Daily Archives

March 29, 2019

ନିର୍ବାଚନ ପାଇଁ ଜମିଲା ପ୍ରଚାର । ଗାଁଠୁ ସହର ଭୋଟ ପାଇଁ କ୍ୟାମ୍ପେନିଂ କରୁଛନ୍ତି ନେତା, ଭୋଟରଙ୍କୁ ମନାଇବାକୁ ନୂଆ…

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଜୋର ଲଗାଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନେତା । କର୍ମୀ ଓ ସମର୍ଥକଙ୍କ ସହ ରାଲି, ଶୋଭାଯାତ୍ରା କରି ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ନେତା । ଆଜି ଦିନତମାମ ସାରା ରାଜ୍ୟ ଦେଖିବାକୁ ମିଳିଥିଲା ନିର୍ବାଚନ ପ୍ରଚାର । ସୁନ୍ଦରଗଡ…

ପୁରୁଖାଙ୍କୁ ବାଦ୍, ଯୁବ ନେତାଙ୍କୁ ସୁଯୋଗ । ନବୀନଙ୍କ ପ୍ରାର୍ଥୀ ତାଲିକାର ହାଇଲାଇଟ୍ସ

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଉ ୧୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ କିଛି ପୁରୁଣା ମୁହଁଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ମୁହଁଙ୍କୁ ସୁଯୋଗ ମିଳିଛି । ଏପରିକି ଏହି ତାଲିକାରେ ହେଭିୱେଟଙ୍କ ନାଁ ମଧ୍ୟ ରହିଛି ।…

ଓଡ଼ିଶାରେ ମାଓ ଦମନ ନେଇ ସାର୍ଟିଫିକେଟ୍ ଦେଇଥିଲେ ଗୃହମନ୍ତ୍ରୀ । ଆଜି ମୋଦି କଲେ ସମାଲୋଚନା, ସତ କହୁଛି କିଏ ?

କନକ ବ୍ୟୁରୋ: ଓଡ଼ିଶା ନିର୍ବାଚନୀ ମୈଦାନକୁ ଓହ୍ଲାଇ କୋରାପୁଟର ଜୟପୁର ସଭାରେ ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବଂ ଯେଉଁ ସବୁ ଅଭିଯୋଗ ରାଜ୍ୟ ସରକାରଙ୍କ ଉପରେ ଲାଗାଛନ୍ତି ତାହା ମଧ୍ୟରୁ ମାଓ ଦମନ ପ୍ରସଙ୍ଗ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର…

୧୮ ଟିରୁ ୯ ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡ଼ି ! ନୂଆ ମୁହଁ ଉପରେ ଆସ୍ଥା ପ୍ରକଟ କଲେ ବିଜେଡ଼ି ସୁପ୍ରିମୋ

କନକ ବ୍ୟୁରୋ : ୧୮ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ବଳକା ଥିବା କିଛି ଆସନ ପାଇଁ ଶାସକ ଦଳ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୧୮ଟି ବିଧାନସଭା ଆସନ ପାଇଁ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଥିବା…

ପାରାଦୀପ ପାଇଁ ଟିକେଟ୍ ପାଇଲେ ସମ୍ବିତ ରାଉତରାୟ । ବାପାଙ୍କ ସଫଳତାକୁ ଦୋହରାଇ ପାରିବେ କି ପୁଅ ?

କନକ ବ୍ୟୁରୋ: ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ମିଳିଲା ବିଜେଡି ଟିକେଟ୍ । ପାରାଦୀପରୁ ଲଢ଼ିବେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଏନେଇ ନବୀନ ନିବାସରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦୀର୍ଘ ଦିନ ଦାମଙ୍କ…

ବଳକା କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ । ପାରାଦ୍ୱୀପରୁ ଲଢିବେ ଦାମଙ୍କ ପୁଅ, ଜାଣନ୍ତୁ ଆପଣଙ୍କ…

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ବଳକା କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଦଳପତି ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି । ପାରାଦ୍ୱୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ…