Daily Archives

March 25, 2019

‘କାଳିଆ’ ଉପରେ ଆଚରଣ ବିଧି ! ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଲା ବିଜେଡି, କହିଲା ବିଜେପି ଚାପରେ…

କନକ ବ୍ୟୁରୋ : କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବାକୁ ଥିବା ଆର୍ଥିକ ସହାୟତା ଦେଇପାରୁ ନାହାଁନ୍ତି ସରକାର । ଏଥିିପାଇଁ ନିର୍ବାଚନ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଛି ବିଜେଡି । ଦଳ କହିଛି, ବିଜେପି ଚାପରେ ନିର୍ବାଚନ ଆଚରଣ ବିଧି ଆଳ ଦେଖାଇ ଏଭଳି କରୁଛନ୍ତି ନିର୍ବାଚନ ଅଧିକାରୀ । ଏହା ସହ…

ଭୋଟ୍ ପାଇଁ ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧି ! କହିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କ ବ୍ୟାଙ୍କ ଖାତାକୁ…

କନକ ବ୍ୟୁରୋ : ସରକାରକୁ ଆସିଲେ ଦେଶର ୫କୋଟି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବ କଂଗ୍ରେସ । ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବଡ ଘୋଷଣା କରି ସମସ୍ତଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଂଟି ଦେଇଛନ୍ତି । ନ୍ୟାୟ ନାଁରେ ନୂଆ ସ୍କିମ ଘୋଷଣା କରି ରାହୁଲ…

କଥା ଦେଇ କଥା ରଖିଲାନି କଂଗ୍ରେସ । ଜି.ଉଦୟଗିରିରେ କଟିଲା ବିଧାୟକ ଯାକବଙ୍କ ଟିକେଟ୍ ।

କନକ ବ୍ୟୁରୋ: ଜି.ଉଦୟଗିରି କଂଗ୍ରେସ ବିଧାୟକ ଯାକବ ପ୍ରଧାନଙ୍କ ଟିକେଟ୍ କାଟିଲା କଂଗ୍ରେସ । କିଛି ସମୟ ପୂର୍ବେ ଘୋଷଣା ହୋଇଥିବା କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକାରେ ଜି.ଉଦୟଗିରି କଂଗ୍ରେସ ବିଧାୟକଙ୍କୁ ଟିକେଟ୍ ନଦେଇ ସ୍ଥାନୀୟ କଂଗ୍ରେସ ନେତା ଶ୍ୟାମଘନ ପ୍ରଧାନଙ୍କୁ ଟିକେଟ୍ ଦେଇଛି ଦଳ…

ବିଜେଡିରେ ଯୋଗଦେଲେ , ବିଜେପି ନେତାଙ୍କ ଉପରେ ମନଇଚ୍ଛା ବର୍ଷିଲେ ରାଜକିଶୋର । କହିଲେ, ଯାହାର ୱାର୍ଡମେମ୍ବର ଜିତିବାର…

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଉ ଦେଉ ବିଜେପି ଉପରେ ବର୍ଷିଲେ ରାଜକିଶୋର ଦାସ । ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ରାଜ୍ୟ ବିଜେପି ଉପସଭାପତି ପଦରୁ ଗତକାଲି ଇସ୍ତଫା ଦେଇଥିବା ରାଜକିଶୋର ଆଜି ଶଙ୍ଖ ଶିବିରରେ ଏଣ୍ଟ୍ରି ମାରିଛନ୍ତି । ଆଉ ବିଜେଡିରେ ଯୋଗ ଦେବା ପରେ ଧର୍ମେନ୍ଦ୍ରଙ୍କ ଉପରେ…

ନିର୍ବାଚନ କୋଳାହଳରେ କମ୍ପିଲା ଓଡ଼ିଶା ! ଶୋଭାଯାତ୍ରା, ନାରାବାଜିରେ ନାଁ ଭରିଲେ ନେତା, ବିଜେପୁର ପାଇଁ ପ୍ରାର୍ଥୀପତ୍ର…

କନକ ବ୍ୟୁରୋ : ଆଜି ଦେଖିବାକୁ ମିଳିଥିଲା ରାଜନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଯେଉଁଥିପାଇଁ ୫ ବର୍ଷ କାଳ ନେତା ଅପେକ୍ଷା କରିଥାନ୍ତି, ସେହି ମୁହୁର୍ତ ଆସିଥିଲା ନେତାଙ୍କ ପାଇଁ । ଟିକେଟ୍ କସରତ ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନେତା । ବିରାଟ ପଟୁଆର ସହ ଜିନ୍ଦାବାଦ…

ବଦଳିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ୨ଟି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ, ବାକି ୨ଟି ଆସନ ପାଇଁ…

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଏହାସହ ଦୁଇଟି ଆସନରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପରିବର୍ତ୍ତନ କରିଛି କଂଗ୍ରେସ । ଜି ଉଦୟ ଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ…