Daily Archives

March 24, 2019

ବିଜେଡିରେ ସାମିଲ ହେଲେ ସାଧୁ-ସାରଙ୍ଗ । କଂଗ୍ରେସର ‘ହାତ’ ଛାଡ଼ି ‘ଶଙ୍ଖ’ ଧରିଲେ ସାଧୁ, ଘର ବାହୁଡ଼ିଲେ ସାରଙ୍ଗ ।

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ ଓ ବିଷମ-କଟକ ବିଜେପି ନେତା ତଥା ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା । ନବୀନ ନିବାସରେ ଉଭୟ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ‘ଶଙ୍ଖ’ ଧରିଛନ୍ତି । ତେବେ ନିକଟରେ ବରଗଡ଼ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳରୁ…

କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ । ଅନୁପ ନୁହେଁ କିଶୋରଙ୍କ ହାତରେ ବ୍ରଜରାଜନଗର ବିଜେଡିର ମଙ୍ଗ ଧରାଇଲେ ସୁପ୍ରିମୋ ।

କନକ ବ୍ୟୁରୋ: ଦୀର୍ଘ ଦିନର ଛାକପଞ୍ଝା ପରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅନୁପ ସାଏଙ୍କ ବଦଳରେ କିଶୋର ମହାନ୍ତିଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରୁ ନବଦାସଙ୍କୁ ଟିକେଟ୍ ଦେବାପରେ କିଶୋରଙ୍କୁ କିପରି ଥଇଥାନ…

୯ରୁ ୪ ବିଧାୟକଙ୍କ ଟିକେଟ କାଟିଲେ ବିଜେଡି ସୁପ୍ରିମୋ । ନୂଆ ମୁହଁଙ୍କ ଉପରେ ନବୀନଙ୍କ ଭରସା

କନକ ବ୍ୟୁରୋ : ଘୋଷଣା ହେଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ…

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ ।

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାକି ଥିବା ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ । ଏହି ଆସନଗୁଡିକ ହେଲା ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର, ମାଲକାନଗିରି, ବୀରମିତ୍ରପୁର, ଲୋଇସିଂହା,…

୨୧ରୁ ୨୧ ନେଇ ଟଣାଓଟରା ! ବିଜେଡି ସୁପ୍ରିମୋଙ୍କ ଦମ୍ଭୋକ୍ତି ପରେ ଧର୍ମେନ୍ଦ୍ର କହିଲେ, ଆମେ ବି ଜିତିବୁ ୨୧ରୁ ୨୧ ।

କନକ ବ୍ୟୁରୋ: ରାଜ୍ୟର ୨୧ ଲୋକସଭା ଆସନକୁ ନେଇ ବିଜେଡି-ବିଜେପି ଟଣାଓଟରା । ଓଡ଼ିଶାର ୨୧ ଲୋକସଭା ଆସନକୁ କିଏ କରିବ କ୍ଲିନ୍ ସୁଇପ ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚାଲିଛି ବୟାନବାଜି । ନୟାଗଡ଼ରେ ବିଜେଡି ସୁପ୍ରିମୋ ୨୧ରୁ ୨୧ ଲୋକସଭା ଆସନ କ୍ଲିନ୍ ସୁଇପ୍ କରିବାକୁ ଦମ୍ଭୋକ୍ତି ବାଢ଼ିଥିବାବେଳେ…

ବିଜେପିରେ ଥମୁନି ଟିକେଟ୍ ଟେନସନ୍ । ଚିତ୍ରକୋଣ୍ଡା ଓ ସତ୍ୟବାଦୀରେ ଆଶାୟୀ ପ୍ରାର୍ଥୀ ସମର୍ଥଙ୍କ ହଙ୍ଗାମା ।

କନକ ବ୍ୟୁରୋ: ଥମିବାର ନାଁ ନେଉନି ବିଜେପି ଟିକେଟ୍ ତାଲିକା ଟେନସନ । ପ୍ରାର୍ଥୀ ଚୟନକୁ ନେଇ ଚାରିଆଡ଼େ ପ୍ରତିବାଦର ସ୍ୱର ଉଠାଉଛନ୍ତି ବିଜେପି କର୍ମୀ । ବିଜେପି ପ୍ରାର୍ଥୀ ଚୟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି…