Daily Archives

March 28, 2019

ରାଜନୀତିରେ ନୂଆ ଋଣନୀତି । ବାପା ଗଲେ ପୁଅ ଆସିଲେ । ୨୦୧୯ ନିର୍ବାଚନରେ ବାପାଙ୍କ ବଦଳରେ ଲଢିବେ ପୁଅ ।

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ବାପାଙ୍କ ବଦଳରେ ଲଢିବେ ପୁଅ । ବିଜେଡି ସୁପ୍ରିମୋଙ୍କ ଏହି ନିଷ୍ପତି ପରେ ଆଜି ତିନି ହେବିୱେଟ ବିଜେଡି ନେତାଙ୍କ ପୁଅମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଗଣମାଧ୍ୟମକୁ ତିନି ନେତାଙ୍କ ପୁଅ ଦେଇଥିବା ପ୍ରତିକ୍ରିୟାରୁ ଗୋଟିଏ ଆଭାସ ମିଳୁଛି…

ବିଜେପିକୁ ଫେରିଲେ ବିଜୟ ମହାପାତ୍ର । କହିଲେ, ପୁରୁଣା କଥା ଭୁଲି ଆଗକୁ ବଢ଼ିବାକୁ ନେଇଛନ୍ତି ସଂକଳ୍ପ

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘର ବାହୁଡାକୁ ନେଇ ଜୋରଦାର ଚର୍ଚ୍ଚା । ବିଜେପିକୁ ଫେରିଲେ ବିଜୟ ମହାପାତ୍ର । ପୁରୁଣା କଥା ଭୁଲି ନୂଆ ସଂକଳ୍ପ ନେଇ ଗେରୁଆ ଶିବିରକୁ ଫେରିଥିବା କହିଛନ୍ତି ବିଜୟ । ଦଳ ଯେଉଁଠୁ ଚାହିଁବ ସେ ସେହିଠାରୁ ନିର୍ବାଚନ ଲଢିବେ ।…

୨୦୧୯ ନିର୍ବାଚନରେ ବଡ ଲଢ଼େଇ ଦେଖିବ ଭୁବନେଶ୍ୱର । ପୂର୍ବତନ ଆଇଏଏସ୍ ବନାମ ପୂର୍ବତନ ଆଇପିଏସ୍ । ଅପରାଜିତାଙ୍କୁ ଟକ୍କର…

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ଦେଖିବାକୁ ମିଳିବ ହାଇପ୍ରୋଫାଇଲ୍ ଲଢେଇ । ଅରୂପ ପଟନାୟକ ବନାମ୍ ଅପରାଜିତା ଷଡଙ୍ଗୀ । ଆଗରୁ ଅପରାଜିତା ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଏବେ ପ୍ରଚାର ମୈଦାନରେ ଅଂଟା ଭିଡିଛନ୍ତି ଅରୂପ । ୧୯୯୮ରୁ ଏହି ଗଡକୁ ନିଜ ଦଖଲରେ ରଖି…

ଚାକିରି ଦେବାରେ ବିଫଳ ମୋଦି ସରକାର । ଅକ୍ସଫାମ ରିପୋର୍ଟ ଖୋଲିଲା ଗୁମର । ୨୦୧୪ ବେଳକୁ ଦେଇଥିଲେ ପ୍ରତିଶ୍ରୃତି ୨୦୧୯ରେ…

କନକ ବ୍ୟୁରୋ: ନିଯୁକ୍ତିକୁ ନେଇ ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ୍ ଇଣ୍ଡିଆ । ଏହି ରିପୋର୍ଟରେ କୁହାଯାଇଛି, ଦେଶ ଆଗଉଛି, ହେଲେ ନିଯୁକ୍ତି କମିବାରେ ଲାଗିଛି । ଜୀବିକା ହରାଉଛନ୍ତି ଲକ୍ଷ ଲକ୍ଷ ଲୋକ । କର୍ମକ୍ଷେତ୍ରରେ ଲିଙ୍ଗଭେଦ ଓ ମଜୁରୀରେ ଅସମାନତା ପରିଲଖିତ ହେଉଛି । ଠିକା କର୍ମଚାରୀଙ୍କ…

ବିଜେପିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ମୋଦି: ୟୁପି ମେରଠରୁ ବିରୋଧୀଙ୍କୁ କଲେ ଟାର୍ଗେଟ, କହିଲେ କଂଗ୍ରେସ ହଟିଲେ…

କନକ ବ୍ୟୁରୋ: ଆଜିଠାରୁ ବିଜେପିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତରପ୍ରଦେଶ ମେରଠରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମୋଦି । ମେରଠରରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମେରଠରେ ଆଜି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି…

ଭାଇଙ୍କ ଗଡ ବଂଚାଇବାକୁ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ୍ ! ବୁଥ କର୍ମକର୍ତ୍ତାଙ୍କୁ ଦେଲେ ବିଜୟ ମନ୍ତ୍ର, କହିଲେ, ଦଳ…

କନକ ବ୍ୟୁରୋ : ଭାଇଙ୍କ ଗଡ ବଂଚାଇବାକୁ ଭଉଣୀ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ । ଆମେଠିରେ ବୁଥ କର୍ମକର୍ତାଙ୍କୁ ବିଜୟ ମନ୍ତ୍ର ଦେଲେ କଂଗ୍ରେସ ସାଧାରଣ ସମ୍ପାଦିକା । ଆମେଠିରେ ବିଳମ୍ବିତ ରାତିରେ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି ପ୍ରିୟଙ୍କା ଏବଂ ସେମାନଙ୍କ ସହ ଆଲୋଚନା ମଧ୍ୟ…