Daily Archives

March 13, 2019

ସୀମାରେ ୨ ପାକିସ୍ତାନୀ ଯୁଦ୍ଧ ବିମାନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ! ଭାରତୀୟ ବାୟୁସେନା ପକ୍ଷରୁ ହାଇ ଆଲର୍ଟ ଜାରି

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ବାରମ୍ବାର ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି । ଏଲଓସିର ପୁଂଛରେ ଦୁଇ ପାକିସ୍ତାନୀ ବିମାନକୁ ଦେଖିବାକୁ ମିଳିଛି । ଜମ୍ମୁ-କଶ୍ମୀର ଅନ୍ତର୍ଗତ ଭାରତ-ପାକ ସୀମାର ନିୟନ୍ତ୍ରଣ ରେଖା ପାଖାପାଖି ଗତକାଲି ବିଳମ୍ବିତ ରାତିରେ ୨ଟି ପାକିସ୍ତାନୀ ଯୁଦ୍ଧ ବିମାନ…

ପାଖେଇ ଆସୁଛି ନିର୍ବାଚନ, ବଢୁଛି ନେତାଙ୍କ ଟେନସନ୍ ! ବାୟୋଡାଟା ଧରି ନବୀନଙ୍କ ନିକଟରେ ଚଳାଇଛନ୍ତି ଲବି, ବଢୁଛି ମହିଳା…

କନକ ବ୍ୟୁରୋ : ଟିକେଟ୍ ପାଇଁ ତିନି ଦିନ ହେଲା ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ । ବାୟୋଡାଟା ଦେଖାଇ, ସୁପ୍ରିମୋଙ୍କ ପାଖରେ ନେତା କରୁଛନ୍ତି ଲବି । ବରିଷ୍ଠ ନେତା ବି ପୁଣି ଟିକେଟ୍ ପାଇଁ ଆଶାୟୀ ଥିବା କହୁଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଭେଟି ଫେରିବା ବେଳେ କିଛି ନେତାଙ୍କୁ ଟିକେଟ୍…

ବଡ଼ଚଣାରେ ରାଜନୈତିକ ଝଡ଼ ! ବିଜେପିରେ ନୂଆ-ପୁରୁଣା ବିବାଦ, ବିଜେଡ଼ି-କଂଗ୍ରେସକୁ ଟେନସନ୍ ଗୋଷ୍ଠୀ କନ୍ଦଳ ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ଯାଜପୁର ସଂସଦୀୟ…

କଂଗ୍ରେସର ଟିକେଟ୍ କସରତ ! ରାହୁଲଙ୍କ ନିର୍ଦ୍ଦେଶ ପରେ ବିଜୟ ସମ୍ଭାବନା ଥିବା ମହିଳା ପ୍ରାର୍ଥୀଙ୍କୁ ଖୋଜୁଛି ଦଳ, ୧୬ରେ…

କନକ ବ୍ୟୁରୋ : ମହିଳା ଭୋଟରଙ୍କ ଉପରେ କଂଗ୍ରେସର ଆଖି । ଜୟପୁର ଗସ୍ତ ସମୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସହ ମହିଳାଙ୍କୁ ଅଧିକ ପ୍ରାର୍ଥୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାକୁ ନେଇ ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ଜୋରଦାର…

ପୁଅ, ଝିଅଙ୍କ ପାଇଁ ରାଜନୈତିକ ଅଭିଳାଶକୁ ବଳି ପକାଇ ଦେବେ କି ଦାମ ! ସମ୍ବିତ ଓ ପ୍ରିତୀନନ୍ଦାଙ୍କୁ ବିଜେଡି ଟିକେଟ୍ ଅଫର…

କନକ ବ୍ୟୁରୋ : ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଶୁଣିବାକୁ ମିଳୁଛି ବିଜେପିରେ ମିଶ୍ରଣ ନେଇ ଆଜି ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥାନ୍ତେ ପାରାଦୀପ ବିଧାୟକ ।…

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଜହରକୁ ନେଇ ତେଜୁଛି ରାଜନୀତି ! ଗେରୁଆ ଦଳକୁ କଂଗ୍ରେସର ଟାର୍ଗେଟ୍, ଉତ୍ତର ରଖିଲା…

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଜହରକୁ ନେଇ ଜୋର ଧରୁଛି ରାଜନୀତି । ୧୯୯୯ରେ ବିଜେପି ସରକାରଙ୍କ ଯୋଗୁଁ କାନ୍ଦାହାର ବିମାନ ଅପହରଣ ଘଟଣାରେ ମାସୁଦକୁ ମୁକ୍ତ କରାଯାଇଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହା ଫଳରେ ପୁଲୱାମା ପରି ଆକ୍ରମଣ କରିବାରେ ଆତଙ୍କବାଦୀ ସଫଳ ହୋଇଛି…