଟିକେଟ୍ । ଆନନ୍ଦପୁର ବିଧାନସଭା ବିଜେଡି ପ୍ରାର୍ଥୀ…

କନକ ବ୍ୟୁରୋ: ଦୁଇ ଦିନ ତଳେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ ଆଜି ଟିକେଟ୍ ଦେଲେ ବିଜେଡି ସୁପ୍ରିମୋ । ଆନନ୍ଦପୁର ପୂର୍ବତନ ବିଧାୟକ ଭାଗୀରଥୀ ସେଠୀଙ୍କୁ ବିଜେଡି ଏହି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଛି । ନବୀନ ନିବାସରେ ଏନେଇ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ…

ପିପିଲିରେ ପରାକ୍ରମ ଦେଖାଇବେ ମହାରଥୀ । ପୁଣି ମହାରଥୀଙ୍କ କାନ୍ଧରେ ପିପିଲି ଭାର ଦେଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ପୁଣି ଥରେ ପିପିଲିରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀ । ୨୦୧୯ ସାଧାରଣ ନିର୍ବାଚନରେ ପିପିଲି ବିଧାନସଭା ଆସନ ପାଇଁ ପ୍ରଦୀପ ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ…

୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କିଏ ପାଇଲେ ଟିକେଟ୍ ?

କନକ ବ୍ୟୁରୋ: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ନବୀନ ନିବାସରେ ବିଜେଡି ସୁପ୍ରିମୋ ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଏହି ତାଲିକା ମୁତାବକ କେଉଁ ଆସନରୁ କିଏ ବିଜେଡି ଟିକେଟ୍…