Daily Archives

March 19, 2019

ବିଜେଡିର ବ୍ରଜରାଜନଗର ଦ୍ୱନ୍ଦ୍ୱ । କିଶୋର ନା ଅନୁପ, କାହାକୁ ମିଳିବ ବିଜେଡି ଟିକେଟ? ନବ ଦାସଙ୍କୁ ଡାକି ସମାଧାନର…

କନକ ବ୍ୟୁରୋ : କିଏ ପାଇବ ବ୍ରଜରାଜନଗର ଟିକେଟ୍? ଏହି ଚର୍ଚା ଏଥିପାଇଁ ଉଠୁଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ବ୍ରଜରାଜନଗର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ବିଜେଡି ସୁପ୍ରିମୋ । ଆଜି ନବୀନ ନିବାସ ଆସି ଟିକେଟ୍ ଲବି କରିଛନ୍ତି ଅନୁପ ସାଏ । ସେପଟେ ଝାରୁସୁଗୁଡାରେ…

କଂଗ୍ରେସର ଗଡ କୋରାପୁଟରେ ହୋଇଛି ଗଡବଡ । ତାରା ଦେଲେ ମୃଦୁ ଚେତାବନୀ, କହିଲେ, କଥା ନ ରଖିଲେ ଜଟିଳ ହେବ ସ୍ଥିତି

କନକ ବ୍ୟୁରୋ:  କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । କୋରାପୁଟରେ ଟିକଟ ବଂଟନରେ ଗଡବଡ ହୋଇଛି ବୋଲି କହିଛନ୍ତି ତାରା । ତାରା ଆହୁରି କହିଛନ୍ତି କାହାର ଟିକେଟ କଟିବ ଏବଂ କାହାର ରହିବ ଏହି ପ୍ରସଙ୍ଗରେ ପ୍ରଦୀପ ମାଝୀଙ୍କ…

ବିଜେଡି ଟିକେଟ୍ ଘୋଷଣା ପରେ ନବୀନ ନିବାସରେ ନେତାଙ୍କ ଭିଡ! କିଏ ଇସ୍ତଫା ଦେଉଛି, ତ ପୁଣି କିଏ ପ୍ରତିଶୃତି ପାଇ…

କନକ ବ୍ୟୁରୋ : ଟିକେଟ୍ ଘୋଷଣା ପରେ ବିଜେଡିରେ ଆରମ୍ଭ ହୋଇଯାଇଛି ବିରୋଧ । ଟିକେଟ୍ ନପାଇ କ୍ଷୁବ୍ଧ ନେତା ଖୋଲାଖୋଲି ସ୍ୱର ଉତୋଳନ କରିଛନ୍ତି । ଦଳରେ କଂଗ୍ରେସ ନେତା ଯୋଗେଶ ସିଂହଙ୍କୁ ସାମିଲ ନେଇ ଅସନ୍ତୁଷ୍ଟ ଥିବା କୁସୁମ ଟେଟେ, ଟିକେଟ୍ ନପାଇବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେହିପରି…

ନିର୍ବାଚନୀ ଗୀତରେ ମମତାଙ୍କୁ କଟାକ୍ଷ କଲେ ଗାୟକ ବାବୁଲ ସୁପ୍ରିୟ । ବିଜେପି ସାଂସଦଙ୍କ ବିରୋଧରେ ଥାନାରେ ମାମଲା

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ଗୁଡ଼ିକ ଜୋରଦାର କଲେଣି ପ୍ରଚାର । ଏବେ ଗୀତ, ବୁକଲେଟ, ଜିଙ୍ଗିଲ୍ସ ଓ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି ପ୍ରଚାର । ଆଗକୁ ହାଇ ଭୋଲଟେଜ ପ୍ରଚାର ଜମିବ । ନିଜ ନିଜ ଦଳର ସପକ୍ଷରେ ପ୍ରଚାର କରିବା ସହ ବିଭିନ୍ନ ବିରୋଧୀ ଦଳକୁ…

ବିଜେପି ଟାର୍ଗେଟରେ ବିଜେଡି ! ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା ନେଇ ବିଜେପିର ଅଭିଯୋଗ, କହିଲେ ଯୋଜନାରେ ଚାଷୀଙ୍କୁ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶାସକ ବିଜେଡିକୁ ବ୍ୟାକଫୁଟକୁ ଠେଲିବାକୁ ବିଜେପିର ରଣନୀତି । ‘କାଳିଆ’ ଯୋଜନା ଜରିଆରେ ବିଜେଡିକୁ ନିଶାନା କରି ବିଜେପି ଆଣିଲା ଅଭିଯୋଗ । ତେବେ ବିଜେପି ଅଭିଯୋଗ କରିଛି ଯେ 'କାଳିଆ' ଯୋଜନାରେ ଶାସକ ବିଜେଡି ବିଜ୍ଞାପନ ମାରି କହୁଛନ୍ତି କି ରାଜ୍ୟରେ ୩୬ ଲକ୍ଷ…

ବହୁଜନ ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ! ଓଡ଼ିଶାରେ ହାଇଭୋଲଟେଜ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ମୈଦାନ ସଜ୍ଜିତ । ଗୋଟିଏ ପରେ ଗୋଟିଏ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଏବେଯାଏଁ ନଆସିଲେ ମଧ୍ୟ ନିର୍ବାଚନୀ ପାଣିପାଗ ଏବେ ଠାରୁ ସରଗରମ । ଆଉ କିଛି ଦିନ ପରେ ଜମିବ ନିର୍ବାଚନ ପ୍ରଚାର ।…