Daily Archives

March 16, 2019

ବାପାଙ୍କୁ ଅନୁସରଣ କଲେ ଝିଅ । ବ୍ୟକ୍ତିିଗତ କାରଣ ଦର୍ଶାଇ ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା । ପୁଅ…

କନକ ବ୍ୟୁରୋ: ଦାମ ରାଉତ ପଦ୍ମ ଧରିବା ପରେ ତାଙ୍କୁ ଅନୁସରଣ କରିଛନ୍ତି ଝିଅ ପ୍ରତିନନ୍ଦା ରାଉତରାୟ । ବ୍ୟକ୍ତିିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ପ୍ରୀତିନନ୍ଦା । ବିଏମସି କର୍ପୋରେଟର ଭାବେ ବିଜେଡିରୁ ଜିତିଥିଲେ ପ୍ରୀତିନନ୍ଦା । ଗୋଟିଏ ପଟେ ପୁଅ ସମ୍ବିତ…

୧୭ ବର୍ଷ ପରେ ନବୀନ ନିବାସରେ ପାଦ ଦେଲେ ଦିଲ୍ଲୀପ ରାୟ । ବିଜେଡି ସୁପ୍ରିମୋଙ୍କ ସହ ଚାଲିଛି ରୁଦ୍ଧଦ୍ୱାର ବୈଠକ,…

କନକ ବ୍ୟୁରୋ : ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ ସମୀକରଣ ସାମ୍ନାକୁ ଆସିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ…

ନେତା ଛାଡ଼ୁଛନ୍ତି, ନେତା ମିଶୁଛନ୍ତି ! ଚାଲିଛି ଆୟାରାମ-ଗୟାରାମ ରାଜନୀତି, ଆଜି ଏଠି…କାଲି ସେଠି

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋରଧରିଛି ଯୋଡ଼ତୋଡ ରାଜନୀତି । ପୁରୁଣା ଶିବିର ଛାଡ଼ି ନୂଆ ଶିବିରକୁ ଆପଣାଉଛନ୍ତି କିଛି ନେତା । ଦୁଇ ଦିନ ତଳେ ଶଙ୍ଖ ଛାଡ଼ିବା ପରେ ଆଜି ପଦ୍ମ ଧରିଛନ୍ତି ବଳଭଦ୍ର ମାଝି । ଟିକେଟ୍ ହରାଇବା ଆଶଙ୍କାରେ ବିଜେଡି ଛାଡ଼ିଥିବା ନବରଙ୍ଗପୁର ସାଂସଦ ଆଜି…

ଗୋଆରେ ସରକାର ଗଢିବାକୁ ଦାବି କଲା କଂଗ୍ରେସ । କହିଲା, ପାରିକରଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ

ଗୋଆରେ ପୁଣି ଆରମ୍ଭ ହୋଇଛି ସିଂହାସନ ଦଖଲ ପାଇଁ ଲଢେଇ । ଗୋଆରେ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିବା ସହ ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି, ବିଜେପିର ଜଣେ ବିଧାୟକଙ୍କ ମୃତ୍ୟୁ ପରେ ଏବେ ସରକାର ପାଇଁ ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ । ତେଣୁ ବଡ ଦଳ…

ଟିକେଟ୍ ପାଇଁ ଟେନସନ। ନବୀନ ନିବାସରେ ଜମୁଛି ଆଶାୟୀଙ୍କ ଭିଡ। କାହାକୁ ମିଳିବ ଟିକେଟ୍, କାହାର କଟିବ ଦ୍ୱନ୍ଦ୍ୱରେ ନେତା

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଭିତରେ ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । କାହାକୁ ମିଳିବ ଟିକେଟ୍, କାହାର କଟିବ ତାକୁ ନେଇ ଆଶା ଆଶଙ୍କା ଲାଗିରହିଛି । ଆଉ ଏହାରି ଭିତରେ ନବୀନ ନିବାସରେ ଆସି ବିଜେଡି ସୁପ୍ରିମୋଙ୍କୁ ଭେଟୁଛନ୍ତି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ଅପେକ୍ଷା: ଚାଲିଛି ଛକାପଞ୍ଝା, ଯେକୌଣସି ମୁହୂର୍ତ୍ତରେ ହୋଇପାରେ…

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଭିତରେ କସରତ ଶେଷ ପର୍ଯ୍ୟାୟରେ ପହଁଚିଛି । ଏବେ କେବଳ ପ୍ରକାଶ ପାଇବ ଟିକେଟ୍ ତାଲିକା । ଏହି ତାଲିକାକୁ…